• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Be carefull if you keep your toothbrush in the bathroom
Health Tips: ଆପଣ ଟୁଥ୍‌ବ୍ରଶ୍‌କୁ ବାଥ୍‌ରୁମ୍‌ରେ ରଖୁଛନ୍ତି କି… ଏବେଠୁ ହୋଇଯାଆନ୍ତୁ ସାବଧାନ, ନଚେତ୍…

ଅନେକ ଲୋକ ବାଥ୍‌ରୁମ୍‌ରେ ସେମାନଙ୍କର ଟୁଥ୍‌ବ୍ରଶ୍ ରଖନ୍ତି। ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି ? ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଶରୀର ଉପରେ କି ପ୍ରଭାବ ପକାଇଥାଏ? ଆସନ୍ତୁ ଜାଣିବା…

5 amazing benefit of betel leaf
Health Tips: ୟୁରିକ୍ ଏସିଡ୍, ଥଣ୍ଡା ଭଳି ସମସ୍ୟାକୁ ଦୂର କରେ ପାନ ପତ୍ର

ଯଦି ଆପଣ ନିୟମିତ ପାନପତ୍ର ଚୋବାନ୍ତି ତେବେ ଆପଣ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବରେ ବ୍ୟବହାର ମଧ୍ୟ କରାଯାଏ। ତେବେ ଆସନ୍ତୁ ଏହାର ୫ଟି ଉପକାର ବିଷୟରେ ଜାଣିନେବା।

Slapping therapy can treat diabetes blood sugar
Slapping Therapy: ଅଜବ ଚିକିତ୍ସା; ମଧୁମେହ ଓ ରକ୍ତଚାପକୁ ଦୂର କରୁଛି ଶକ୍ତ ଚାପୁଡ଼ା !

ମଧୁମେହ - ରକ୍ତଚାପର ଚିକିତ୍ସା ଭଲ କରିବାକୁ ଅଦ୍ଭୁତ ଉପାୟ। ତେବେ ଏହା କ’ଣ କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବିଜ୍ଞାନ ରହିଛି? ଆସନ୍ତୁ ଜାଣିବା…

World AIDS Day
World AIDS Day: ପ୍ରତିବର୍ଷ ଓଡ଼ିଶାରେ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ

ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଏଚ୍‌ଆଇଭି ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି ।

know hiv aids causes symptoms and prevention
World AIDS Day 2023: କାହିଁକି ହୁଏ AIDS, କେଉଁସବୁ ଲକ୍ଷଣରୁ ଏହାକୁ ଜାଣିବେ...

ଏଡ୍‌ସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ଏହି ରୋଗ ପ୍ରତିରୋଧ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୦୧ ରେ ‘ବିଶ୍ୱ ଏଡ୍‌ସ୍ ଦିବସ’ ପାଳନ କରାଯାଏ। ଏଡ୍‌ସ୍ ମୁଖ୍ୟତଃ ଏକ ଯୌନ ସଂକ୍ରମଣ ରୋଗ ହୋଇଥିଲେ ବି ଅନ୍ୟ କେତେକ କାରଣ ମଧ୍ୟ ଏଥିପାଇଁ ବିପଦ ହୋଇପାରେ।

How dangerous is refined oil
Nutrients: କେତେ କ୍ଷତିକାରକ ରିଫାଇନ୍ ତେଲ; କେଉଁ ତେଲ ଖାଇବା ଜରୁରୀ

ଆଜିକାଲି ବଜାରରେ ମିଳୁଥିବା ଖାଇବା ତେଲରେ କିଛି ଏମିତି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।

How to use lemon for cleaning yellow teeth
Health Tips: ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି, ଆପଣାନ୍ତୁ ଏହି ଉପାୟ; ଚକ୍ ଚକ୍ କରିବ...

ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।

H9N2 ଇନଫ୍ଲୁଏଞ୍ଜା
H9N2 ଇନଫ୍ଲୁଏଞ୍ଜାକୁ ଡରିବାର ନାହିଁ, ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇନି ଚୀନର ଏହି ଭୂତାଣୁ

ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

  • Tuesday, 28 November 2023
Health Tips Liver detoxifying cauliflower
Health Tips: ଫୁଲକୋବିର ଅନେକ ଗୁଣ; ମୋଟାପଣ କରେ ଦୂର, ଶରୀରକୁ କରେ ଡିଟକ୍ସିଫାଏ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।

China Pneumonia
ଚୀନର ରହସ୍ୟମୟ ନିମୋନିଆକୁ ନେଇ ଭାରତରେ ଛନକା, କୋଭିଡ୍ ଭଳି ସର୍ଭେଲାନ୍ସ ପାଇଁ କେନ୍ଦ୍ରର ପରାମର୍ଶ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଚୀନରେ ଶିଶୁଙ୍କ ଠାରେ ଦେଖାଦେଇଥିବା ନିମୋନିଆ ସଂକ୍ରମଣ କୌଣସି ନୂଆ ଭୂତାଣୁ ଯୋଗୁ ହୋଇନି। ଏସବୁ ଭୂତାଣୁ ଆମ ଦେଶରେ ବି ରହିଛି ।

pneumonia in china
ଭୟ ବଢ଼ାଇଲା ଚୀନ୍‌ ନିମୋନିଆ, ଆଗୁଆ ପ୍ରସ୍ତୁତି ପାଇଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ

ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡ଼ିତ, ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ। ସେହିପରି ଘଟଣା ଉପରେ ମନ୍ତ୍ରାଳୟ ନଜର ରଖିଛି, ଭୟଭୀତ ହେବାର କାରଣ ନାହିଁ ବୋଲି ଜଣାଇଛି।

5 home remedies to get rid of chapped lips in winter
Health Tips: ଓଠ ଫାଟୁଛି କି ? ଆପଣଙ୍କ ପାଇଁ ୫ଟି ଟିପ୍ସ, ମିଳିବ ଆରାମ...

ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ। ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯିବା ଆରମ୍ଭ କରେ। ଏହି ୫ଟି ଘରୋଇ ଉପଚାର ଆପଣ ଓଠର ସମସ୍ୟାରୁ ମୁକ୍ତି। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ…

consume mustard leaf in winter beneficial in cancer and asthma
Health Tips: କ୍ୟାନ୍‌ସର୍‌ ଓ ଆଜ୍‌ମାକୁ ରୋକିବ ସୋରିଷ ଶାଗ; କିପରି ଜାଣନ୍ତୁ…

ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ। ଏବେ ବଜାରରେ ସୋରିଷ ଶାଗର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସୋରିଷ ଶାଗ ଅନେକ ପୋଷକରେ ପରିପୂର୍ଣ୍ଣ। ତେବେ ଆସନ୍ତୁ ଏହାକୁ ଖାଇବା କେଉଁସବୁ ଲାଭ ମିଳେ ଆସନ୍ତୁ ସେ ବିଷୟରେ ଜାଣିନେବା।

TB
ILS ଭୁବନେଶ୍ୱରର ନୂଆ ଆବିଷ୍କାର, ଯକ୍ଷ୍ମାର ଯମ ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ।

Health service high in India
ଆକାଶ ଛୁଉଁଛି ଦରଦାମ: ପେଟ୍ରୋଲ ଖାଦ୍ୟ ସାମଗ୍ରୀ ପରେ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ମଧ୍ୟ ମହଙ୍ଗା

ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।

Risk factor of Vitamin D deficiency in child
Health Tips: ଭିଟାମିନ୍ ଡି’ର ଅଭାବ ପିଲାକୁ କରିପାରେ ବିକଳାଙ୍ଗ, ଜାଣନ୍ତୁ ଏହାକୁ କିପରି କରିବେ ପୂରଣ...

ଭିଟାମିନ୍ ଡି’ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ଏହାର ଭୂମିକା ସବୁଠାରୁ ଅଧିକ। ଏହା ମାଗଣାରେ ମିଳୁଥିଲେ ବି ଆଜିକାଲି ପିଲାମାନଙ୍କ ପାଖରେ ଏହାର ଅଭାବ ଦେଖିବାକୁ ମିଳେ। ଜାଣନ୍ତୁ ଏହାର କାରଣ..

What should be the diet of pregnant women with diabetes
Nutrients: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ

ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ।

these 5 yogasan are very effective in stomach problems
Health Tips: ମଳ ସଫା ହେଉ ନଥିଲେ କରନ୍ତୁ ଏହି ୫ ଆସନ, ସହଜରେ ମିଳିବ ମୁକ୍ତି...

ଫିଟନେସ୍ ସହିତ ଯୋଗ ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ। ଯୋଗ ବିଜ୍ଞାନ ଅନୁସାରେ ଆମର ଭୁଲ ଜୀବନଶୈଳୀ କାରଣରୁ ଆମେ କୋଷ୍ଠକାଠିନ୍ୟ ବା ମଳ ସଫା ନ ହେବାରେ ସମସ୍ୟାରେ ପିଡୀତ ହେଉଛେ। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କରନ୍ତୁ ଏହି ୫ ଆସନ।

Disease X
ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି ।

  • Tuesday, 21 November 2023
Four benefits of amla who can avoid it
Health Tips: ଅଁଳା ଖାଇବାର ୪ ଲାଭ: ଜାଣନ୍ତୁ କିଏ ଖାଇବେ, କିଏ ନ ଖାଇବେ

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …

always avoid these 5 foods that increase uric acid
Health Tips: ହେଉଛି କି ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା; ହାତ ମାରନ୍ତୁ ନାହିଁ ଏହି ୫ଟି ଖାଦ୍ୟରେ

ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍ ଏସିଡ୍‌ର ସ୍ତରକୁ ବଢାଇଥାଏ। ଆସନ୍ତୁ ଜାଣିବା…

If honey is used with tulsi then cold and cough will not come near
Health Tips: ତୁଳସୀ ସହିତ ଖାଆନ୍ତୁ ଏହି ଜିନିଷ, ପାଖ ମାଡିବନି ଥଣ୍ଡା-କାଶ...

ଆୟୁର୍ବେଦ ଅନୁଯାୟୀ ତୁଳସୀ ହେଉଛି ଏକ ମହୌଷଧି। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା କାଶ, ଥଣ୍ଡା ଏବଂ ଶ୍ୱାସକ୍ରିୟା ସଂକ୍ରମଣରୁ ମୁକ୍ତି ଦେଇଥାଏ। ଏହା ମଧ୍ୟ ଅନେକ ରୋଗ ପାଇଁ ଏକ ଶକ୍ତି ବୃଦ୍ଧିକାରୀ ଏବଂ ହର୍ବାଲ ଉପଚାର। ତୁଳସୀ ସହିତ ମହୁ ଚାପ ସ୍ତରକୁ ହ୍ରାସ କରିବା ସହ ଆରାମ ଦେଇଥାଏ।

The hospital system will be simplified
ସରଳ ହେବ ହସ୍ପିଟାଲ ବ୍ୟବସ୍ଥା, ସୁବିଧାରେ ସେବା ପାଇବେ ରୋଗୀ

ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।

follow these tips and keep entire body healthy in winters
Health Tips: ମାନନ୍ତୁ ଏହି ୫ଟି ସରଳ ଉପାୟ; ଶୀତଦିନେ ରହିବେ ପୂରା ସୁସ୍ଥ

ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିବ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।

AIIMS Bhubaneswar
ଭୁବନେଶ୍ୱର AIIMSରେ ଖୋଲିଲା ପ୍ରଥମ ଟ୍ରାଭେଲ ହେଲ୍ଥ କ୍ଲିନିକ୍

ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।