• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

RAM KIT
ହାର୍ଟ ଆଟାକ୍‌ ଆସିଲେ ତୁରନ୍ତ ଏହି କିଟ୍‌ରେ ଥିବା ଔଷଧ ଖାଆନ୍ତୁ, ଜୀବନ ବଞ୍ଚାନ୍ତୁ

ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ । ସବୁଠାରୁ ବଡ଼ କଥା ହେଲା ଏହି କିଟ୍‌ର ଦାମ୍‌ ମାତ୍ର ୫ ରୁ ୭ ଟଙ୍କା ।

Satyabadi CHC
ଛି ! ଏଇ ମେଡିକାଲକୁ ଆସିଲେ ରୋଗ ବଢିଯିବ..

ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ..

Pollution
ଆପଣ ପ୍ଲାଷ୍ଟିକ ବୋତଲରୁ ପାଣି ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ ..

ଆପଣ ଜାଣନ୍ତି କି, ବୋତଲ ପାଣିରେ ମଧ୍ୟ ପ୍ଲାଷ୍ଟିକ ଥାଏ । ଦୈନନ୍ଦିନ ଜୀବନରେ ପିଉଥିବା ବୋତଲ ପାଣି ଯେ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ତାହା ଭାବିବା ଭୁଲ । ସେ ମିନେରାଲ ପାଣି ହେଉ କି, ଅନ୍ୟ କିଛି । ସମସ୍ତ ବୋତଲ ପାଣିରେ କିଛି ନା କିଛି ପ୍ଲାଷ୍ଟିକ କଣିକା ରହୁଥିବା ସଦ୍ୟତମ ଗବେଷଣାରୁ ଜଣା ପଡ଼ିଛି ।

Cervical spondylosis treatment by these 3 ayurveda therapy
Health Tips: ଆପଣ ସର୍ଭାଇକାଲ୍ ସ୍ପଣ୍ଡିଲାଇଟିସ୍ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି କି; ଆପଣଙ୍କ ପାଇଁ ୩ ଥେରାପୀ

ସର୍ଭାଇକାଲ୍ ସ୍ପଣ୍ଡିଲାଇଟିସ୍ ସମସ୍ୟାକୁ ଆୟୁର୍ବେଦର ପଞ୍ଚକର୍ମ ପ୍ରଣାଳୀ ମାଧ୍ୟମରେ ଅତି ସହଜରେ ଚିକିତ୍ସା ସମ୍ଭବ। ଆୟୁର୍ବେଦରେ ଗ୍ରୀବା ଅସ୍ଥି ଥେରାପୀ, କପିଙ୍ଗ୍ ଥେରାପି ଏବଂ ପୁଟୁଳି ଥେରାପି ଦ୍ୱାରା ସର୍ଭାଇକାଲ୍ ସମସ୍ୟାର ସମାଧାନ ହୋଇପାରିବ। ଆସନ୍ତୁ ଜାଣିବା।

Amazing benefits of soaked cashew nuts-makes bones stronger
Health Tips: କାଜୁ ଖାଇବାର ୪ଟି ଉପାୟ; ହାଡ ହେବ ଲୁହା ପରି ମଜଭୁତ

ଆଜିକାଲି ଅଧିକାଂଶ ଲୋକ କାଜୁ ଖାଉଛନ୍ତୁ ସତ, କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଜାଣି ନ ଥିବାରୁ ସେମାନେ ଏହାର ଠିକ ଲାଭ ପାଇପାରୁ ନାହାନ୍ତି। କାଜୁ ଖାଇବାର ୪ଟି ଉପାୟ ଅଛି, ଯାହା ଦ୍ୱାରା ହାଡ ହୋଇଯିବ ପୂରା ମୁଜଭୁତ। ଆସନ୍ତୁ ସେ ବିଷୟରେ ଜାଣିବା।

If Your Stress Hormones Increased Here Are The Signs And Treatment
Health Tips: ସବୁବେଳେ ଚାପଗ୍ରସ୍ତ ହେଉଛନ୍ତି କି… ଜାଣନ୍ତୁ ମୁକ୍ତି ପାଇବାର ୫ ଉପାୟ

ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି। ତେବେ ଆସନ୍ତୁ ଚାପର ବିଭିନ୍ନ ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ଜାଣିନେବା।

How To Keep Your Heart Healthy
Health Tips: ହୃଦ୍‌ଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୬ଟି ଟିପ୍ସ

ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍‌ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍‌ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।

International Mind Body Wellness Day
International Mind Body Wellness Day: ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୧୦ଟି ଉପାୟ

ଆଜିର ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ପ୍ରାୟ ସମସ୍ତେ ଏକ ଅସୁସ୍ଥ ଶରୀର ସହିତ ଏକ ଅସନ୍ତୁଳିତ ମନ ନେଇ ଜୀବନ ଜୀଉଛନ୍ତି। ଏନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩ ତାରିଖରେ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପାଳନ କରାଯାଏ। ଏହି ଦିନ କ’ଣ କରିବେ ଜାଣନ୍ତୁ…

Covid
ଡରାଇଲାଣି କରୋନା, ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ

ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

SCB Medical
ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା; ଲିଫ୍ଟ ଅଚଳ, ରୋଗୀଙ୍କୁ ଷ୍ଟ୍ରେଚରରେ ନିଆଯାଉଛି ୪ ମହଲା

ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି ।

Cancer
କର୍କଟରୁ ବର୍ତ୍ତିବେ କେମିତି, ବାଟ ବତାଇଲେ ବିଶେଷଜ୍ଞ

ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।

Cancer
ଟୋବାକୋ ଜାନ୍‌ ଲେୱା ହେ; ବର୍ଷକୁ ନେଉଛି ୯ ହଜାର ମୁଣ୍ତ, ନ ସୁଧୁରିଲେ..

ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।

IV Therapy
ବିବାହ ପୂର୍ବରୁ ସ୍ମାର୍ଟଲୁକ୍‌ର ନୂଆ ଟ୍ରେଣ୍ଡ ପାଲଟିଲାଣି IV ଥେରାପି...!

ଏହି ଥେରାପି ଦ୍ୱାରା ଆପଣଙ୍କ ଚେହେରା କେବଳ ଗ୍ଲୋ କରିବ ତାହା ନୁହେଁ ବରଂ ଆପଣଙ୍କୁ ଅଧିକ ଫୁର୍ତ୍ତି ରଖିବା ସହ ସତେଜ ବି ରଖିବ ।

  • Thursday, 28 December 2023
What's the science behind different countries' food preferences
Nutrients: କ’ଣ ରହିଛି ଭିନ୍ନ ଭିନ୍ନ ଦେଶର ଖାଦ୍ୟ ପସନ୍ଦ ପଛର ବିଜ୍ଞାନ

ଭିନ୍ନ ଭିନ୍ନ ଦେଶର ଖାଇବାର ପ୍ରିଫରେନ୍ସ ବା ଚାହିଦା ଅନୁଯାୟୀ ଅଲଗା ଅଲଗା ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ ହୁଏ, ଖାଦ୍ୟର ଉପାଦାନ ମଧ୍ୟ ଅଲଗା ହୋଇଥାଏ। ଆମେ ଭାତ ଓ ରୁଟି ସହ କିଛି ତରକାରୀ ଖାଇବା ବେଳେ ଇଟାଲୀରେ କେକ୍ ଓ ପାଉଁରୁଟି ତଥା ମଇଦାରୁ ତିଆରୁ ବିଭିନ୍ନ ବେକରୀ ଆଇଟମ୍‌ରେ କିପରି ପେଟ ପୂରିଯାଏ?

special oil made from curry leaves will make hair black long and thick
Health Tips: ଭୃସଙ୍ଗ ପତ୍ର ବ୍ୟବହାର କରି ତିଆରି କରନ୍ତୁ ସ୍ୱତନ୍ତ୍ର ତେଲ; ଚୁଟି ହେବ କଳା-ମୋଟା

ଭୃସଙ୍ଗ ପତ୍ରକୁ ତରକାରୀରେ ବ୍ୟବହାର କରିବ ସମସ୍ତେ ଜାଣନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଏହି ପତ୍ରର ସ୍ୱାଦ ସହିତ ଏହାର ଔଷଧୀୟ ଗୁଣ ମଧ୍ୟ ଅଛି? ଏହି ପତ୍ରକୁ ନଡିଆ ତେଲ ସହିତ ମିଶ୍ରଣ କରି ଏକ ସ୍ୱତନ୍ତ୍ର ତେଲ ପ୍ରସ୍ତୁତ କରାଯାଏ, ଯାହା ଚୁଟିରେ ଲଗାଇବା ପରେ ଚୁଟି କଳା, ମୋଟା ଏବଂ ଲମ୍ବା ହୋଇଥାଏ।

Why December
ସେଇ ଡିସେମ୍ବର .. ସେଇ ଶୀତ.. ପୁଣି କରୋନା .. କାହିଁକି !

୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା ।

Diarrhea
କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ

ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

Covid returns
କଡ଼ ଲେଉଟାଇଲା କରୋନା, ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର। ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

cholera in Rourkela
କଲେରା ଗଡ଼ର ଗୁମର ଖୋଲିଲେ ରାଉରକେଲା ବସ୍ତି ବାସିନ୍ଦା

କିନ୍ତୁ ଲୋକଙ୍କ କହିବା କଥା, ମାସ ମାସ ଧରି ଦୂଷିତ ପାଣି ଆସିବା ପରେ, ଏଇ ୩-୪ ଦିନ ହେବ ଭଲ ପାଣି ଆସୁଛି। ତେଣୁ ଏବେ ନମୁନା ଯାଞ୍ଚ କଲେ ସତ ପଦାକୁ ଆସିବ କୁଆଡ଼ୁ।

cholera in Rourkela
ଗୁମର ଖୋଲିଲେ ବସ୍ତି ବାସିନ୍ଦା; କହିଲେ, ଦୀର୍ଘଦିନରୁ ପାଇପରେ ଆସୁଥିଲା ଦୂଷିତ ଓ ଦୁର୍ଗନ୍ଧ ପାଣି

ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?

Cholesterol Vaccine
ବ୍ୟାଡ୍‌ କୋଲେଷ୍ଟ୍ରୋଲ୍‌ ହ୍ରାସ କରିବାକୁ ଆସିବ ଟିକା, ଜାଣନ୍ତୁ କେତେ ରହିଛି ପ୍ରତି ଡୋଜ୍‌ର ମୂଲ୍ୟ...

ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ।

Vibrio Cholerae
ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ ! ମୃତ୍ୟୁ ସଂଖ୍ୟା ଲୁଚାଉଛି ସରକାର, ଗ୍ରାଉଣ୍ତ ସ୍ଥିତି ପରଖିଲା ଓଟିଭି..

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।

Sri Jagannath is the Lord of Cultural Integration, says devotee
ଆଉ ଜଣେ ଭକ୍ତ ସାଲବେଗ

ଇଏ ବି ଜଣେ ଭକ୍ତ...କାଳିଆ ଦୁଆରେ ସମସ୍ତେ ସମାନ.... ମୁସଲିମ୍ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ବେଶ ଚର୍ଚ୍ଚାରେ କୋଲକାତାର ଡକ୍ଟର ଶେଖ ମକବୁଲ ଇସଲାମ....

  • Thursday, 21 December 2023
  • Devotee
Health Issue
ବିଗୁଡୁଛି ସ୍ଥିତି, ହଇଜାରେ ଗଲାଣି ୧୩ ଜୀବନ

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।