• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Beauty Tips

instant glow
ଇନ୍‌ଷ୍ଟାଣ୍ଟ ଗ୍ଲୋ କିପରି ପାଇବେ, ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟ ହେତୁ ଚେହେରାର ସୌନ୍ଦର୍ଯ୍ୟ ଏବଂ ଚମକ କମିଯାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ତ୍ୱଚା ଭଲ ଦେଖାଯାଉ, ତେବେ ଆପଣ କିଛି ଘରୋଇ ଉପଚାର ଗ୍ରହଣ କରି ତତକ୍ଷଣାତ୍ ଚମକ ପାଇପାରିବେ।

lentil pulses for skin
ତ୍ୱଚ୍ଚାର ଉଜ୍ଜଳତା ବଢାଏ ମସୁର ଡାଲି

ତ୍ୱଚ୍ଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାର କରିଥାନ୍ତି । ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି। ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ।

Glycerin for skin care
ଶୀତ ଦିନେ ତ୍ୱଚାର ଯତ୍ନ ପାଇଁ ଗ୍ଲିସେରିନ୍‌

ଶୀତ ଦିନ ଆସିଲେ ଖାସ୍ କରି ମହିଳା ଓ ଯୁବତୀଙ୍କ ପାଇଁ ସମସ୍ୟା ବଢ଼ିଯାଏ । ତ୍ୱଚାର ରୁକ୍ଷତା ଯୋଗୁ ମୁଁହ ଫାଟିବା ପରି ସମସ୍ୟା ସୃଷ୍ଟି ହୁଏ । ଯଦି ଆପଣଙ୍କ ତ୍ୱଚା ରୁକ୍ଷ ଏବଂ ଆପଣ ଏଥିପାଇଁ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଏପରି କରନ୍ତୁ ନାହିଁ। ଆପଣ ଏଥିପାଇଁ ଗ୍ଲିସେରିନ୍‌ର ବ୍ୟବହାର କରିପାରିବେ।

Add these 5 things to your drinking wate
ପିଇବା ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ,ଚମକିବ ଚେହେରା

ପ୍ରଦୂଷଣ, ଧୂଳି, ମାଟି ଆଦି ଚେହେରାରେ ଜମି ଯାଇ ମୁହଁର ଔଜ୍ଜ୍ୱଳତା କମିଯାଏ। ହଜିଯାଏ ଚେହେରାର ସୌନ୍ଦର୍ଯ୍ୟ । ତେଣୁ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇପଡେ। ଏହାକୁ ଦୂର କରିବା ଲାଗି ଆପଣାନ୍ତୁ ସହଜ ଉପାୟ। ପାଣିରେ ଏହି ୫ ଜିନିଷ ମିଶାଇ ପିଅନ୍ତୁ ଓ ଫରକ ଅନୁଭବ କରନ୍ତୁ ।

bright skin
ଉଜ୍ଜ୍ୱଳ ତ୍ୱଚା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ବିଉଟି ଟିପ୍ସ୍‌

ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

Hair straighten naturally
ପ୍ରାକୃତିକ ଉପାୟରେ କୁଞ୍ଚୁକୁଞ୍ଚିଆ ଚୁଟିକୁ କରନ୍ତୁ ସିଧା

ସବୁବେଳେ ସେଲୁନ୍‌ ଯାଇ ଚୁଟି ସିଧା କରିବା ସମ୍ଭବ ନୁହେଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ଚୁଟି ସିଧା କରିବା ପାଇଁ କେମିକାଲ ବ୍ୟବହାର ହୋଇଥାଏ। ଯାହାଦ୍ୱାରା ଚୁଟି ଖରାପ ହେବାର ଭୟ ମଧ୍ୟ ଥାଏ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଚୁଟିକୁ କେମିତି ସିଧା କରିହେବ ଜଣାଇବୁ। ଯାହାଦ୍ୱାରା ଆପଣ କମ୍‌ ଖର୍ଚ୍ଚରେ ଘରେ ହିଁ ଚୁଟିକୁ ସିଧା କରିପାରିବେ।

Make the henna so thick
ପ୍ରାକୃତିକ ଉପାୟରେ ମେହେନ୍ଦୀକୁ କରନ୍ତୁ ଗାଢ଼,ଜାଣି ରଖନ୍ତୁ କିଛି ଟିପ୍ସ୍

କୁହାଯାଏ ବାହାଘର ସମୟରେ ମେହେନ୍ଦୀ ଯେତେ ଗାଢ଼ ହୁଏ ବୈବାହିକ ଜୀବନ ସେତେ ପ୍ରେମରେ ଭରିଯାଏ। ତେବେ ଆପଣ ବି ଚାହୁଁଛନ୍ତି ଥିବେ ଯେ ମେହେନ୍ଦୀର ରଙ୍ଗ ଗାଢ଼ ହେଉ ଓ ଏହା ଅଧିକ ସମୟ ଧରି ହାତରେ ରହୁ । ତେବେ ବିଲକିଲ୍ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦୀ କିପରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ଜଣେଇବୁ। ଚାଲନ୍ତୁ ଜାଣିବା ମେହେନ୍ଦୀକୁ ନେଇ କିଛି ବିଉଟି ଟିପ୍ସ୍ ।

ସେଲିବ୍ରିଟିଙ୍କ ପରି ଲୁକ୍ ନେବାକୁ ଚାହୁଁଛନ୍ତି କି? ନିଅନ୍ତୁ 'ଶିମର ଲୁକ୍'

ଟ୍ରେଣ୍ଡ୍‌ରେ ଏବେ ‘ଶିମର ମେକ୍‌ଅପ୍‌’ । ଅନେକ ସମୟରେ ସେଲେବ୍ରିଟିମାନଙ୍କୁ ସିମର୍ ମେକ୍‌ଅପ୍‌ ଲୁକ୍‌ରେ ଦେଖିଥିବେ। ବର୍ତ୍ତମାନ ସମୟରେ ‘ରୋଜ୍ ଗୋଲ୍ଡ ଶିମର ଆଇ ମେକଅପ’ ଲୁକ୍ ଟ୍ରେଣ୍ଡିଂରେ ଅଛି। ଏହା ଏକ ଫେଷ୍ଟିଭ ଲୁକ୍। ତେଣୁ ଏହାକୁ ଆପଣ ବାହାଘର, ପୂଜାପାର୍ବଣ ସହ ଅଫିସ୍‌ର ନାଇଟ୍ ପାର୍ଟିରେ ମଧ୍ୟ ନେଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଖୁବ୍‌ କମ୍‌ ସମୟରେ ଆପଣ ସେଲିବ୍ରିଟିଙ୍କ ପରି ପାର୍ଟି ରେଡି ସିମର୍ ଲୁକ୍ ପାଇପାରିବେ ।

Frequent face washing can be harmful
ମୁହଁ ଧୋଇଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନ ହେଲେ ଦେଖାଯିବେ ବୟସ୍କ

ଅନେକ ଲୋକ ମୁହଁ ଧୋଇବା ବେଳେ କିଛି ଭୁଲ କରିଥା’ନ୍ତି, ଯେଉଁଥିପାଇଁ ତ୍ୱଚା ଖରାପ ହୋଇପାରେ। କେବଳ ସେତିକି ନୁହେଁ ସମୟ ପୂର୍ବରୁ ବୟସ୍କ ଦେଖାଯିବାର ଭୟ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍‌ ।

Beauty Tips for lips
କଳା ଓଠକୁ କରନ୍ତୁ ଗୋଲାପୀ, ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣଙ୍କ ଓଠ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ । ଆଜି ଜାଣିବା ଓଠର ପ୍ରାକୃତିକ ରଙ୍ଗ କିପରି ପାଇବା ।