• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Model School In Odisha Which Has Students But No Teacher!
ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ

ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ। ନାମ ଲେଖା ସରିଛି ହେଲେ ଶିକ୍ଷକ ନାହାଁନ୍ତି।

Special Story | Taliban Scales Up Its Armory With US Arsenal
ଆମେରିକାର ଅଚଳ ବିମାନକୁ ଆକାଶରେ ଉଡାଉଛନ୍ତି ତାଲିବାନ ସେନା

ଆକାଶରେ ଆମେରିକା ଯୁଦ୍ଧ ବିମାନ ନେଇ ଉଡ଼ୁଛନ୍ତି ତାଲିବାନୀ। ଅଚଳ ବିମାନକୁ ନିଜସ୍ୱ ଜ୍ଞାନକୌଶଳରେ କରିଛନ୍ତି ସଚଳ।

Special Story | Kuldiha Forest Personnel Toil Hard To Safeguard Wildlife
ଜଙ୍ଗଲ କର୍ମଚାରୀଙ୍କ ଦୁଃଖ କାହାଣୀ, ଟିଙ୍କ ଓ ଜୋକଙ୍କ ସହ ଅଭୟାରଣ୍ୟରେ କଟୁଛି ଦିନରାତି

କାହାକୁ ନାହିଁ ଖାତିର। ଭାଲୁ ହୁଅନ୍ତୁ କି ହାତୀ ପଲ। ବର୍ଷାଦିନେ ଜୋକ, ଆଉ ଖରାଦିନେ ଟିଙ୍କକୁ ବି ନାହିଁ ଡର।

Low Pressure Over Bay Of Bengal Becomes Well-Marked, Yellow Warning For 14 Districts
୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା। ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ଣ୍ଣିଂ।

Special Story | Odisha Divyang Boy Bhim Sa Mimics PM Modi And Odisha CM
ଫୋନରେ କଥା ହେଉଛନ୍ତି ମୋଦି-ନବୀନ ! ଦିବ୍ୟାଙ୍ଗ ଭୀମଙ୍କ ମାଇଣ୍ଡ ବ୍ଲୋଇଂ ମିମିକ୍ରି

ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବାର୍ତ୍ତା ଶୁଣିଛନ୍ତି? ମନେକରନ୍ତୁ ନବୀନ-ଜୀ ଏବଂ ମୋଦୀ-ଜୀଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ଚାଲିଛି।

loan
ବଢିଲା ମୁଣ୍ଡ ପିଛା ଋଣ ଭାର

ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।

corona
ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍

ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍। ରାଜ୍ୟରେ ବଢିଚାଲିଛି ଶିଶୁସଂକ୍ରମଣ,ଚିନ୍ତାରେ ରାଜ୍ୟସରକାର। ଆଜି ଗୋଟିଏ ଦିନରେ ୧୮ ବର୍ଷରୁ କମ୍ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ।

water dispute
ଓଡିଶା ଜଳ ବିବାଦର ହେବ ସମାଧାନ !

ଖୁବ ଶୀଘ୍ର ଓଡିଶାର ସମସ୍ତ ଜଳବିବାଦର୍ ସମାଧାନ ହେବ। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ପହଞ୍ଚି ବିଭିନ୍ନ୍ ଜଳବିଭାଗ ସହ ଆଲୋଚନା କରିଛନ୍ତି।

aiims
ଏମସ୍ ରାଜନୀତି ଥମିବ କେବେ ?

ଏମସ୍ ରାଜନୀତି ଥମିବ କେବେ? ସୁନ୍ଦରଗଡରେ ପୁଣି ତେଜିଲା ଏମ୍‌ସ ରାଜନୀତି । କେନ୍ଦ୍ରସରକାରଙ୍କ ଉଦାସୀନତା ଉପରେ ଉଠିଲାଣି ପ୍ରଶ୍ନ। ୫ ମାସ ଧରି ସରକାର ପଦକ୍ଷେପ ନେଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।

Heavy rains lashed the state for two days
ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା

ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ଧରି ବର୍ଷା, ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ।

Hyderabad
ପରିବାର ବୋଝ ପାଇଁ ଅଟୋ ଚଳାଉଛି ୮ ବର୍ଷର ପିଲା

ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି

 WhatsApp
ବନ୍ଦ ହୋଇଯିବ ହ୍ୱାଟସ୍ଆପ ।

ବନ୍ଦ ହୋଇଯିବ ହ୍ୱାଟସ୍ଆପ । ପୁରୁଣା ସ୍ମାର୍ଟ ଫୋନରେ ଚାଲିବନି ହ୍ୱାଟସ୍ଆପ ।

2 Web Channel Journalists Arrested In ‘Bribery Case’ In Nabarangpur | Odisha
ଶିକ୍ଷକଙ୍କଠୁ ବଟି ମାଗି ୨ ସାମ୍ବାଦିକ ଗିରଫ

ଶିକ୍ଷକଙ୍କଠୁ ୫୦ ହଜାର ବଟି ମାଗି ୨ ସାମ୍ବାଦିକ ଗିରଫ । ଆଉ ଜଣେ ଫେରାର ଥିବା ପୋଲିସର ସୂଚନା ।

BJP Alleges Massive Corruption In Odisha’s CCTV Setups Procurement
ଓକାକ୍ ବିରୋଧରେ ବିଜେପିର ଦୁର୍ନୀତି ଅଭିଯୋଗ

ଓକାକ୍ ବିରୋଧରେ ବିଜେପିର ଦୁର୍ନୀତି ଅଭିଯୋଗ। ଥାନା ପାଇଁ ସିସିଟିଭି ଟେଣ୍ଡରରେ ଅନିୟମିତତା ।

Pramod Bhagat
ପ୍ରମୋଦଙ୍କ ନାଁରେ ବ୍ୟାଡମିଣ୍ଟନ କୋର୍ଟ

ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲ୍ଡେନ ବୟ ପ୍ରମୋଦଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ ।

Special Story | ‘Baba Jalandhar’, A Great Stone Of Northern Alliance & Nightmare Of Taliban
ପଞ୍ଜଶିର ଘାଟିରେ ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ମହାକାଳ ‘ବାବା ଜଲନ୍ଧର’

ନାଁ ଶୁଣିଲେ ଥରହର ତାଲିବାନୀ। ପଞ୍ଜଶିର ମାଟି ମାଡିଲେ ଫେରିବା ମୁସ୍କିଲ୍। ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ମହାକାଳ।

Special Story | Telengana Govt Increases Maternity Leave From 6 Months To 1 Year
ଏଣିକି ୬ ମାସ ନୁହେଁ, ବର୍ଷେ ମିଳିବ Maternity ଛୁଟି

୬ ମାସ ବଦଳରେ ପୂରା ୧ ବର୍ଷ ହେଲା Maternity ଛୁଟି।

Hockey Odisha Slams Govt For Overlooking Game’s Parent Administrative Body In State
ହକି ଓଡ଼ିଶାକୁ ଅଣଦେଖା ଅଭିଯୋଗ

ହକି ଓଡ଼ିଶାକୁ ରାଜ୍ୟ ସରକାରଙ୍କ ଅଣଦେଖା ଅଭିଯୋଗ। ସରକାରଙ୍କ ଉପରେ ବର୍ଷିଲେ ହକି ଓଡ଼ିଶା ସାଧାରଣ ସମ୍ପାଦକ।

Acquaintance Of Odia Para Olympian Pramod Bhagat’s Breaks Down While Speaking About His Success
ପ୍ରମୋଦ ଭଗତଙ୍କ ମେଡାଲ୍ ଦେଖି କୌସିକଙ୍କ ଆଖିରୁ ଝରୁଛି ଲୁହ

ପ୍ରମୋଦ ଭଗତଙ୍କ ସଫଳତାରେ ଏତେ ଖୁସି ଯେ, ନିଜକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ତାଙ୍କ ବନ୍ଧୁ, ବଡ଼ଭାଇ ତଥା ପ୍ରମୋଦଙ୍କ ପିଲାଦିନର ବ୍ୟାଡମିଣ୍ଟନ୍ ସାଥୀ କୌସିକ୍ ମହାକୁର।

Pratidin Live
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

President Ram Nath Kovind Confers 44 Teachers Including Two From Odisha With National Awards
ଗୁରୁ ଦିବସରେ ଶିକ୍ଷକଙ୍କୁ ସମ୍ମାନ

ଦେଶର ୪୪ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଉଛି। ଭର୍ଚୁଆଲ କାର୍ଯ୍ୟକ୍ରମରେ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି।

Bhadrak
ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ

ଦୃଷ୍ଟି ଶକ୍ତି ନାହିଁ । ହେଲେ ସେ ଶିକ୍ଷାର ବିନ୍ଧାଣି । ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ଗଣିତ ହେଉ କି ସାହିତ୍ୟ ଅବା ଇଂରାଜୀ ସବୁ ବିଷୟକୁ ସେ ର୍ନିଭୁଲ ଭାବେ ପଢାଇନ୍ତି । ଶିକ୍ଷକତା ତାଲିମ ନଥିଲେ ବି ପିଲାଙ୍କ ଠାରୁ ପାଠ ଶୁଣିବା ପରେ ସହଜ ଓ ସରଳ ପ୍ରଣାଳୀରେ ବୁଝାଇ ଦେଇଥାନ୍ତି

Sambalpur Woman Donates Hair To Indian Cancer Society
ଲଣ୍ଡା ହୋଇ କେଶ ଦାନ କଲେ ମହିଳା

ସମ୍ବଲପୁର ଗୋପାଳମାଳର ମହିଳାଙ୍କ ମହାନତା। ଲଣ୍ଡା ହୋଇ କ୍ୟାନସର ସୋସାଇଟିକୁ କେଶ ଦାନ କଲେ ମହିଳା।

teachers day
ଏମିତି ଗୁରୁଙ୍କୁ ଶହେ ପ୍ରଣାମ, ଦୃଷ୍ଟିଶକ୍ତି ନାହିଁ, ବାଣ୍ଟୁଛନ୍ତି ଶିକ୍ଷା

ଦୁନିଆ ଦେଖିବାକୁ ତାଙ୍କ ଆଖିରେ ଶକ୍ତି ନାହିଁ। କିନ୍ତୁ ଗୌରବର କଥା ହେଲା, ସେ ଅନ୍ଯକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ। ସେ ହେଲେ ସମସ୍ତଙ୍କର ପ୍ରିୟ ଭାସ୍କର ସାର୍।

Nipah Virus Resurfaces In Kerala | 12-Year-Old Boy Dies In Kozhikode
କେରଳରେ ପୁଣି ନିପହା ଭାଇରସ ଆତଙ୍କ

କେରଳରେ ପୁଣି ନିପହା ଭାଇରସ ଆତଙ୍କ। ସଂକ୍ରମଣରେ ଗଲା ୧୨ ବର୍ଷର ବାଳକଙ୍କ ଜୀବନ। ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ।