ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି କାରଣ ପାଇଁ ୨ ମାସ ସ୍ବତନ୍ତ୍ର ମିଳିବ ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କଣ
ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ ନେଇ ଏବେ ଖୁସି ବ୍ୟକ୍ତ କରିଛନ୍ତି ମାଆ ମାନେ