ନାଁ ଶୁଣିଲେ ଥରହର ତାଲିବାନୀ। ପଞ୍ଜଶିର ମାଟି ମାଡିଲେ ଫେରିବା ମୁସ୍କିଲ୍। ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ମହାକାଳ। ମାସୁଦଙ୍କ ଡାହାଣ ହାତ କୁହାଯାଉଥିବା ଏହି କମାଣ୍ଡରଙ୍କ ନାଁ ଶୁଣିଲେ ତାଲିବାନ ସଂଗଠନରେ କୋକୁଆ ଭୟ। ଜାଣନ୍ତୁ କିଏ ସେ
Published: Sarbeswar
Last updated: 06 September 2021, 03:30 PM IST
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର