Advertisment

ଏମିତି ଗୁରୁଙ୍କୁ ଶହେ ପ୍ରଣାମ, ଦୃଷ୍ଟିଶକ୍ତି ନାହିଁ, ବାଣ୍ଟୁଛନ୍ତି ଶିକ୍ଷା

ଦୁନିଆ ଦେଖିବାକୁ ତାଙ୍କ ଆଖିରେ ଶକ୍ତି ନାହିଁ। କିନ୍ତୁ ଗୌରବର କଥା ହେଲା, ସେ ଅନ୍ଯକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ। ସେ ହେଲେ ସମସ୍ତଙ୍କର ପ୍ରିୟ ଭାସ୍କର ସାର୍।

author-image
Prangyan Parimita
ଅଦ୍ୟତନ ହୋଇଛି

ଦୁନିଆ ଦେଖିବାକୁ ତାଙ୍କ ଆଖିରେ ଶକ୍ତି ନାହିଁ। କିନ୍ତୁ ଗୌରବର କଥା ହେଲା, ସେ ଅନ୍ଯକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ। ସେ ହେଲେ ସମସ୍ତଙ୍କର ପ୍ରିୟ ଭାସ୍କର ସାର୍। ଆଜି ଗୁରୁ ଦିବସରେ ଆସନ୍ତୁ ଥରେ ଭେଟିବା ଶିକ୍ଷାର ଏହି ଦୃଷ୍ଟିହୀନ ବିନ୍ଧାଣୀଙ୍କୁ।

Advertisment
Teacher Teachers Day 2021
Advertisment
Advertisment