Advertisment

ପ୍ରମୋଦ ଭଗତଙ୍କ ମେଡାଲ୍ ଦେଖି କୌସିକଙ୍କ ଆଖିରୁ ଝରୁଛି ଲୁହ

ପ୍ରମୋଦ ଭଗତଙ୍କ ସଫଳତାରେ ଏତେ ଖୁସି ଯେ, ନିଜକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ତାଙ୍କ ବନ୍ଧୁ, ବଡ଼ଭାଇ ତଥା ପ୍ରମୋଦଙ୍କ ପିଲାଦିନର ବ୍ୟାଡମିଣ୍ଟନ୍ ସାଥୀ କୌସିକ୍ ମହାକୁର।

author-image
Sarbeswar
ଅଦ୍ୟତନ ହୋଇଛି

ପ୍ରମୋଦ ଭଗତଙ୍କ ସଫଳତାରେ ଏତେ ଖୁସି ଯେ, ନିଜକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ତାଙ୍କ ବନ୍ଧୁ, ବଡ଼ଭାଇ ତଥା ପ୍ରମୋଦଙ୍କ ପିଲାଦିନର ବ୍ୟାଡମିଣ୍ଟନ୍ ସାଥୀ କୌସିକ୍ ମହାକୁର। ଇଏ ହିଁ ପ୍ରଥମେ ପ୍ରମୋଦଙ୍କୁ ପ୍ରୋତ୍ସାହିତ କରିଥିଲେ ଖେଳ ପାଇଁ। ଆଉ ଆଜି ଯେତେବେଳେ ପ୍ରମୋଦ ସୁନାର ମୁକୁଟ ପାଇଲେ କୌସିକ୍ ଏତେ ଖୁସି ଯେ, କାନ୍ଦି ପକାଉଛନ୍ତି। କିଛି କହି ପାରୁନାହାନ୍ତି।

Advertisment
India
Advertisment
Advertisment