Hyderabad
୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏପରି ଦୃଶ୍ୟ ସେଦିନ ଚନ୍ଦ୍ରଗିରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଚକିତ କରିଥିଲା । ସେ ଗାଡ଼ି ଅଟକାଇ ପିଲାଟିକୁ ପଚାରିଥିଲେ। ପିଲାଟି ନିଜ ଜୀବନ ସଂଘର୍ଷର ଯେଉଁ କାହାଣୀ କହିଥିଲା ଆଖିରେ ଲୁହ ଆସି ଯିବା ପରି ଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)