• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tokyo Paralympics 2021

Pramod Bhagat
ପ୍ରମୋଦଙ୍କ ନାଁରେ ବ୍ୟାଡମିଣ୍ଟନ କୋର୍ଟ

ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲ୍ଡେନ ବୟ ପ୍ରମୋଦଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ ।

closing ceremony
ପ୍ରମୋଦ ଭଗତଙ୍କ ନାଁରେ ହେଲା ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ

ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।

pramod bhagat's coach
ଗୁରୁଦିବସ ଭେଟି ଦେଲେ ପ୍ରମୋଦ

ଟୋକିଓରେ ଥାଇ ଗୁରୁଙ୍କୁ କନ୍ଦେଇଦେଲେ ପ୍ରମୋଦ ଭଗତ। ପ୍ରତିଟି ସେକେଣ୍ଡ୍ କୁ ଜଗି ବସିଥିଲେ ପ୍ରମୋଦ ଭଗତଙ୍କ କୋଚ୍ ଶିବପ୍ରସାଦ। ଆଉ ଯେତେବେଳେ ପ୍ରମୋଦ ପ୍ରଥମ ଓଡ଼ିଆ ପାରାଅଲିମ୍ପିଆନ୍ ଭେବେ ସ୍ୱର୍ଣ୍ଣପଦକ ହାସଲ କଲେ ଶିବପ୍ରସାଦ କାନ୍ଦି ପକାଇଲେ।

pramod bhagat
ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ୍

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ। ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଜିତିଲେ। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି।

Tokyo Paralympics
ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ଟି ପଦକ

ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ଟି ପଦକ। ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ ପଦକ।

Shooter Avani Lekhara Becomes First Indian Woman To Win Gold At Paralympics
ପାରା ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ । ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅବନୀ ଲେଖରା । ୧୦ ମିଟର ଏୟାର ରାଇଫଲରେ ସେ ଏହି ସଫଳତା ପାଇଛନ୍ତି ।

Tokyo Paralympics 2021
ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଲେ ଭାବିନା

ଭାରତ ପାଇଁ ଗର୍ବ ଆଣିଲେ ଭାବିନା। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଛନ୍ତି ଭାବିନା ପଟେଲ। ଟେବୁଲ ଟେନିସ୍‌ରେ ଭାବିନାଙ୍କୁ ମିଳିଛି ସିଲଭର। ପାରାଲିମ୍ପିକ୍ସ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ। ଆଜି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ। ତେବେ ଚୀନର ଖେଳାଳୀ ଭାବିନାଙ୍କୁ ୩-୦ ସେଟ୍‌ରେ ପରାଜୟ କରିଛନ୍ତି। କିନ୍ତୁ ଉନ୍ନତମାନର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି

Tokyo Paralympics
ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରାଅଲିମ୍ପିକ୍ସ

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ । ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଟୋକିଓ ପାରାଅଲିମ୍ପିକ୍ସର ଉଦଘାଟନ ଉତ୍ସବରେ ତ୍ରିରଙ୍ଗା ଧରିବେ ।

India at Tokyo Paralympics 2021
ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି ।