Advertisment

ବନ୍ଦ ହୋଇଯିବ ହ୍ୱାଟସ୍ଆପ ।

ବନ୍ଦ ହୋଇଯିବ ହ୍ୱାଟସ୍ଆପ । ପୁରୁଣା ସ୍ମାର୍ଟ ଫୋନରେ ଚାଲିବନି ହ୍ୱାଟସ୍ଆପ ।

author-image
Sarbeswar
ଅଦ୍ୟତନ ହୋଇଛି

ବନ୍ଦ ହୋଇଯିବ ହ୍ୱାଟସ୍ଆପ । ପୁରୁଣା ସ୍ମାର୍ଟ ଫୋନରେ ଚାଲିବନି ହ୍ୱାଟସ୍ଆପ । ନଭେମ୍ୱର ୧ ତାରିଖଠାରୁ କାମ କରିବାନି ହ୍ୱାଟସ୍ଆପ । ତାଲିକାରେ ୪୩ ଟି ସ୍ମାର୍ଟ ଫୋନରେ ଆଉ କାମ କରିବନାହିଁ ହ୍ୱାଟସ୍ଆପ । ଚିନ୍ତାରେ ଏବେ ହ୍ୱାଟସ୍ଆପ ୟୁଜର୍ସ । 

Advertisment
WhatsApp Smartphones
Advertisment
Advertisment