Advertisment

ପ୍ରମୋଦଙ୍କ ନାଁରେ ବ୍ୟାଡମିଣ୍ଟନ କୋର୍ଟ

ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲ୍ଡେନ ବୟ ପ୍ରମୋଦଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ ।

author-image
Sarbeswar
ଅଦ୍ୟତନ ହୋଇଛି

ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲ୍ଡେନ ବୟ ପ୍ରମୋଦଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ । ଉଡ଼ାଣର ଗୋଟିଏ କୋର୍ଟ ପ୍ରମୋଦଙ୍କ ନାଁରେ ନାମିତ ହେଲା । ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଉତ୍ସର୍ଗ ହେଲା ଏହି କୋର୍ଟ

Advertisment
Pramod Bhagat Tokyo Paralympics 2021
Advertisment
Advertisment