ବଲିଉଡ୍ର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଯଦି କେହି ଚାପୁଡ଼ା ମାରନ୍ତି କିମ୍ବା ତାଙ୍କ ଉପରେ ଛେପ ପକାନ୍ତି, ତା’ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ଆଗ୍ରାର ଏକ ହିନ୍ଦୁ ସଂଗଠନ ଘୋଷଣା କରିଛି।
ପରିସ୍ଥିତି ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହା କରିବାକୁ ଅନ୍ୟମାନେ ଶହେ ଥର ଚିନ୍ତା କରିବେ।
‘ଗଦର ୨’ ରିଲିଜ୍ ହୋଇଛି। ଏହା ଅକ୍ଷୟ କୁମାରଙ୍କ ଅଭିନୀତ ‘OMG 2’ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ‘ଗଦର ୨’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ଦେଖିବାକୁ ଯିବା ପୂର୍ବରୁ ଆସନ୍ତୁ ଜାଣିନେବା କିପରି ହୋଇଛି ଗଦର ୨ ।
ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ୨୦୦୧ରେ ରିଲିଜ୍ ହୋଇଥିବା ଗଦରକୁ ପୁଣି ଥରେ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।
ନେଲ୍ସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ 'ଜେଲର' ଏକ ମନୋରଂଜନ ଧର୍ମୀ-ଆକ୍ସନ୍ ପ୍ୟାକ୍ରେ ଭରପୂର ସିନେମା। ଏଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ଦେଖାଦେଇଛନ୍ତି।
ଆନୁଷ୍ଠାନିକ ଭାବରେ 'ଡନ୍' ଫ୍ରାଞ୍ଚାଇଜ୍ର୍ ‘ଡନ୍-୩’ ଘୋଷଣା ହୋଇଛି। ତେବେ ଏଥର ଶାହରୁଖ ଖାନ କି ଅମିତାଭ ବଚ୍ଚନ ଦର୍ଶକଙ୍କ ମଧ୍ୟରେ 'ଡନ୍' ହେଇ ଆସିବେ ନାହିଁ। ଏହି ଫିଲ୍ମ ପାଇଁ ନୂଆ 'ଡନ୍' ପରଦାକୁ ଆସିବେ….
ଫିଲ୍ମ 'ଜେଲର’କୁ ନେଇ ଲୋକଙ୍କ ଭିତରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳୁଛି, ଲାଗୁଛି ପ୍ରଥମ ଦିନରୁ ହିଁ ଫିଲ୍ମ ଧମାଲ୍ କରିବ। ଲୋକେ ଏତେ ଉତ୍ସାହିତ ହୋଇପଡିଛନ୍ତି ଯେ ଗୋଟିଏ ଟିକେଟ୍କୁ ୫ ହଜାର ଟଙ୍କା ଦେଇ କିଣିବାକୁ ବି ପଛଘୁଞ୍ଚା ଦେଉ ନାହାନ୍ତି।
ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ସେ ସିକ୍ସପ୍ୟାକ୍ ଆବ୍ସ ବାଲା ଅଭିନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଅଭିନେତାମାନେ ନିଜ ଶରୀରର ଲୋମ ଶେଭ୍ କରିଦେଉଛନ୍ତି, ଫଳରେ ସେମାନେ ଝିଅପିଲାଙ୍କ ଭଳି ଦିଶୁଛନ୍ତି।
ଇତିହାସରେ ଏମିତି ଅନେକ ଘଟଣା ଘଟିଛି ଯାହାକି ନାରୀଟିଏ ନିଜର ଆତ୍ମସମ୍ମାନ ଏବଂ ସ୍ୱାଭିମାନ ପାଇଁ ନିଜକୁ ସୁଦୃଢ କରି ଛିଡା ହେବାର ସାହସ ଦେଖେଇଛି। ସେ ଭିତରୁ ଫାତିମା ବେଗମ ଜଣେ। ସ୍ୱାମୀ କରିଦେଲେ ପର। ଆରମ୍ଭ ହେଲା ସଂଘର୍ଷ। ହେଇଗଲେ ପ୍ରଥମ ନାରୀ ଅଭିନେତ୍ରୀ ଓ ନିର୍ଦ୍ଦେଶିକା। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି ।
କେଉଁ ଦିନ ଜୀବନର ଶେଷ ଦିନ ଆଉ ଶେଷ ରାତି ହେବ କିଏ କହିବ । ଆଜି ହସଖୁସିରେ ଫାଟି ପଡ଼ୁଥିବା ପରିବାରରେ ହୁଏତ କାଲି କାନ୍ଦବୋବାଳି ପଡ଼ିବ । କନ୍ନଡ଼ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସହ ଏପରି ହୋଇଛି । ହୃତଘାତରେ ତାଙ୍କ ସ୍ତ୍ରୀ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ।
ଟାଇଗର୍ ଶ୍ରଫ୍ଙ୍କ ସହ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ଟାଇଗର ଏବେ ସେମିତି ସିଙ୍ଗଲ ଥିବାବେଳେ ଦିଶା କିନ୍ତୁ ନୂଆ ପ୍ରେମିକ ଖୋଜି ନେଇଛନ୍ତି। ଜାଣିଛନ୍ତି ସେ କିଏ…
ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଗର୍ଭବତୀ ହେବାର ଖବର ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ସେ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଏବଂ ସ୍ପେଶାଲ ନାଁ ମଧ୍ୟ କହିଛନ୍ତି।
ସେ ଜଣେ ରିକ୍ସାବାଲା ହେଉ କି ଜଣେ ମାଲିକ, ସେ ଜଣେ ପିଅନ ହେଉ କି ଆଇଏଏସ୍ ଅଫିସର ନିଜ ସୁଖ ଦୁଃଖକୁ ବାଣ୍ଟିବା ନେଇ ଜଣେ ଭଲ ବନ୍ଧୁ ଦରକାର କରନ୍ତି। ଏଥିରୁ ସିନେମା ଶିଳ୍ପ ବା ବଞ୍ଚିବ କିପରି। ଆମେ ପ୍ରାୟତଃ ଅନେକ ବଲିଉଡ୍ ଅଭିନେତ୍ରୀଙ୍କୁ ପ୍ରକୃତ ବନ୍ଧୁ ପରି ପରସ୍ପରକୁ ସମର୍ଥନ କରୁଥିବା ଦେଖୁ।
୨୦୦୧ରେ ମୁକ୍ତିଲାଭ କରିଥିବା ‘ଗଦର’ ଭଳି ଏହା ମଧ୍ୟ ଏହାର ଉଦଘାଟନୀ ଦିନରେ ବକ୍ସ ଅଫିସରେ ଧମାଲ କରିବ। ଏଭଳି ପରିସ୍ଥିତିରେ ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଜଣାପଡିଛି ଯେ ଫିଲ୍ମ ପ୍ରଥମ ଦିନ ପାଇଁ ୩୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିସାରିଛି।
୭୦ ଏବଂ ୮୦ ଦଶକରେ ସୁପରଷ୍ଟାର କମଲ ହାସନଙ୍କ ଅନେକ ଫିଲ୍ମରେ ସହଅଭିନେତା ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ତାମିଲ ଅଭିନେତା ମୋହନ ଏହି ଦୁନିଆରେ ଆଉ ନାହାଁନ୍ତି। ରହସ୍ୟମୟ ପରିସ୍ଥିତିରେ ୬୦ ବର୍ଷୀୟ ଅଭିନେତାଙ୍କର ଦେହାନ୍ତ ହୋଇଛି।
ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଚଳିତ ବର୍ଷ ଭାଇଜାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କାରଣ ଚଳିତ ବର୍ଷ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବରରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ ଏକ ମାସରୁ ଅଧିକ ସମୟ ଧରି ଚାଲିବ।
ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।
'ଜେଲର' ରିଲିଜ୍କୁ ନେଇ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି। ରଜନୀକାନ୍ତ ମଧ୍ୟ ଏହି ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ପରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଛି। ହେଲେ କାହିଁକି…
ଅସହ୍ୟ ହେଲା ଋଣ ବୋଝ...ଶେଷରେ ଫାଶୀ ଲଗାଇ ଜୀବନ ହାରିଦେଲେ...
ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।
ଅଗଷ୍ଟ ୯ରେ ଥିଲା ନିତିନଙ୍କ ଜନ୍ମଦିନ..ହେଲେ ଜନ୍ମଦିନ ପାଳନ ପୂର୍ବରୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।
୨୦୦୨ରୁ ୨୦୦୭ ସଲମାନଙ୍କ ପାଇଁ ବହୁତ ଅଶୁଭ ଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।
ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।
ବର୍ଷାଙ୍କୁ ଛାଡ଼ପତ୍ର ମାମଲାରେ ଚୂଡ଼ାନ୍ତ ଜେରା ଆରମ୍ଭ କରାଯାଇଛି । ପୂର୍ବରୁ ବର୍ଷାଙ୍କ ଜେରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।