• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Parineeti Chopra

Parineeti chopra revealed his planning about joining politics
ରାଘବ ଚଢାଙ୍କୁ ବିବାହ ପରେ ରାଜନୀତିରେ ଏଣ୍ଟ୍ରୀ କରିବେ କି ପରିଣୀତି…

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍‌ କରି ସେମାନଙ୍କର ଦାମ୍ପତ୍ୟ ଜୀବନର ଝଲକ ଜାରି ରଖିଛନ୍ତି। ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୟରୁ ରାଜନୀତିରେ ଯୋଗଦେବାକୁ ନେଇ ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି।

Parineeti Chopra blushes after papparazi ask, ‘Jiju kaise hai?’
ଜିଜୁ କୈସେ ହେଁ..? ଲାଜେଇ ଗଲେ ପରିଣୀତି

ନବବିବାହିତା ପରିଣୀତି ଚୋପ୍ରାଙ୍କ ଲାଜ ଲାଜ ହସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି..

akshay kumar surprises parineeti chopra keemti gift
ପରିଣୀତିଙ୍କ ବିବାହ ପରେ ଅକ୍ଷୟ ଦେଲେ ଏମିତି ଫଟୋ; ଭରିଗଲା ଅଭିନେତ୍ରୀଙ୍କ ଆଖିରେ ପ୍ରେମ

ପରିଣୀତିଙ୍କ ବିବାହ ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ୍ ରେସ୍‌କ୍ୟୁ ଅଫ୍ ଇଣ୍ଡିଆ’ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ସେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ।

Parineeti Chopra, Raghav Chadha wedding:
ଦୁଇ ଲକ୍ଷ ରୋଜଗାର, ମଣ୍ଡପ ଖର୍ଚ୍ଚ ୧୦ଲକ୍ଷ !

ଗୋଟିଏ ପରେ ଗୋଟିଏ ଫଟୋ ଅପଲୋଡ କରୁଛନ୍ତି ରାଘବ-ପରିଣିତି । ଏହାରି ଭିତରେ ୱେଡିଂ ଭେନ୍ୟୁକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ରାଘବ । ସାଂସଦ ରାଘବଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ ।

Parineeti Chopra & Raghav Chadha Wedding Pics
ପତିପତ୍ନୀ ପାଲଟିଲେ ରାଗ୍-ନୀତି ଯୋଡ଼ି; ଲୀଲା ପ୍ୟାଲେସରେ ପଡ଼ିଲା ହାତଗଣ୍ଠି

ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ୍ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଆପ୍ ନେତା ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକରେ, ଡିଜାଇନର୍ ମନୀଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି । ମେ ୧୩ ତାରିଖରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା ।

when parineeti chopra was going to school by cycle boys used to pull her skirt
ସ୍କୁଲ୍ ସମୟରେ ପୁଅମାନଙ୍କ ଦ୍ୱାରା ଏମିତି ନିର୍ଯାତନାର ଶିକାର ହୋଇଥିଲେ ପରିଣୀତି ଚୋପ୍ରା

ଆଜି ପରିଣୀତି ଚୋପ୍ରା ବଲିଉଡର ଏକ ନାଁକରା ଅଭିନେତ୍ରୀ। ତାଙ୍କୁ ଆଜି ସମସ୍ତେ ସମ୍ମାନ ଦେଉଛନ୍ତି। କିନ୍ତୁ ସ୍କୁଲ୍‌ରେ ପଢିବା ବେଳେ ପୁଅମାନେ ତାଙ୍କୁ ହଇରାଣ କରୁଥିଲେ। ଏମିତି କି ତାଙ୍କ ସ୍କର୍ଟ ମଧ୍ୟ ଉଠାଇବାକୁ ଚେଷ୍ଟା କରିଥିଲେ। ଜାଣନ୍ତୁ ପୂରା ଘଟଣା।

parineeti chopra and raghav chadha mehendi ceremony today
ପରିଣୀତି ଏବଂ ରାଘବଙ୍କ ବିବାହ ପ୍ରସ୍ତୁତି; ଆଜି ମେହେନ୍ଦି

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଧୂମ୍‌ଧାମ୍‌ରେ ହେବ ବିବାହ। ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ।

Parineeti chopra told why she chose aap  mp raghav chadda
ପରିଣୀତି କହିଲେ ସେ କାହିଁକି ବାଛିଲେ ରାଘବ ଚଢାଙ୍କୁ; ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ପରିଣୀତି ଓ ରାଘବଙ୍କୁ ବାରମ୍ଭାର ଏକାଠି ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଯାଇଥିଲେ ଯେ ଦୁହିଁଙ୍କ ମଧ୍ୟରେ କିଛି ଅଛି। ଶେଷରେ ଏହି ଅପେକ୍ଷାର ଶେଷ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ତେବେ ପରିଣୀତି ରାଘବଙ୍କୁ କାହିଁକି ଜୀବନସାଥୀ ଭାବେ ବାଛିଲେ…

Raghav chadha kisses parineeti chopra as she sings at engagement ceremony
ପରିଣୀତି ଚୋପ୍ରାଙ୍କୁ ଚୁମ୍ବନ ଦେଲେ ରାଘବ ଚଢା; ଭାଇରାଲ୍‌ ହେଲା ଭିଡିଓ

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନିର୍ବନ୍ଧ ହୋଇଯାଇଛି। ଏହି ଅବସରରେ ଉଭୟଙ୍କ ଭଲପାଇବା ଦେଖିବାକୁ ମିଳିଛି। ରାଘବଙ୍କ ପାଇଁ ପରିଣୀତି ଯେତେବେଳେ ଗୀତ ଗାଇଲେ ରାଘବ ନିଜକୁ ରୋକି ନ ପାରି ତାଙ୍କୁ ଚୁମ୍ବନ ଦେଇଦେଲେ। ଦେଖନ୍ତୁ ଏହି ଭାଇରାଲ୍‌ ଭିଡିଓ।

Parineeti chopra and aap leader raghav chadha getting engaged on may 13
ପରିଣୀତି –ରାଘବଙ୍କ ନୂଆ ଖବର; ଏହିଦିନ ରିଙ୍ଗ୍‌ ସେରେମନୀ, ଏହିଦିନ ବିବାହ

ପରିଣୀତି ଚୋପ୍ରା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ରାଘବ ଏବଂ ପରିଣୀତି ଏହି ଦିନ ପରସ୍ପରଙ୍କୁ ମୁଦି ପିନ୍ଧେଇବେ। ଜାଣନ୍ତୁ କେବେ ହେବ ବିବାହ।

Parineeti chopra engaged with raghav chaddha
ହେଇଗଲା ପରିଣୀତି ଚୋପ୍ରାଙ୍କ ସହ ରାଘବଙ୍କ ନିର୍ବନ୍ଧ; ଜାଣନ୍ତୁ କେବେ ବିବାହ

ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍‌ଢାଙ୍କ ଡେଟିଂ ଖବର ଖୁବ୍ ଚର୍ଚ୍ଚାରେ ଥିଲା ଆଉ ସେମାନେ ନିଶ୍ଚିତ ବିବାହ କରିବେ ବୋଲି ବିଶ୍ୱାସ ମଧ୍ୟ କରାଯାଉଥିଲା। ବର୍ତ୍ତମାନ ଉଭୟଙ୍କ ନିର୍ବନ୍ଧ ହୋଇଯାଇଛି। କେବେ ବିବାହ କରିବେ ଜାଣନ୍ତୁ…

Raghav chadha parineeti chopra roka to take place soon
AAP ସାଂସଦଙ୍କୁ ବିବାହ କରିବେ ପରିଣୀତି ଚୋପ୍ରା!

ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ପରିଣୀତି ସବୁବେଳେ ଚର୍ଚ୍ଚାରୁ ଦୂରେଇ ରହୁଥିବା ବେଳେ ସେ AAP ସାଂସଦ ରାଘବ ଚଡ୍‌ଢାଙ୍କ ସହ ଦେଖାହେବା ପରଠାରୁ ତାଙ୍କ ଡେଟିଂ ଗୁଜବ ଉଡିବାରେ ଲାଗିଛି।

Parineeti Chopra swiming with fishes
ଜଳପରୀ ସାଜିଲେ ପରିଣୀତି; ମାଛଙ୍କ ସହ ପହଁରିଲେ

ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ମାଲଦ୍ୱୀପରେ ଛୁଟି କାଟୁଛନ୍ତି ସବୁଠାରୁ ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ପରିଣୀତି ଚୋପ୍ରା। ସେ ସେଠାରୁ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ଚାଲିଛନ୍ତି। କେଉଁଠି ସେ ବୋଲ୍ଡ ଲାଗୁଛନ୍ତି ତ ପୁଣି କେଉଁଠି ସେକ୍ସୀ। ଏବେ ଏହି ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସମୁଦ୍ର ଭିତରେ ମାଛମାନଙ୍କ ସହିତ ପହଁରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ପରିଣୀତିଙ୍କର ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ଦେଖାଯାଏ।