‘ରାକ୍ଷୀଙ୍କ ପାଇଁ ୨୦୧୮ରୁ ଆଜି ଯାଏଁ ମୁଁ ମାନସିକ ଆଘାତ ପାଇଆସିଛି । ସେ ମୋ ନାଁରେ ଖରାପ କଥା କହି ମୋ ଇଜ୍ଜତ ସାରିଛନ୍ତି । ଯାହାକୁ ମୁଁ ଭୁଲି ପାରୁନି । ସେ ମତେ ମାନସିକ ଆଘାତ ଦେବା ସହ ମୋ କ୍ୟାରିୟର ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ’ ।