• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Navaratri

Navratri maha navami hubh muhurat and puja vidhi
Maha Navami: ମହାନବମୀରେ କେଉଁ ଦେବୀଙ୍କୁ କିପରି କରାଯାଏ ପୂଜା

ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।

How Goddess Parvati became Mahagouri
Maha Ashtami: ଦେବୀ ପାର୍ବତୀ କିପରି ହେଲେ ମହାଗୌରୀ

ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଦେବୀ ମହାଗୌରୀଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ପାପ ନାଶହୁଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଜାଣନ୍ତୁ ଦେବୀ କିପରି ହେଲେ ମହାଗୌରୀ।

Why are Durga idols made of clay in brothels
Maha Saptami: ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା କଲେ ମିଳେ ବ୍ରତର ଫଳ

ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…

dhvani bhanushali sings garba penned pm narendra modi
ଗୀତିକାର ହେଇଗଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଣନ୍ତୁ, ଆପଣ ବି କହିବେ ବାଃ... ବାଃ...

ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଦ୍ୱାରା ଲିଖିତ ଗରବା ଗୀତ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଏହାକୁ ଦେଖି ସମସ୍ତେ କରୁଛନ୍ତି ବାଃ ବାଃ।

Why mahalaya is celebrating
ପିତୃଗଣଙ୍କୁ ସନ୍ତୁଷ୍ଟିର ପର୍ବ ମହାଳୟା; ଜାଣନ୍ତୁ କ’ଣ କହୁଛି କିମ୍ବଦନ୍ତୀ

ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।