• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Navaratri

Shardiya Navratri Day 7 Maa Kalratri Puja
Navratri 2024: ଆଜି ମା’ କାଳରାତ୍ରୀ ପୂଜା; ଜାଣନ୍ତୁ କାହିଁକି ଜନ୍ମ ନେଲେ ଦେବୀ

ସମସ୍ତ ମନ୍ଦ ଶକ୍ତିକୁ ନିଜ ପାଖରୁ ଦୂରେଇ ରଖିବା ନେଇ ନବରାତ୍ରୀର ସପ୍ତମ ଦିନରେ ଦେବୀ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଜାଣନ୍ତୁ ଦେବୀଙ୍କ ରୂପ କିପରି…

Shardiya navratri 2024 day 6 maa katyayani puja
Navratri 2024: ଏମିତି କରନ୍ତୁ କାତ୍ୟାୟନୀଙ୍କ ପୂଜା; ମିଳିଯିବ ଉତ୍ତମ ଜୀବନସାଥୀ

ସାରା ଭାରତରେ ଏବେ ପୂଜାର ମାହୋଲ୍। ଚାଲିଛି ମା’ଙ୍କ ନବରାତ୍ରୀ ପୂଜା। ୩ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ନବରାତ୍ରୀରେ ଦେବୀ ଦୂର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରାଯାଉଛି। ଆଜି ହେଉଛି ଷଷ୍ଠ ଦିନ। ଏହି ଦିନ ମା’ଙ୍କ ଆଶୀର୍ବାଦ ସହିତ ଦାମ୍ପତ୍ୟ ଜୀବନ ସୁଖୀକୁ ଖୁସି କରିବା ନେଇ ଶ୍ରଦ୍ଧାଳୁ ଭକ୍ତ ଦେବୀଙ୍କ କାତ୍ୟାୟନୀଙ୍କ ରୂପକୁ ପୂଜା କରନ୍ତି।

When durga puja started in odisha first and who started it
Durga Puja 2024: ବଙ୍ଗଳାର ଏହି ମହାପୁରୁଷ ଓଡ଼ିଶାରେ ଆରମ୍ଭ କରିଥିଲେ ଦୁର୍ଗାପୂଜା; ଜାଣନ୍ତୁ ସେ କିଏ…

ଐତିହାସିକ ଉଦାହରଣରୁ ଜାଣିବାକୁ ମିଳେ ଯେ, ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ। ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ।

Why and when did Durga Puja begin; Who started it
Durga Puja 2024: କାହିଁକି ଓ କେବେ ଆରମ୍ଭ ହେଲା ଦୁର୍ଗାପୂଜା; କିଏ ଏହାକୁ କରିଥିଲେ ଆରମ୍ଭ

ମା’ ଦୁର୍ଗା କେଉଁଠି ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

Today is the second day of Navaratri
Navratri 2024: ଆଜି ନବରାତ୍ରୀର ଦ୍ୱିତୀୟ ଦିନ; ଜାଣନ୍ତୁ କେଉଁ ଦେବୀଙ୍କୁ, କିପରି କରିବେ ପୂଜା

ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ଆଜି ନବରାତ୍ରୀର ଦ୍ୱିତୀୟ ଦିନ ହୋଇଥିବାରୁ ଶ୍ରଦ୍ଧାଳିମାନେ ଦେବୀଙ୍କ ବ୍ରହ୍ମଚାରିଣୀ ରୂପକୁ ଆରାଧନା କରିବାର ବିଧି ରହିଛି।

Navratri maha navami hubh muhurat and puja vidhi
Maha Navami: ମହାନବମୀରେ କେଉଁ ଦେବୀଙ୍କୁ କିପରି କରାଯାଏ ପୂଜା

ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।

How Goddess Parvati became Mahagouri
Maha Ashtami: ଦେବୀ ପାର୍ବତୀ କିପରି ହେଲେ ମହାଗୌରୀ

ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଦେବୀ ମହାଗୌରୀଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ପାପ ନାଶହୁଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଜାଣନ୍ତୁ ଦେବୀ କିପରି ହେଲେ ମହାଗୌରୀ।

Why are Durga idols made of clay in brothels
Maha Saptami: ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା କଲେ ମିଳେ ବ୍ରତର ଫଳ

ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…

dhvani bhanushali sings garba penned pm narendra modi
ଗୀତିକାର ହେଇଗଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଣନ୍ତୁ, ଆପଣ ବି କହିବେ ବାଃ... ବାଃ...

ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଦ୍ୱାରା ଲିଖିତ ଗରବା ଗୀତ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଏହାକୁ ଦେଖି ସମସ୍ତେ କରୁଛନ୍ତି ବାଃ ବାଃ।

Why mahalaya is celebrating
ପିତୃଗଣଙ୍କୁ ସନ୍ତୁଷ୍ଟିର ପର୍ବ ମହାଳୟା; ଜାଣନ୍ତୁ କ’ଣ କହୁଛି କିମ୍ବଦନ୍ତୀ

ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।