ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।
ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।
୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।
ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ ।
ଦୁର୍ଘଟଣା ଘଟାଇ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।
ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।
ଏହିସବୁ ବେଆଇନ୍ ଲୋନ୍ ଆପ୍କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।
ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଘର ଥିଲା । ଆଜି ପୋଲିସ ପ୍ରଶାସନ ଆସି ବୁଲ୍ଡୋଜରରେ ଭାଙ୍ଗିଲା ଘର ।
କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି ।
ଏକତରଫା ଫ୍ରେମ ପାଇଁ ଆଶିଷ ଓଝାଙ୍କୁ କରାଯାଇଥିଲା ହତ୍ୟା
ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।
ରାସ୍ତାରେ ଘୋଷାରି ଘୋଷାରି ଉଠାଇ ନେଲା ପୋଲିସ୍
ଟାର୍ଗେଟରେ ଥିଲା ଗାଁ ବାହାରେ ଥିବା ମନ୍ଦିର
ଥଳକୂଳ ନପାଇ ମନସ୍ତତ୍ୱବିତଙ୍କ ସହଯୋଗ ନେଲା ତଦନ୍ତକାରୀ ଟିମ୍
କଙ୍ଗାରୁ କୋର୍ଟରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ
ସାତ ଜନମର ସାଥୀ ହେବା ପାଇଁ ଘରକୁ ଆଣିଥିଲେ। ହେଲେ ଏଇ ଜନମରେ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ।
ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ ।
ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ।
ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।
ମନ୍ଦିର ତୁଲ୍ୟ ସ୍କୁଲ ଭିତରେ ପଶି ଆତଙ୍କ ଖେଳାଇଥିବା ଏହି ବ୍ୟକ୍ତି ଜଣକ ନାଁ ହେଉଛି ଆକବର । ସେ ଖଣ୍ଡା ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ଝିଅର ସ୍କୁଲ ୟୁନିଫର୍ମ ବିଷୟରେ ପଚାରିବା ସହ ଧମକ ମଧ୍ୟ ଦେଇଛି ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୮ ଜଣଙ୍କ ନାଁରେ ଚାନ୍ଦବାଲି JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି ।
ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ।
ଅଫିସିଆଲ ସିକ୍ରେଟ ଆକ୍ଟ ଲାଗିଲେ କେନ୍ଦ୍ରରୁ ପ୍ରସିକ୍ୟୁସନ ସାଙ୍କସନ୍ ଆଣିବା କଥା କିନ୍ତୁ...
ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି ।