ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା ।
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।
ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଲୁଟ୍ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍। ମନମୁଣ୍ଡା ପୋଲିସ୍ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।
ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ?
ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା ।
ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି ।
ସାବଧାନ ! ଅନଲାଇନ୍ରେ କଲ୍ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍ ରିସିଭ୍ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।
ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ।
ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ।
ବଡବଡିଆଙ୍କୁ କେମିତି ଫାଶରେ ପକାଇ କୋଟି କୋଟି ଡିଲ୍ କରୁଥିଲେ ଅର୍ଚ୍ଚନା?
ଗୁମର ଫିଟାଇଲା ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଏତଲା । ୩ କୋଟି ଟଙ୍କା ମାଗି ହତ୍ୟା ଧମକ ବି ଦେଇଥିଲା ଅର୍ଚ୍ଚନା ।
ପ୍ରେମ କାହାକୁ ଜୀବନ ଦିଏ ତ କାହାର ଜୀବନ ନେଇଯାଏ । ଏପରି ଜଣେ ଯୁବକ ପ୍ରେମ ପାଇଁ ଜୀବନ ହାରି ଦେଇଛନ୍ତି ।
ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।
ବଲାଙ୍ଗିର ବନ୍ଧପଡା ଫାଣ୍ଡି କରୁଆଝର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ବ୍ଲାକ୍ମେଲିଂ ଅଭିଯୋଗ ଆଣି ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଥାନାରେ ଏତଲା ଦେଇଥିଲେ। ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ।
ଚାକିରି ଦେବା ନାଁରେ ଠକୁଥିବା ଜଣେ ନକଲି ପୋଲିସ୍ ଅଫିସର୍ଙ୍କୁ ପୋଲିସ୍ ଗିରଫ କରିଛି। ପୋଲିସ୍ ବିଭାଗରେ ଚାକିରି ଦେବାର ଲୋଭ ଦେଖାଇ ସୁଜିତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା । ନିଇତି ସାମ୍ନାକୁ ଆସୁଛି ପାଓ୍ୱାରଫୁଲ୍ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଚାଞ୍ଚଲ୍ୟକର କାହାଣୀ । କ୍ୟାପିଟାଲ୍ରେ କଳାଧନ୍ଧା କନେକ୍ସନର ଫିଟୁଛି ଗୁମର । ସୁଦୂର କଳାହାଣ୍ଡି କେସିଙ୍ଗାରୁ ଆସି ମାତ୍ର ବର୍ଷ କେଇଟାରେ ତିଆରି କରିଥିବା ଗୋଲାପୀ ସାମ୍ରାଜ୍ୟର ଖୋଲୁଛି ସତ ।
ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ ।
କୋହ ଭରା କଣ୍ଠରେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା । ସବୁ କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’
ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।
ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ଦାବି ଉଠିଛି।