• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Shraddha murder Case
ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାରେ ପୋଲିସକୁ ମିଳିଲା ସିସିଟିଭି ଫୁଟେଜ

ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି। 

Model Gang Raped In Moving Car In Kochi
ଚଳନ୍ତା କାର୍‌ରେ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ ! ପବ୍‌ରୁ ଘରକୁ ଫେରୁଥିଲେ...

ଚଳନ୍ତା କାର୍‌ରେ ୧୯ ବର୍ଷୀୟ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି।

Ragging
ବ୍ରହ୍ମପୁରରେ ପୁଣି ରାଗିଂ ; +2 ଛାତ୍ରୀଙ୍କୁ ସିନିୟରଙ୍କ ନିର୍ଯାତନା

ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି ।

Diya Aur Baati Hum Fame Actress Kanishka Soni Big Revelation
ଶ୍ରଦ୍ଧାଙ୍କ କଥା ଭାବି କାନ୍ଦିଲେ ଅଭିନେତ୍ରୀ, କହିଲେ- ‘ମୁଁ ବି ଲିଭ୍‌-ଇନ୍‌ରେ ରହୁଥିଲି, ଯଦି ସେଦିନ ରାତିରେ...’

ଗୋଟିଏପଟେ ଶ୍ରଦ୍ଧା ହତ୍ୟା ମାମଲାର ଚର୍ଚ୍ଚା ଥମି ନଥିବାବେଳେ ଅନ୍ୟପଟେ ଶ୍ରଦ୍ଧାଙ୍କ ଭଳି ଆଉ ଜଣେ ଯୁବତୀଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି। କେବଳ ଫରକ୍‌ ଏତିକି ଶ୍ରଦ୍ଧା ଜଣେ ସାଧାରଣ ଯୁବତୀ ଥିଲେ ହେଲେ ଏହି ଯୁବତୀ ଜଣକ ଜଣେ ଅଭିନେତ୍ରୀ।

Akshay Parija
EDରେ ହାଜର ହେବେ ଅକ୍ଷୟ ପରିଜା !

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟ ଇଡିରେ ହାଜର ହେବା ସମ୍ଭାବନା ରହିଛି ।

Delhi Shraddha Murder Case
‘ରାତିରେ ଅଫତାବ୍‌ ପାଖକୁ ଆସୁଥିଲେ ଗ୍ରାହକ, ଯେତେବେଳେ ସେ ଘରେ ରହୁ ନଥିଲା...’

ଶ୍ରଦ୍ଧା ଓ ଅଫତାବ୍‌ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍‌ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍‌ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍‌ ମାର୍‌ପିଟ୍‌ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।

Ragging video
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍ । ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ, ବିବାଦ ପରେ ପଦରୁ ବିଦା କଲା ବିଜୁ ଛାତ୍ର ଜନତା ଦଳ..

Redhakhol
ଏଇ ଗନ୍ଧିଆ ଛତୁଆ ପିଲାଙ୍କୁ ଦେଉଛ, ତୁମେ ବି ନିଜେ ଖାଅ

ଏଇ ଛତୁଆ ଫିମ୍ପି ମାରିଗଲାଣି, ବାଦାମ ଲଡୁରୁ ଗନ୍ଧ ବାହାରୁଛି। ୟାକୁ ପିଲାମାନେ ଖାଇବେ କେମିତି? ସେମାନଙ୍କ କଥା ଛାଡ ନିଜେ ଆଗେ ଖାଅ...ସଭା ମଝିରେ ବଡବାବୁଙ୍କୁ ଏମିତି ଛତୁଆ ଖୁଆଇଲେ ସମିତିସଭ୍ୟ

Special story
ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ଯୁବକ ! ମୁଣ୍ଡକୁ ପଲିଥିନ୍‌ ଗୁଡ଼ାଇ ଘରେ ରଖିଲା, ହାତକୁ ଡ୍ରେନ୍‌ରେ ପକାଇଲା . . .

ବାଙ୍ଗଲାଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ! ପାଞ୍ଚ ଦିନିଆ ପ୍ରେମର କରୁଣ ପରିଣତି । ନୂଆ ପ୍ରେମିକାକୁ ମାରି ପୁରୁଣା ସହ ଫେରାର୍‌ ।

  • Friday, 18 November 2022
  • Murder
Sradha Murder Case
ଶ୍ରଦ୍ଧାଙ୍କ ହ୍ୱାଟ୍ସଆପ୍ ଚାଟ୍‌ରେ ଖୁଲାସା...‘ଅଫତାବ୍‌ ମତେ ଏତେ ମାରିଛି ଯେ ମୁଁ ଖଟରୁ ଉଠି ପାରୁନି’

ଶ୍ରଦ୍ଧାଙ୍କର ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍‌ ଚାଟ୍‌ ଏବେ ସାମ୍ନାକୁ ଆସିଛି । ଯାହା ସ୍ପଷ୍ଟ କରୁଛି ଯେ ଅଫତାବ୍‌ କିପରି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ।

Police detain woman & her first husband on charges of killing her second husband in Balasore
ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍‌ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ।

Berhampur college ragging issue
ବ୍ରହ୍ମପୁରର ରାଗିଂ ମାମଲାରେ ଚାଞ୍ଚଲ୍ୟକର ଖୁଲାସା : ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକ ଛାତ୍ର ବିଜେଡି ସଦସ୍ୟ

କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ

  • Friday, 18 November 2022
byasanagar
ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଏବେ ସେ ଅଭିଯୁକ୍ତ

ଦୁର୍ବ୍ୟବହାରର ଶିକାର ହୋଇଥିବା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକଙ୍କ ନାଁରେ ଏତଲା ।

Delhi Shraddha Walker Murder Case
ନୂଆ ଖୁଲାସା- ଶ୍ରଦ୍ଧାଙ୍କୁ ପିସ୍‌ ପିସ୍‌ କରିବା ପରେ ବି ମୃତଦେହ ପାଖରେ ବସି ଗଞ୍ଜେଇ ଟାଣୁଥିଲା ଅଫତାବ୍‌

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ର ଅଭିଯୁକ୍ତ ଅଫତାବ୍ ଅମିନ୍‌ ପୁନାୱାଲା ଦିଲ୍ଲୀ ପୋଲିସ୍‌ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି।

TTE Pushes Army Man From Moving Train For Ticket
ଟିକେଟ୍‌ ପାଇଁ ଚଳନ୍ତା ଟ୍ରେନ୍‌ରୁ ଯବାନଙ୍କୁ ଠେଲି ଦେଲେ ଟିଟିଇ, କଟାଗଲା ଗୋଡ଼

ଟିକେଟ୍‌କୁ ନେଇ ଯବାନ ଓ TTEଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍‌ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ।

Narco Test
କ’ଣ ଏହି ନାର୍କୋ ଟେଷ୍ଟ ? କୋର୍ଟରେ ଏହାର ରିପୋର୍ଟ କାହିଁକି ଗ୍ରହଣୀୟ ନୁହେଁ..?

ସତ ଓଗାଳେ ସେରମ୍ । ସେଥିପାଇଁ ତାକୁ ଟ୍ରୁଥ୍ ସେରମ୍ ମଧ୍ୟ କୁହାଯାଏ ।

Ambulance
ଜରୁରୀ କାଳୀନ ନମ୍ବରକୁ ଫୋନ୍‌ କରି ହଇରାଣ କରୁଛି କିଏ?

ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।

Ambulance
୧୦୮ ସେବାର ଉଡୁଛି ଧଜ୍ଜିଆ, କିଏ କହୁଛି ଅସଭ୍ୟ କଥା, ତ କିଏ କରୁଛିି ଗାଳିଗୁଲଜ୍

୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ ।

Ragging
ମହଙ୍ଗା ପଡ଼ିଲା ରାଗିଂ ! କଲେଜରୁ ବିଦା ହେଲେ ୧୨ ଛାତ୍ର, ୫ ଗିରଫ...

୫ ଗିରଫ, ୩ କୋର୍ଟ ଚାଲାଣ, ୨ ଗଲେ ସୁଧାର ଗୃହ । ଦେଖଣାହାରୀ ଝିଅ ବିରୁଦ୍ଧରେ ବି ହେବ କାଯର୍ୟାନୁଷ୍ଠାନ ।

Archana Nag
କୁଆଡ଼େ ଗଲା କଷ୍ଟଲି ଏଣ୍ଡଭର ? ଅର୍ଚ୍ଚନାର ଦାମୀ କାର ଯିଏ ଲୁଚାଇବ ସେ ବି ଫସିବ...

କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।

Special story
ସାଧୁ ବେଶରେ ଆସିଲା . .ଭିକ୍ଷା ଦେବା ସମୟରେ ନେତାଙ୍କୁ ଚାପଡ଼ରେ ହାଣିଲା

ଟିଡିପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ! ନେତାଙ୍କ ଘରକୁ ପୂଜକ ବେଶରେ ଆସି ଆକ୍ରମଣ କଲା ଦୁର୍ବୃତ୍ତ ।

Special story
ଗୋଡ଼ହାତ ବାନ୍ଧିଲେ, ପାଟି ବନ୍ଦ କଲେ ! ବିନା ଆନେସ୍ଥେସିଆରେ ୨୪ ମହିଳାଙ୍କ ଅପରେସନ୍‌ . . .

ମହିଳାମାନେ ଚିତ୍କାର କରୁଥିଲେ . .ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ କାନକୁ ସେ ଚିତ୍କାର ଓ କାନ୍ଦଣା ଶୁଭୁ ନଥିଲା . .

Murder
ପ୍ରେମିକାର ତଣ୍ଟି କାଟି ହତ୍ୟା ! ତା’ପରେ ଭିଡିଓ ସୁଟ୍ କରି ଛାଡ଼ିଲା ଅଭିଯୁକ୍ତ . .

ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାକୁ ମାରିଲା, ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କଲା ।