• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Sambalpur Lawyers' Agitation: 8 More Advocates Arrested
ମହଙ୍ଗା ପଡ଼ିଲା କୋର୍ଟରେ ଭଙ୍ଗାରୁଜା ଓ ଗଣ୍ଡଗୋଳ, ଗିରଫ ହେଲେ ଆଉ ୮ ଓକିଲ

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଓ ହିଂସା ମାମଲା ଘଟଣାରେ ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ ଜଣ ଓକିଲ ଗିରଫ ହୋଇଛନ୍ତି।

Tahasildar
ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର

ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ୱୀରାଜଙ୍କ  ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ୍ ।

Similipal Tiger Reserve
ଶିମିଳିପାଳ ସାଜିଛି କି ଶିକାରୀଙ୍କ ଚରାଭୂଇଁ?

ଅଭୟ-ଅରଣ୍ୟ... ଅଭୟାରଣ୍ୟ । ଅସୁରକ୍ଷିତ ପାଲଟିଲାଣି କି ଅଭୟାରଣ୍ୟ ? ଶିମିଳିପାଳ ସାଜିଛି କି ଶିକାରୀଙ୍କ ଚରାଭୂଇଁ ? ଦନ୍ତା ପରେ ଏବେ ଚର୍ଚ୍ଚାରେ ମହାବଳ ଶିକାର ! କ୍ରାଇମ୍ ବ୍ରାଞ୍ଚ STF ଜବତ କରିଛି ମହାବଳ ବାଘଛାଲ ।

  • Wednesday, 14 December 2022
Similipal Tiger Reserve
ଶିକାରୀଙ୍କ ଚରାଭୂଇଁ ଶିମିଳିପାଳ ! ଦନ୍ତା ପୋଡ଼ି ପରେ ମହାବଳ ଶିକାର.. ୭ ଫୁଟିଆ ବାଘ ଛାଲ ଧରିଲା STF

ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।

Crime
ଥାନାରେ ଏତଲା ରଖିଲାନି ପୋଲିସ, ଫିନାଇଲ ପିଇଦେଲେ ରବିନ୍ଦ୍ର

ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବିନ୍ଦ୍ର । ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଛନ୍ତି  ।

Acid Attack
ରାଜଧାନୀରେ ବିଭତ୍ସ କାଣ୍ତ ; ବିଚ୍‌ ରାସ୍ତାରେ ସ୍କୁଲ ଛାତ୍ରୀଙ୍କୁ ଏସିଡ୍‌ ମାଡ଼

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଚାଞ୍ଚଲ୍ୟକର ଘଟଣା ଘଟିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି।

FIR Against Daughter
ପ୍ରେମ ପାଇଁ ମା’କୁ ଝିଅ ଧକ୍କା ଦେବା ଘଟଣା: ଥାନାରେ ବାପାମା’ଙ୍କ ଏତଲା

ଥାନା ପରିସରରେ ମାଆକୁ ଧକ୍କା ମାରିଥିଲା ଝିଅ । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳର ଏହି ଘଟଣାକୁ ନେଇ ଚର୍ଚ୍ଚା । ଝିଅ ବିରୁଦ୍ଧରେ ବାପା-ମାଆ ଥାନାରେ ଏତଲା ଦେଇଛନ୍ତି ।

Mental harassment case against Khordha Collector
ନିର୍ଯାତନା ଦେଉଥିଲେ ଜିଲ୍ଲାପାଳ, ମୁହଁ ଖୋଲିବାରୁ ମିଳିଲା ବଦଳି ଧମକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ଗତକାଲି ଜିଲ୍ଲାପାଳଙ୍କ ନିର୍ଯାତନା କଥା କହିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରିଦେବେ ବୋଲି ଜିଲ୍ଲାପାଳ ଧମକ ଦେଇଛନ୍ତି।

STF Seizes Royal Bengal Tiger Skin In Baripada
ଅସୁରକ୍ଷିତ ଶିମିଳିପାଳ ଅଭୟାରଣ୍ୟ: ହାତୀ ପରେ ଏବେ ମହାବଳ ବାଘ ଶିକାର

ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମାସକ ପୂର୍ବେ ବାଘକୁ ଶିମିଳିପାଳରେ ଗୁଳି କରି ଶିକାର କରାଯାଇ ଥିବା ଅନୁମାନ କରାଯାଉଛି। 

Woman Allegedly Gangraped During A B'Day Party Celebration In Bhubaneswar
ଭୁବନେଶ୍ୱରରେ ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଅଭିଯୋଗ ଆସିଛି। ପୋଲିସ୍‌ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

Special 26 Fake CBI
Special 26 ଷ୍ଟାଇଲ୍‌ରେ ଫେକ୍‌ ରେଡ୍‌ ! ବ୍ୟବସାୟୀଙ୍କ ଘରୁ ଲୁଟିଲା ନକଲି ସିବିଆଇ

ଏହି ନକଲି ରେଡ୍‌ ରୁପଚନ୍ଦ ମୁଖାର୍ଜୀ ଲେନ୍‌ ସ୍ଥିତ ସୁରେଶଙ୍କ ଘରେ ପଡ଼ିଥିଲା ।

Advocate Protest
ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।

Archana Nag
ପୁଣି ଅର୍ଚ୍ଚନାକୁ ରିମାଣ୍ଡରେ ନେଲା ED, ଜଗବନ୍ଧୁ ବି ରିମାଣ୍ଡରେ; ଏଥର ସାମ୍ନା-ସାମ୍ନି ଜେରା

ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।

Archana Nag
ED ଅଫିସ୍‌ରେ ପୁଣି ପହଞ୍ଚିଲେ ଅର୍ଚ୍ଚନା ! ଫଟୋରେ ଦେଖନ୍ତୁ କିଭଳି କରୁଛନ୍ତି ରିଆକ୍ଟ...

ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ।

Duplicate Medicine
ଟଙ୍କା ଲୋଭ ବାୟା କରିଛି ! ଲୋକଙ୍କ ଜୀବନକୁ ତ୍ୱଚ୍ଛ ଭାବୁଛନ୍ତି ମେଡିସିନ୍‌ ମାଫିଆ

ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।

Cirme
ଏମିତି ପୁଅ କାହାକୁ ନମିଳୁ ! ବାପା ଗାଳି କଲେ ବୋଲି ଖଣ୍ଡ ଖଣ୍ଡ କରି କାଟିଦେଲା ପୁଅ

ଅଭିଯୁକ୍ତ ପୁଅ ବିଠାଲା କୁଲାଲିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Archana Nag
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି ।

death
ଆଉ ଜଣଙ୍କୁ ବାହା ହୋଇଗଲା ପ୍ରେମିକା : ନିଜକୁ ଗୁଳି ମାରି ଜୀବନ ହାରିଲା ପ୍ରେମିକ

ବାହା ହୋଇଗଲା ପ୍ରେମିକା । ଅସହ୍ୟ ହେଲା ବିଚ୍ଛେଦ, ନିଜକୁ ନିଜେ ଗୁଳି ମାରି ଜୀବନ ହାରିଲା ନାବାଳକ

High Court on jumbo death case
ହାତୀ ମୃତ୍ୟୁ ମାମଲାରେ ବନ କର୍ମଚାରୀଙ୍କ ବିରୋଧରେ FIR ହୋଇନି କାହିଁକି: ହାଇକୋର୍ଟ

ହାତୀ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।

crime
ସମ୍ପତ୍ତି ଲୋଭ ! ବୁଢ଼ା ଶ୍ୱଶୁରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ବୋହୂ

ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ନିର୍ଘାତ ମାଡ଼ ! ରାସ୍ତାକୁ ଘୋଷାଡ଼ି ଆଣିବା ପରେ ଛାତି ଉପରେ ବସି ପଡ଼ିଲା ନୃଶଂସ ବୋହୂ

Lady cop
ଛାତ୍ରୀ ବେଶରେ ଆଡ୍‌ମିଶନ୍‌ ନେଲେ, କଲେଜ ରାଗିଂର ଫର୍ଦ୍ଦାଫାଶ କଲେ ମହିଳା ପୋଲିସ

ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍‌ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଲା ପୁଲିସ।

Protest
ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ। 

Elephant Death
ରକ୍ଷକ ସାଜିଛନ୍ତି ଭକ୍ଷକ

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ..ଖୋଲୁଛି ଶିମିଳିପାଳ ହାତୀ ମୃତ୍ୟୁର ଗୁମର..ବନ କର୍ମଚାରୀ ହିଁ ମୃତ ହାତୀକୁ ପୋଡ଼ି ନଈରେ ଭସାଇଛନ୍ତି

Shradhanjali Behera
ଶ୍ରଦ୍ଧାଞ୍ଜଳି ମୁହଁରେ ନାଗଫାଶ ଗୁମର

ବ୍ଲାକମେଲ କ୍ୱିନ୍‌ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ..ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ..ଆଉ କିଏ ହେଉଥିଲେ ମାଲାମାଲ୍?

Elephant Death
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।