• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

crime
ତାନ୍ତ୍ରିକ କଥାରେ ପୁଅକୁ ବଳି : କାଳୀ ମୂର୍ତ୍ତି ସାମ୍ନାରେ ୪ ମାସର ଶିଶୁକୁ କାଟି ପକାଇଲା ମା’

ଜନ୍ମକଲା ପୁଅକୁ ମାରି ପକାଇଲା ମା’ । ତାନ୍ତ୍ରିକ କଥାରେ ପଡ଼ି କାଳୀ ମୂର୍ତ୍ତି ସାମ୍ନାରେ ବଳି ଦେଲା ।

Viral Video
ଏମିତି କ’ଣ ଜିଦ୍‌ କଲେ ଯେ, ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମନ୍ଦିରରୁ ବାହାର କଲେ... ଦେଖନ୍ତୁ ଭିଡିଓ

ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।

Pratap jena
ବଢ଼ିଲା ପ୍ରତାପଙ୍କ ଅଡ଼ୁଆ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ଖୋଲିବ ଫାଇଲ୍

ମାହାଙ୍ଗା ଡବଲ ମର୍ଡର: ପ୍ରୋଟେଷ୍ଟ ପିଟିସନ୍ ଅନୁମତି । ଅନୁମତି ମିଳିବା ନେଇ ଆଇନଜୀବୀ ପ୍ରବୀଣ କାନୁନଗୋଙ୍କ ସୂଚନା ।

special report
୪୭ ବର୍ଷିୟ ଶିକ୍ଷକଙ୍କ ବିଚିତ୍ର ପ୍ରେମ ନିଶା, ନାବାଳିକା ଛାତ୍ରୀଙ୍କୁ ଲେଖିଲେ ଏମିତି ଚିଠି...

ଶିକ୍ଷକଙ୍କ ନାଁରେ ଥାନାରେ ଝିଅକୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

crime
ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷିୟ ଶିଶୁ ! ଅଜାଣତରେ ନୁହେଁ . .

ଗୁଳି ମାରିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

  • Saturday, 07 January 2023
Crime Against Women
OTରେ ଅଧା ଚେତାରେ ଥିଲେ ମହିଳା, ମେଡିକାଲ ଷ୍ଟାଫ୍‌ କଲେ ଏମିତି କାମ...

ଗୁରୁବାର ଦିନ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । 

Irani Gang
କମିଶନରେଟ୍‌ ପୋଲିସ କବ୍‌ଜାରେ ଇରାନୀ ଗ୍ୟାଙ୍ଗ, ୫ ବାଇକ୍‌ ୧୭ ସୁନା ଚେନ୍‌ ଜବତ

ରାୟପୁରରୁ ୪ ଜଣ ଡକାୟତଙ୍କୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାଡ୍ ।

Mumbai cop shoots explicit video with colleague's wife, shares on WhatsApp
ସହକର୍ମୀ ପତ୍ନୀଙ୍କ ସହ ଅଶ୍ଲୀଳ ଭିଡିଓ କଲେ କନଷ୍ଟେବଳ, ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଛାଡିଲେ

ଜଣେ କନଷ୍ଟେବଳ ଅନ୍ୟ ଜଣେ ପୋଲିସ୍‌ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଏହି ଅଶ୍ଳୀଳ ଭିଡିଓ ଶେୟାର କରିଥିବା ବ୍ୟକ୍ତି ନିଜେ ଏଥିରେ ଦେଖାଯାଉଥିବାବେଳେ ମହିଳା ଜଣକ ଅନ୍ୟ ଜଣେ ପୋଲିସ୍ କର୍ମଚାରୀଙ୍କ ପତ୍ନୀ ଥିଲେ ବୋଲି ଜଣାଯାଇଛି। ଲୋକେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି।

Crime
ପତ୍ନୀ ଛାଡ଼ପତ୍ର ଦେଲା ବୋଲି ପୁରା ପରିବାରର ଜୀବନ ନେଲା ସ୍ୱାମୀ, ଜାଣନ୍ତୁ କାହାଣୀ

ଯେଉଁଥିରେ ଜଣେ ଚାରି ବର୍ଷର କୁନି ଝିଅର ଶବ ରହିଛି । ଏହି ମାମଲା ହନୋକ ସହରର ଯୁଟା ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି ।

  • Friday, 06 January 2023
  • Killed
Archana Nag
ଇଡିରେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କେଉଁଠୁ ଆସୁଥିଲା ଟଙ୍କା କରିବ ଖୋଳତାଡ଼

ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।

Jajpur man dies in police custody, family alleges foul play
ଗିରଫ ହୋଇ ଗଲେ, ଶବ ହୋଇ ଫେରିଲେ

ହାଜତରେ ୨ ଦିନ ବି ପୁରିଲାନି.. କାହିଁକି ଝୁଲିପଡିଲେ ଈଶ୍ୱର ?

Special Story | Deceased’s family allege medical negligence in Titilagarh
‘ଭୁଲ୍‌ ଇଞ୍ଜେକ୍ସନ ଦେଇ ମୋ ଝିଅକୁ ମାରିଦେଲେ..’

ସମ୍ପୂର୍ଣ୍ଣ ଭଲ ଥିଲେ.. କାଶ ଟିକେ ହେଉଥିଲା ବୋଲି ହସ୍ପିଟାଲକୁ ଆସିଥିଲେ.. ତା ପୁଣି ନିଜେ ଚାଲି ଚାଲି ଚିକିତ୍ସା ପାଇଁ ଆସିଥିଲେ.. କିନ୍ତୁ ଭଲ ହେବେ କଣ ଇଞ୍ଜେକ୍ସନ ନେବା ପରେ ଆଖି ବୁଜିଦେଲେ

Fraudster dupes on pretext of lottery
ଅନଲାଇନ୍ ଶପିଂ କରୁଥିଲେ.. ଲାଗିଗଲା ଲଟେରୀ ଚୁନ

ସ୍ତ୍ରୀଙ୍କୁ ଉପହାର ଦେବାକୁ ଅନଲାଇନରେ ଶାଢି ଅର୍ଡର କରିଥିଲେ.. ଉଠିଲା ଲଟେରୀ..କେମିତି ଲାଗିଲା ଚୁନ.. ଦେଖନ୍ତୁ..

7 Years Old Girl Allegedly Raped By Her Father
ଏମିତି ବାପାମା’କୁ ଛି ! ମା’ ମୁହଁ ବନ୍ଦ କଲେ, ବାପା ଦୁଷ୍କର୍ମ କଲେ !

ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍‌ ଦେଇଥିଲେ। 

SI Subhashree Nayak
ମହିଳା ପୋଲିସଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଡ୍ରାଇଭର ଗିରଫ

ଭୁବନେଶ୍ୱରରେ ମହିଳା ପୋଲିସ ଏସ୍ଆଇଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଉଦ୍ୟମ ଘଟଣାର ପର୍ଦ୍ଦାଫାସ ହୋଇଛି

Sultanpuri horror update
ଦିଲ୍ଲୀ ଅଞ୍ଜଳି ମୃତ୍ୟୁ ମାମଲା : ତେଜୁଛି ସିବିଆଇ ତଦନ୍ତ ଦାବି

ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ରାଲି ଓ ବିକ୍ଷୋଭ

Delhi Car Horror
ଦିଲ୍ଲୀ ସୁଲତାନପୁରୀ ହିଟ୍ ଆଣ୍ଡ ରନ୍ ମାମଲା : ୫ ଅଭିଯୁକ୍ତଙ୍କ ସହ ଆଉ ଦୁଇ ଜଣଙ୍କ ରହିଛି ସମ୍ପୃକ୍ତି

ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ

Lady SI
ରାତିରେ ମହିଳା ପୋଲିସଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ ଏବେ ଧରାପଡ଼ିଲେ, ଇନୋଭା କାର ବି ଜବତ

ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।

  • Thursday, 05 January 2023
BJB College
BJB କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣା, ୪ ଛାତ୍ର ଅଟକ

ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।

LADY SI Bhubaneswar
ରାଜଧାନୀରେ କେତେ ସୁରକ୍ଷିତ ମହିଳା ? SIଙ୍କୁ ଖଣ୍ଡା ଧରି ଗୋଡ଼େଇଲେ, ଏଯାଏଁ ଧରାପଡ଼ି ନାହାନ୍ତି...

ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି ।

  • Wednesday, 04 January 2023
Tiger poaching
ରାଜ୍ୟରେ ବୁଡେଇ ଦେବେ କି ବାଘ ବଂଶ? ବାରିପଦା ପରେ ବୌଦ୍ଧରେ ମହାବଳ ଶିକାର

୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ

  • Wednesday, 04 January 2023
  • STF
Gobinda Sahu Death Case
କାହିଁକି ଝିଅକୁ ମିଳୁନି ବାପାର ଶେଷ ଚିଠି? ଓଟିଭି ହାତରେ କ୍ରାଇମବ୍ରାଞ୍ଚ ଅଧିକାରୀ-ଲିପିକା ବାର୍ତ୍ତାଳାପ ଅଡିଓ

ଗୋବିନ୍ଦ ସାହୁ ଚିଠିରେ ଲୁଚିଛି କି ରହସ୍ୟ? ଝିଅ ଲିପିକା ନାଁରେ ଲେଖା ଚିଠିକୁ କାହିଁକି ଦେଉନି କ୍ରାଇମ୍ବ୍ରାଞ୍ଚ?

accident
ଜାଣିଶୁଣି ପାହାଡ଼ ଉପରୁ ଟେସଲା କାରକୁ ତଳକୁ ଖସାଇଲେ ଯୁବକ, ଭିତରେ ଥିଲେ ଦୁଇ ପିଲା ଓ ସ୍ତ୍ରୀ...

ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .

Crime
ଯିଏ ଦିନେ ହାତ ଧରି କାମ ଶିଖାଇଥିଲେ, ତାଙ୍କୁ ଦେଲେ ଏମିତି ଗୁରୁଦକ୍ଷିଣା...

କ’ଣ ପାଇଁ ଓ କେମିତି ହତ୍ୟା କରିଥିଲା ପୁରୁଷୋତ୍ତମ, ତାହା ଟିକିନିଖି କରି କହିଲା ।

MLA Dadagiri
ବିଧାୟକଙ୍କ ଦାଦାଗିରି, ଗାଡ଼ି ଛାଡ଼ିଲେନି ବୋଲି ଟୋଲ୍‌ଗେଟ୍ କର୍ମଚାରୀଙ୍କୁ ପିଟିଲେ

ଅଭିଯୋଗ ଆସିଲେ, କାହିଁକି ବିଧାୟକ ଚାପୁଡ଼ା ମାରିଲେ ସେନେଇ ଘଟଣାର ଯାଞ୍ଚ କରାଯିବ ।