ମହିଳା ଜଣକ ଏକାକୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରାମାନେ କାର୍ରେ ଆସି ତାଙ୍କ ବେକରୁ ଚେନ୍ ଟାଣି ଏହାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।
ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ସାମ୍ନାକୁ ଆସିଲେ ବୋହୂ । ନିର୍ଯାତନାର କାହାଣୀ ବଖାଣିଲେ ବୋହୂ ରୋନାଲି, ଶଶି କହିଲେ ଭିତ୍ତିହୀନ ।
ସଂଗୀନ ଅଭିଯୋଗ ଆଣିଲେ ଅନଙ୍ଗ ଉଦୟଙ୍କ ବୋହୁ ଅଦ୍ରିଜା ସିଂଦେଓ । ଅର୍କେଶ ଡିଭୋର୍ସ ଦେବାକୁ ଚାହିଁବାର କାରଣ ଜାଣିପାରୁନି କହିଲେ ଅଦ୍ରିଜା । କୋର୍ଟରେ ମାମଲା ବିଚାରାଧୀନ ରହିଛି କହିଲେ ଅର୍କେଶ ସିଂଦେଓ ।
ହାଇୱେ ପାଖ ଗହଣା ଦୋକାନ ଓ ବ୍ୟାଙ୍କ ଲଟପାଟକୁ ନେଇ ବଢ଼ିଲା ଚିନ୍ତା
‘ ମୁଁ ସମସ୍ତଙ୍କୁ ମାରିଦେଲି ’ . . .ସୁଶୀଲ କାନ୍ଦିକାନ୍ଦି ପରିବାରର ସମସ୍ତଙ୍କୁ ମାରି ଦେଇଥିବା କହିଥିଲେ
ଦାମୀ ମଦ ପିଇ ନିଘୋଡ଼ ନିଦରେ ଚୋର । ଉଠିଲା ପରେ ଧରି ପକାଇଲେ ମାମୁଁ ।
ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ପରେ ଛିନଛତ୍ର ହୋଇ ଉଡ଼ିଯାଇଛି ଘର ।
ସେନା ଓ DRDO ଗୁପ୍ତ ତଥ୍ୟ ବିଦେଶୀ ସଂସ୍ଥାକୁ ଲିକ୍ କରିଥିବା ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି ।
ଜନ୍ମକଲା ପୁଅକୁ ଆରପାରିକୁ ପଠାଇଦେଲା ରାକ୍ଷସ ବାପା । ମଧ୍ୟପ୍ରଦେଶ ଇନ୍ଦୋରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।
ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି ।
ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଥାନାରେ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ ।
ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲିଥିଲା ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଆଉ ଏଥିରେ ସମ୍ପୃକ୍ତ ଥିଲେ ଫିଲ୍ମ ଅଭିନେତ୍ରୀ ଓ ମଡେଲ୍।
ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।
୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।
ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ।
ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍ରେ ଦିନ ଦ୍ୱିପହରରେ ଡକାୟତି । କର୍ମଚାରୀଙ୍କୁ ମାଡ଼ ମାରି ବିପୁଳ ପରିମାଣର ଗହଣା ଲୁଟ୍ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ
୯ବର୍ଷ ପରେ କୁକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର । ନାଁ ଓ ପରିଚୟ ଗୋପନ ରଖି ଫେରାଇଲା ଠାକୁରଙ୍କ ଗହଣା । ଚିଠି ଲେଖିଛି ଢେର ହିନସ୍ତା ହେଲିଣି, ୧୦୧ ଜରିମାନା ଦେଉଛି
ଅଭିଯୁକ୍ତଠାରୁ ଲାଞ୍ଚ ନେଇ ବାକ୍ସରେ ପକାଉଥିଲେ ହେଡ୍ କନ୍ଷ୍ଟେବଲ । ଦୁର୍ଭାଗ୍ୟବସତଃ ସିସିଟିଭିରେ କଏଦ୍ ହେଲା ପୁରା ଘଟଣା ।
ଗୁଳିକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପରମିନ୍ଦର କୌର । ସେ ରବିବାର ସନ୍ଧ୍ୟାରେ ପବିତ୍ର ପୋଖରୀ ବା ସରୋବର ନିକଟରେ ବସି ମଦ୍ୟପାନ କରୁଥିଲେ ।
ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।
୧୯୯୬ ମସିହାରେ ଦିପା ବାଇଙ୍କୁ ବିବାହ କରିଥିଲେ ବିନୟ ପରମାର । ବିବାହର କିଛି ଦିନ ଯାଏଁ ଉଭୟଙ୍କ ମଧ୍ୟରେ ଠିକ୍ଠାକ୍ ଚାଲିଥିଲା । ହେଲେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା ।
ବାପାମା’ ପିଲାଙ୍କୁ ପାଠ ପଢ଼େଇବା ପାଇଁ ସ୍କୁଲ, କଲେଜ୍ ପଠାଉଛନ୍ତି । ହେଲେ ଆଜିକାଲିକା ପିଲା ପାଠରେ ଧ୍ୟାନ ଦେବେ କ’ଣ . . .
ବାୟା କଲା ନାଲିପାଣି । ନିଜ ଘରେ ଆଉ କେହି ନୁହେଁ ବରଂ ନିଜେ ନିଆଁ ଲଗାଇଦେଲା ମଦ୍ୟପ ଯୁବକ ।
ଆଜେକ୍ସଙ୍କ ମୋବାଇଲରୁ ଅନେକ ଫଟୋ, ଭିଡିଓ ଚାର୍ଟ ଡିଲିଟ ହୋଇଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ବାପା ଓ ମାଆ ।