ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୁରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ...
Published By: Rajalaxmi Sahoo
Last updated: 04 August 2023, 02:02 PM IST
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।