ଏସବୁ ଭିତରେ ଚିକିତ୍ସାଧିନ ସୈରିନ୍ଦ୍ରୀଙ୍କୁ ସହାୟତାରେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପରିବାର ଲୋକେ ବର୍ଷିଥିବାବେଳେ ହୋମଗାର୍ଡ ସର୍ଭିସ ରୁଲର ସଠିକ୍ କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି ।
କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ ।
ଖାଲି ଦୁଷ୍କର୍ମ ନୁହେଁ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ କରାଯାଇଥିବା ପୋଲିସ କହିଛି । ପୋଲିସର ସୂଚନା ଅନୁସାରେ ପୀଡ଼ିତା ମହିଳା ଚାକିରି କରିବାକୁ ଇଚ୍ଛୁକ ଥିଲେ ।
ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।
ଡାମ୍ପଣରେ ସ୍ତ୍ରୀର ତଳିପେଟ, ଗୋଡ଼ ଓ ହାତରେ ଗଭୀର ଭାବରେ ଆଘାତ କରିଥିଲା ।
ଗୁରୁତର SIଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର,ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ ସୂଚନା
DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।
ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ
ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ ହୋଇଛନ୍ତି। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଗିରଫ ହୋଇଛନ୍ତି।
ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ଆଜି ବନ୍ଧା ହେଲେ । ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ ।
ଡୁପ୍ଲିକେଟ୍ ବିଲ୍ଡିଂ ପ୍ଲାନ୍ ଦେଇ କୋଟି କୋଟି ଲୁଟ୍ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ୍ କଲା ପୋଲିସ୍ । ଦୁଇ କର୍ମଚାରୀଙ୍କ ସହ ୫ ଜଣ ଗିରଫ, ପ୍ଲାନ୍ ଆପ୍ରୁଭାଲ ନାଁରେ ହେଉଥିଲା ଠକେଇ
ମହଙ୍ଗା ପଡ଼ିଲା କି ମହିଳା ହୋମଗାର୍ଡଙ୍କୁ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ? ବିବାଦ ବଢ଼ିବାରୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟ ବଦଳି । ଏପଟେ ହସପିଟାଲ ବେଡ଼ରେ ଦୁଇ ଗୋଡ଼ ହରାଇ ନ୍ୟାୟ ଅପେକ୍ଷାରେ ପୀଡ଼ିତା ସୈରିନ୍ଦ୍ରୀ
ପାପ ସଂପର୍କ ଲୁଚାଇବା ପାଇଁ ବୋହୂ ସାଜିଲା ଶାଶୁ ହତ୍ୟାକରୀ। ଅନୈତିକ ସମ୍ପର୍କର ଚିହ୍ନ ଲିଭାଇ ଦେବା ପାଇଁ ଲିଭାଇ ଦେଲା ଶାଶୁର ଜୀବନ ଦୀପ। ପ୍ରଥମେ ଶାଶୁର ମୁଣ୍ଡକୁ ମାଡ଼ ମାରି କୋମାକୁ ପଠାଇ ଦେଲା। ହେଲେ କୋମାରୁ ଆସି ଶାଶୁ କଥା କହିବାକୁ ଚେଷ୍ଟା କରିବାରୁ ବୋହୁ ତଣ୍ଟି କାଟିଦେଲା।
ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ନାଁରେ ଠକେଇ । ଡୁପ୍ଲିକେଟ୍ ପ୍ଲାନ୍ ଦେଇ ଲୁଟୁ ଥିଲେ କୋଟି କୋଟି ଟଙ୍କା । ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ-SDAରେ ଚାଲିଥିବା ଏଭଳି ଏକ ବଡ଼ ଧରଣର ଠକେଇ ସିଣ୍ଡିକେଟର ପର୍ଦ୍ଦାଫାସ୍ କରିଛି ସମ୍ବଲପୁର ପୋଲିସ ।
ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ନିର୍ଯାତନା ଅଭିଯୋଗ । ଉତ୍ତର କେନ୍ଦ୍ରାଞ୍ଚଳ DIG ବ୍ରିଜେଶ ରାଏଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।
ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ ।
ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା ।
ଅନ୍ୟ ପୁରୁଷଙ୍କ ସହ ବୋହୂର ଅନୈତିକ ସମ୍ପର୍କ ଥିବା କଥା ଶାଶୁ ଜାଣିବା ପରେ ସବୁଦିନ ପାଇ ରାସ୍ତାରୁ ହଟାଇବା ପାଇଁ ବୋହୂ ରଚିଲା ମର୍ଡର ପ୍ଲାନ୍। ପୂର୍ବ ଯୋଜନା ମୁତାବକ ଘର ଭିତରେ ଶାଶୁଙ୍କୁ ଗଳାକାଟି ହତ୍ୟା କଲା ବୋହୂ।
କୁକର୍ମ କରି ଫେରାର ମାରିବାକୁ ଷଡ଼ଯନ୍ତ୍ର ରଚିଥିଲା କୁତ୍ସିତ ମଣିଷ, ପରିବାର ସହ ଫେରାର ଉଦ୍ୟମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।
ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଜେଲର୍ ମ୍ୟାଡାମଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । କଣ୍ଟାବାଞ୍ଜି ଲେଡି ଜେଲରଙ୍କ ସାମ୍ବାଦିକଙ୍କ ମୁଣ୍ଡ ମାଗିବା ଅଡ଼ିଓ ମାମଲା । ଲେଡ଼ି ଜେଲର, ଅଭିଯୋଗକାରୀ ଏବଂ ଜଣେ କର୍ମଚାରୀଙ୍କ ବୟାନ ରେକର୍ଡ ।
ନାରାୟଣପାଟଣାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଭିଜିଲାନ୍ସ ଗିରଫ କରିଛି। ୮ ବର୍ଷ ଧରି ଚକ୍ମା ଦେଇ ଫେରାର ଥିବାବେଳେ ଗତକାଲି ସେ ଗିରଫ ହୋଇଛନ୍ତି।
ଜଣେ ଦଲାଲଙ୍କ ସହ କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ୍ । ଜୀବନ୍ତ କିମ୍ବା ମୃତ ମୁଣ୍ଡ ନେଇକି ଆସ କହୁଛନ୍ତି ଜେଲର ମ୍ୟାଡାମ୍ । ଥାନାରେ ଅଭିଯୋଗ ପରେ ମ୍ୟାଡାମ କହୁଛନ୍ତି ବଜାରରୁ ମାଛମୁଣ୍ଡ ଆଣିବାକୁ କହୁଥିଲି..
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।