ହଠାତ ଯୁକ୍ତିତର୍କ କରି ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଏକ ମାମଲା ରୁଜୁ କରି ତୁଷୁରା ପୋଲିସ ଅଶୋକ ଦୋରାଙ୍କ ୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା
ଯୋଜନା ନାଁକୁ ମାତ୍ର । ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ
ଭଦ୍ରକ ତିହିଡି ବ୍ଲକ୍ ପରିସରରେ ଉତ୍ତେଜନା । ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି । ଭଦ୍ରକ ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ କଲେ ଲୋକେ। ଆବାସ ଯୋଜନାର ଦୁର୍ନୀତିକୁ ବିରୋଧ କରି ଛାରଖାର କରିଦେଲେ ବ୍ଲକ ଅଫିସ୍ । ଏ ନେଇ ହିତାଧିକାରୀ ଓ ବିଜେପି ପକ୍ଷରୁ ରାଲି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।