/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697683898.jpg)
1 injured after miscreants fire two rounds at Pipili toll plaza
ପିପିଲି ଟୋଲ୍ ପ୍ଲାଜାରେ ଫାୟାରିଂ। ଟୋଲ୍ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼ କରିଛନ୍ତି। ୭ ଜଣ ଦୁର୍ବୃତ୍ତ ଏକ କାରରେ ଭୁବନେଶ୍ୱରରୁପୁରୀ ଯାଉଥିବା ବେଳେ ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି।
#ପିପିଲି_ଟୋଲ୍_ପ୍ଲାଜାରେ_ଗୁଳିମାଡ଼
ପିପିଲି ଟୋଲ୍ ପ୍ଲାଜାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ଟୋଲ୍ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ । ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼ । ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର । #Pipili#Odisha#OTVpic.twitter.com/qGUvMrf4kF— ଓଟିଭି (@otvkhabar) October 19, 2023
୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ଫେରାର ମାରିଛନ୍ତି। ଆକ୍ରମଣରେ ଟୋଲ୍ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଗୁଳି ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)