• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Goldsmith
ନକଲି ସୁନା ରଖି ବ୍ୟାଙ୍କ ଋଣ ଠକେଇ ମାମଲା; ବନ୍ଧା ହେଲେ 420 ବଣିଆ

ବଣିଆ ବ୍ୟାଙ୍କ ପାଇଁ କାମ କରୁଥିଲେ । ବ୍ୟାଙ୍କ ସୁନାର ମାନ ଓ ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ ବଣିଆ ପଦ୍ମଲୋଚନ ରଣା । ସେ ନିଜେ କଷ୍ଟମର ଯୋଗାଡ କରୁଥିଲେ ।

Bar in Bhubaneswar
ବାର୍‌ର ଅନ୍ଧାର ଗଳିରେ ହଜି ଯାଉଛନ୍ତି କଅଁଳ କନ୍ୟା ?

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ପୋଲିସଠୁ ଆରମ୍ଭ କରି ଅବକାରୀ ବିଭାଗ, ମହିଳା କମିଶନଙ୍କ ଠାରୁ ଶିଶୁ କମିଶନ- ସମସ୍ତେ ତତ୍ପର। ବାରରେ କିଭଳି ନାବାଳିକାମାନଙ୍କୁ କାମରେ ଲଗାଯାଉଛି ସାମ୍ନାକୁ ଆସିବା ପରେ ଏବେ ଫୋକସରେ ରାଜଧାନୀର ସବୁ ବାର। ତେଣୁ ଖୁବଶୀଘ୍ର ରାଜଧାନୀର ସବୁ ବାର ଉପରେ ରେଡ୍ କରି ନାବାଳିକାଙ୍କୁ ବାର ଗାର୍ଲ ଭାବେ ନିୟୋଜିତ କରିଥିବା ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କମର କଷିଛନ୍ତି ଅବକାରୀ ବିଭାଗ।

Maoist
କେମିତି ନକ୍ସଲବାଦର ଗୋଟି ଚଳାଉଥିଲା ମୋଷ୍ଟ ୱାଣ୍ଟେଡ୍ ମିଶିର ?

ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି।

Bar in Bhubaneswar
ବାର୍‌ର ଅନ୍ଧାର ଗଳିରେ ହଜି ଯାଉଛନ୍ତି କଅଁଳ କନ୍ୟା ?

ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ ଓ ପୋଲିସ । ନାବାଳିକାଙ୍କୁ ଖଟାଉଥିବା ୧୮ଟି ବାର୍ ଉପରେ ଚଢ଼ଉ ପ୍ଲାନ୍ ।

Miscreants Attack Youth
ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା; ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ!

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ ୪ଜଣ ଯୁବକ ଆସି ଅନ୍ୟ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

Miscreants Attack Youth
ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା; ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ!

ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା।

 wrong treatment
ଅଙ୍ଗୁଳି ଯୋଡ଼ିବାକୁ କହି କାଟିଦେଲା ଘରୋଇ ହସପିଟାଲ୍

କଟି ଯାଇଥିବା ବୁଢ଼ା ଅଙ୍ଗୁଳିକୁ ଯୋଡ଼ିବା ପାଇଁ କହି ରାୟପୁରର ଏକ ହସପିଟାଲ ସମ୍ବଲପୁର ହୀରାକୁଦର ଜଣେ ଯୁବକଙ୍କ ଅଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ଏହାସହ ସଂପୃକ୍ତ ହସପିଟାଲ ୩ଲକ୍ଷ ୫୦ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି

deepika breaks father in law scooter
ଶ୍ୱଶୁରଙ୍କ ଗାଡ଼ି ଭାଙ୍ଗିଦେଲେ ଦୀପିକା ! କହିଲେ- ମୁଁ ରାଗିକି କରିଛି

ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି।

Bolangir royal family’s daughter-in-law Adrija seeks police protection
ପୋଲିସ ମୋତେ ସୁରକ୍ଷା ଦେଲାନି: ଅଦ୍ରିଜା

ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ ।

Kidnapping bid foiled in Nayagarh
ଯୁବତୀଙ୍କୁ ଅପହରଣ ଉଦ୍ୟମ ବିଫଳ; ଗୋଡ଼ାଇ ଗୋଡ଼ାଇ କାବୁ କଲା ପୋଲିସ

ଅଲଟୋ କାର ରାଜପାଟଣାରୁ ଅପହରଣ କରି ନେଇଥିଲେ ୪ ଯୁବକ l ଏହି ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ଗୋଡ଼ାଇ ଗୋଡ଼ାଇ ନୟାଗଡ଼ ଚଣ୍ଡୀବସ୍ତ ରାସ୍ତାରୁ ଉଦ୍ଧାର କରିଛି ପୋଲିସ l

  • Saturday, 12 August 2023
  • Kidnap
Subhalaxmi death case
ଶୁଭଲକ୍ଷ୍ମୀ 'ସୁଇସାଇଡ୍' ସସପେନ୍ସ

କାହା ପାଇଁ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ ? ପୁରୁଷ ବନ୍ଧୁଙ୍କ ମୋବାଇଲ୍ ସିଜ୍ କରିଛି ପୋଲିସ୍ । ମୃତ୍ୟୁ ପଛର କାରଣ ନେଇ ପୋଲିସର ତନାଘନା..

Fake teachers caught in 5t school
ସ୍କୁଲ୍ 5T, ଶିକ୍ଷକ ଫୋର ଟ୍ୱେଣ୍ଟି

ରାଜ୍ୟରେ ବଢ଼ିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ନକଲି ସାର୍ଟିଫିକେଟ ଦେଇ 5T ସ୍କୁଲରେ ଚାକିରୀ । କେମିତି ନକଲି ଶିକ୍ଷକମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାକିରି କଲେ ? ନିଯୁକ୍ତି ସମୟରେ କିଭଳି ଯାଞ୍ଚ ହେଉଥିଲା ?

5T ସ୍କୁଲର ୪ ନକଲି ଶିକ୍ଷକ
ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ: ଦିନକରେ ଧରାପଡ଼ିଲେ 5T ସ୍କୁଲର ୪ ନକଲି ଶିକ୍ଷକ

ସବୁଠୁ ଆଶ୍ଚର୍ଯ୍ୟର କଥା ସମସ୍ତେ ହେଉଛନ୍ତି ଫାଇଭ୍-ଟି ସ୍କୁଲର ଶିକ୍ଷକ। ଅର୍ଥାତ ଯେଉଁଠି ସ୍ୱଚ୍ଛତା ରହିବା କଥା ସେଠି ଚାଲିଛି ନକଲି ସାର୍ଟିଫିକେଟ୍ କାରସାଦି।

Congress MLA
ଛି ! ଏମାନେ କାଳେ ଜନସେବକ ! ‘ପୋଲିସ ମୋ ଉପରେ ପରିସ୍ରା କଲା, ବିଧାୟକ ମୋତେ ଜୋତା ଚାଟିବାକୁ କହିଲେ’

ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍‌ ଆଇନ୍‌ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।

firing
ଚାଲିବାକୁ ବାହାରୁଥିଲେ ପାର୍କକୁ, ୩ ଜଣ ଦୁର୍ବୃତ୍ତ ଆସି ଗୁଳି ମାରିଦେଲେ

ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।

Subhalaxmi death case
ବଢ଼ୁଛି ଶୁଭଲକ୍ଷ୍ମୀ ମୃତ୍ୟୁ ସସ୍‌ପେନ୍ସ; MMS ପାଇଁ ହେଉଥିଲା ବ୍ଲାକମେଲିଂ !

ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ ।

Aadhar Card
BIG SCAM: ଗୋଟିଏ ଆଧାରକାର୍ଡରେ ଚାଲିଛି ୬୫୮ ସିମ୍‌, ଆପଣଙ୍କ ନାଁରେ କେତେ ସିମ୍‌ ? କେମିତି ଜାଣିବେ...

ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।

Marijuana Chocolate
ସାଧାରଣ ଚକୋଲେଟ ଭଳି ଦିଶୁଛି ଏହି ଗଞ୍ଜେଇ ଚକୋଲେଟ୍ !

ଏହି ଖବର ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଏହା ଗଞ୍ଜେଇ ବିକିବାର ଏକ ନୂଆ ଉପାୟ । ପୂର୍ବରୁ କେବେ ଏଭଳି ଖବର ସାମ୍ନାକୁ ଆସିନଥିଲା । 

Punjab man kills daughter
ନୃଶଂସ ବାପା ! ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା, ପରେ ବାଇକ୍‌ରେ ବାନ୍ଧି ରାସ୍ତାରେ ଟାଣିଟାଣି ନେଲା

ପୋଲିସ କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା । ଘରକୁ ଫେରିବା ପରେ ତା’ର ବାପା ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।

Cuttack Excise Police Nabs Liquor Mafia
ଫିଲ୍ମ ଷ୍ଟାଇଲରେ ପୋଲିସ-ମଦ ମାଫିଆ ଗୋଡ଼ାଗୋଡ଼ି

ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ୍‌ ନଥିଲା

Subhalaxmi
ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।

  • Thursday, 10 August 2023
Subhalaxmi
ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।

man killed his wife
୭୦ ହଜାର ଟଙ୍କା ଦେଇ ବାହାହେଲା, ନିଜ ହାତରେ ମାରିଦେଲା

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। 

  • Thursday, 10 August 2023
  • Murder
 Bhubaneswar girl death case
ଆସିଲା କଲ୍ ଡିଟେଲ୍ସ ରେକର୍ଡ: କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ ଶୁଭଲକ୍ଷ୍ମୀ...

୨ଟି ସିମ୍‌ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି । 

  • Thursday, 10 August 2023