ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ।
ସୋସିଆଲ ମିଡ଼ିଆରେ ବନ୍ଧୁକ ଓ ଖଣ୍ଡା ଧରି ଭିଡିଓ ଭାଇରାଲ ମାମଲାରେ,କେବିଏନ୍ ଗ୍ରୁପର ୫ ଜଣଙ୍କୁ ରିମାଣ୍ଡରେ ଆଣି ପୋଲିସର ମାରାଥନ ଜେରା। ବାକି ସଦସ୍ୟଙ୍କୁ ଖୋଜୁଛି ପେଲିସ୍
ଗୋଟିଏ ପରେ ଗୋଟିଏ ଭିଡ଼ିଓ, ଗୋଟିଏ ପରେ ଗୋଟିଏ ଦୃଶ୍ୟ । ସ୍ମାର୍ଟସିଟିରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପର ଆସିଲା ଆଉ ଏକ ଭିଡ଼ିଓ । ଯେଉଁଥିରେ ରାଜରାସ୍ତା ଉପରେ ଫିଲ୍ମି ଷ୍ଟାଇଲରେ ଗାଡ଼ି ଉପରେ ମସ୍ତି କରୁଛନ୍ତି, ପାର୍ଟି କରୁଛନ୍ତି ।
ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍ଭିନ୍ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍) ଗ୍ରୁପ୍ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ ।