ଏଠି ପହଞ୍ଚିଗଲେ ଓଠରେ ହସ ଫୁଟେ । ଆଗକୁ ବଢ଼ିବାର ବାଟ ଫିଟେ । ସବୁ ସଂଘର୍ଷ ଯେମିତି, ଏଇଠି ଶେଷ ହୋଇ ଭବିଷ୍ୟତ ପାଇଁ ଆପେ ଆପେ ଛିଡ଼ା ହୋଇଯାଏ ଏକ ମାଇଲ୍ ଖୁଣ୍ଟ । କାରଣ କାହିଁକି ଜାଣନ୍ତି, ଇଏ ହେଉଛି ବାରିକ୍ ସାର୍ଙ୍କ ମାଗଣା ଶାରିରୀକ ପ୍ରଶିକ୍ଷଣ ।
ମଧ୍ୟ ଯୁଗରେ ଯୋଦ୍ଧାମାନେ ନିଜ ହେଲମେଟର ଭାଇଜର ଉପରକୁ ଉଠଇ ପରସ୍ପରକୁ ଚିହ୍ନନ୍ତି ଏବଂ ବନ୍ଧୁତ୍ୱର ସଙ୍କେତ ଦିଅନ୍ତି । ଭାଇଜର ଉଠାଇବାର ଏହି ସଙ୍କେତ ସମ୍ମାନ ଏବଂ ନିଷ୍ଠା ବ୍ୟକ୍ତ କରିବା ପାଇଁ ବ୍ୟବହାର କରାଯାଉଥିଲା । ଏହି ପରମ୍ପରା ସମୟ ସହ ବିକଶିତ ହୋଇ ଆଧୁନିକ ସଲାମୀର ରୂପ ନେଇ ପାରିଛି ।
ପୋଲିସକୁ ଦୁଇ ଦୁଇ ଥର ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ଓ ବାଙ୍କି ପୋଲିସର ନିଦ ହଜେଇ ଦେଇଥିଲେ ।
ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।
ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱର ଷ୍ଟେସନ ଅଂଚଳରେ ଲୁଟ୍ ତରାଜ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ୍ ଅଶୋକ ବେହେରା ଓ ନୟାଗଡ଼ର ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ, ଓଡ଼ଗାଁର ସୁଶାନ୍ତ ରାଉତ ପ୍ରମୁଖ ସାମିଲ ଥିଲେ ଏହି ଗ୍ୟାଙ୍ଗରେ ।
ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଭାରତୀୟ ସେନାରେ ରହି ଦେଶ ମାତୃକାର ସେବା କଲେ। ଆଉ ଅବସର ପରେ ନିଜ ଗାଁରେ ଯୁବପିଢ଼ିଙ୍କୁ ମାଗଣାରେ ଦେଉଛନ୍ତି ଟ୍ରେନିଂ।
ସେ ନିଜେ ଖୁବ୍ କଷ୍ଟ କରି ଆର୍ମିରେ ଚାକିରି ପାଇଥିଲେ। ଏହାକୁ ସେ ଭୁଲି ନାହାଁନ୍ତି। ସେଥିପାଇଁ ସେ ନିଜ ଅଂଚଳର ୪୦ ଜଣ ପିଲାଙ୍କୁ ମାଗଣାରେ ଦେଉଛନ୍ତି କଠୋର ଆର୍ମି ଟ୍ରେନିଂ।