• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Minor Girl Death
ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା; ହାତେ ମାପି ଚାଖଣ୍ଡେ ଚାଲୁଛି କି ପୋଲିସ ?

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?

Cyber Crime
‘ତମ ନ୍ୟୁଡ୍ ଫଟୋ ସମସ୍ତଙ୍କୁ ପଠେଇଦେବି’

ଦୁଇ ଦିନ ଭିତରେ ମୋର ଟଙ୍କା ଦରକାର । ନହେଲେ କାଙ୍ଗାଳ ନୁହେଁ ତମେ ଲଙ୍ଗଳା ହୋଇ ବୁଲିବ ।

Mahanga minor girl death case
ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ନିଲମ୍ବିତ ବିଜେଡି ନେତାଙ୍କୁ ପୋଲିସ୍‌ର ଜେରା

ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ।

Journalist Killed
କବାଟ ଖୋଲୁ ଖୋଲୁ ସାମ୍ବାଦିକଙ୍କ ଉପରେ ଗୁଳି ବର୍ଷା...

ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Minor Girl Death
ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ରହସ୍ୟ: ଆତ୍ମହତ୍ୟା ନା ଅନରକିଲିଂ ?

ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ରହସ୍ୟ: ଆତ୍ମହତ୍ୟା ନା ଅନରକିଲିଂ, ଜାଣିବାକୁ କ୍ରୀଡ଼ା ଶିକ୍ଷକ ଓ ମାଆଙ୍କ ବୟାନ ରେକର୍ଡ । ବିଜେଡି ନେତାଙ୍କ ମାମଲା ରଫାଦଫା ଉଦ୍ୟମକୁ ନେଇ ପ୍ରଶ୍ନ । ଏଣେ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରୁଜୁ କଲେ କେସ୍

Minor Girl Death
ଆତ୍ମହତ୍ୟା ନା ଅନରକିଲିଂ ? ବିଜେଡି ନେତାଙ୍କ ମାମଲା ରଫାଦଫା ଉଦ୍ୟମକୁ ନେଇ ପ୍ରଶ୍ନ

୧୫/୧୬ ବର୍ଷ ବୟସର ନାବାଳିକାଟିଏ ଆଜି ଯେଭଳି ପ୍ରାଣ ହରାଇଲା ମାହାଙ୍ଗା ଅଞ୍ଚଳରେ, ୨ ମାସ ପରେ ଚେତା ପଶିଛି ପୋଲିସର । ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତୁଲ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ ।

Crime against Minor Girl
ଦୁଷ୍କର୍ମ କରି ଜେଲ୍‌ ଯାଇଥିଲେ; ଫେରିବା ପରେ ପୁଣି ଥରେ...

ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।

Delhi School
ଆଶ୍ଚର୍ଯ୍ୟ ! ଜୟ ଶ୍ରୀରାମ କହିବାରୁ PT ପ୍ରବଳ ପିଟିଲେ, ସ୍କୁଲରୁ ବିଦା କଲେ...

ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।

  • Thursday, 17 August 2023
  • Delhi
Mahanaga Minor Girl Death
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଖେଳ ସାର୍‌ଙ୍କ ଘରେ ପହଞ୍ଚିଲା ପୋଲିସ

ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍‌ପି । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

Jee Main Marksheet
JEE ମେନ୍ ପରୀକ୍ଷାର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ନେଇ CBI ତଦନ୍ତ ନିର୍ଦ୍ଦେଶ

୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

crime
ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

Magic Mirror Fraud
କୁହୁକ ଦର୍ପଣ ନାଁରେ ଠକେଇ,ତିନି ଠକ ଗିରଫ

ପଶ୍ଚିମବଙ୍ଗର ତିନି ଠକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଗୋଟିଏ କାର ସହ ୨୮ ହଜାର ଟଙ୍କା, ୫ଟି ମୋବାଇଲ ଜବତ । ବିରଳ ଦର୍ପଣ କହି ଲୋକମାନଙ୍କୁ ଭୁଆଁ ବୁଲାଉଥିଲେ ।

Venom Racket
ପୁଣି ଚର୍ଚ୍ଚାରେ ସାପ ବିଷ ବେପାର, ୨୯ ପାଡ଼ିରୁ ୨୯ ନାଗ ଉଦ୍ଧାର !

୩ ଜଣଙ୍କୁ ଗିରଫ କଲା ବାଲେଶ୍ୱର ବନ ବିଭାଗ । ବଡ଼ ଧରଣର ସାପ ବିଷ ରାକେଟ୍ କାମ କରୁଥିବା ସନ୍ଦେହ ।

  • Wednesday, 16 August 2023
Spay Camera in Bank Ladies Bathroom
ବ୍ୟାଙ୍କର ଲେଡିଜ୍‌ ବାଥ୍‌ରୁମ୍‌ରେ ଲାଗିଥିଲା ସ୍ପାଏ କ୍ୟାମେରା ! ଧରା ହେଲେ ମ୍ୟାନେଜର...

ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । 

MAHANGA
ଜଘନ୍ୟ ଅପରାଧରେ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗ ନେଇ ପୁଣି ଚର୍ଚ୍ଚାରେ ମାହାଙ୍ଗା

ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା ପାଇଁ ବିଜେଡି ନେତା ଟଙ୍କା ମାଗିବାର ଅଡିଓ ଭାଇରାଲ, ଡିଜିପିଙ୍କୁ ଭେଟିଲା ବିଜେପି, ଟାର୍ଗେଟରେ ବିଧାୟକ ପ୍ରତାପ ଜେନା...

Bhubaneswar Market Building
ଉଠା ଦୋକାନୀ-ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି କଳି

ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।

Judge shoots wife dead in us
ବିଚାରପତିଙ୍କ ଚାଲିଛି ବିଚାର; ନିଶାରେ କଲେ ଏମିତି କାଣ୍ଡ...

ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍‌ରେ ରହିବି।” ମଙ୍ଗଳବାର ଦିନ ଏହି ମାମଲାରେ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି।

 snake venom racket
ଧରାପଡ଼ିଲା ସାପ ବିଷ ରାକେଟ୍ : ୨୯ ନାଗ ସାପ ଉଦ୍ଧାର, ୩ ଜଣ ଗିରଫ

ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ,ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର।

Mystery over Mahanga minor girl death case
ରହସ୍ୟ ଘେରରେ ନାବାଳିକାଙ୍କ ମୃତ୍ୟୁ: ଭାଇରାଲ୍‌ ହେଉଛି ବିଜେଡି ନେତାଙ୍କ ଟଙ୍କା ମାଗିବାର ଅଡିଓ...

ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

  • Wednesday, 16 August 2023
Delhi woman kills boyfriends son
ବିବାହିତ ପୁରୁଷଙ୍କୁ ପ୍ରେମ କରୁଥିଲେ ଯୁବତୀ, କଣ୍ଟା ସାଜିଥିଲା ନାବାଳକ ପୁଅ, ତଣ୍ଟିକାଟି କଲା ହତ୍ୟା

ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍‌ରେ ମଧ୍ୟ ରହିଥିଲେ । ରିଲେସନସିପ୍‌ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।

  • Wednesday, 16 August 2023
Cuttack girl kills self after friend blackmails to make private pictures public
ବାନ୍ଧବୀ ସାଜିଲା ବଇରୀ: ଭାଇରାଲ୍‌ କଲା ଲୁଗା ପିନ୍ଧେଇବାର ଫଟୋ...

ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି।

16kg deer meat seized
ପାଖରେ ଥିଲା ୧୬ କିଲୋ ହରିଣ ମାଂସ, ବିକ୍ରି ହେଉଥିଲା କେଜି ୩ହଜାର ଟଙ୍କା

୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।

s
ସ୍ତ୍ରୀର ପ୍ରେମିକ ଉପରେ ରାଗ ଶୁଝାଇଲା ସ୍ୱାମୀ, ଗାଁକୁ ଆସିଥିବା ବେଳେ ଗୁଳି ମାରିଦେଲା...

ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ।

  • Wednesday, 16 August 2023
Man allegedly shoots estranged wife lover in sambalpur
ସ୍ତ୍ରୀର ପ୍ରେମିକ ଉପରେ ରାଗ ଶୁଝାଇଲା ସ୍ୱାମୀ, ଗାଁକୁ ଆସିଥିବା ବେଳେ ଗୁଳି ମାରିଦେଲା...

ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ। 

  • Wednesday, 16 August 2023
  • Firing
UP Man
କୁନିଝିଅକୁ କାନ୍ଧରେ ବସାଇ ଚାଲିଚାଲି ଆସୁଥିଲେ ବାପା; ହଠାତ୍‌ ଗୁଳିମାଡ଼ କଲା ଦୁର୍ବୃତ୍ତ

ବ୍ୟକ୍ତିଙ୍କ ଦେହରେ ଗୁଳିବାଜିବା ପରେ ସେ ସେହି ରାସ୍ତାରେ ଟଳିପଡ଼ିଥିଲେ । କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ରାସ୍ତାରେ ଖସିପଡ଼ିଥିଲା । ଘଟଣାର ଭିଡିଓ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।

  • Tuesday, 15 August 2023