• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Balasore Train Tragedy
ଗୋଟିଏ ମୃତଦେହ ଏକାଧିକ ଦାବିଦାର

ଟ୍ରେନ୍ ଦୁର୍ଘଟଣା ପରେ ହୃଦୟ ବିଦାରକ ଦୃଶ୍ୟ.. ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ । ନିଜ ବନ୍ଧଙ୍କୁ ଖୋଜି ପାଉନାହାନ୍ତି ୩ ଯୁବକ । କାଲି ଚିହ୍ନଟ କରିଥିଲେ, ବନ୍ଧୁଙ୍କ ପରି ଲାଗୁଥିଲେ ହେଲେ ଅନ୍ୟ ପରିବାର ଆସି ସେହି ମୃତଶରୀରକୁ ନେଇଯାଇଛନ୍ତି ।

Bhubaneswar AIIMS
Train Tragedy: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।

train accident
ଭେଣ୍ଡିଆ ପୁଅ ଫୋନ୍ କରିଥିଲା.. ବାପା ମୁଁ ଆସୁଛି

ଘରକୁ ଆସୁଥିଲା ଭେଣ୍ଡିଆ ପୁଅ । ଟ୍ରେନ୍ ହାୱଡ଼ାରେ ପହଞ୍ଚିଥିଲେ ପାଛୋଟି ନେଇଥାନ୍ତେ ଘରଲୋକେ । ହେଲେ ବାଟରେ ଘଟିଗଲା ଅଘଟଣ । ଚାରିଦିନ ହେଲା ପୁଅକୁ ଚିହ୍ନିପାରୁନି ବାପା । ଗେଲ୍ଲା ଭାଇର ଶରୀରକୁ ଚିହ୍ନିପାରୁନି ବଡ଼ ଭାଇ । ଏ ହସ୍ପିଟାଲକୁ ସେ ହସ୍ପିଟାଲ ଦୌଡ଼ି ଦୌଡ଼ି ନୟାନ୍ତ, ହେଲେ ମିଳୁନି ପୁଅ ।

Train Tragedy With Rajdhani Express
Train Tragedy: ଫୁଲ୍‌ ସ୍ପିଡ୍‌ରେ ଭୁବନେଶ୍ୱର ଆସୁଥିଲା ରାଜଧାନୀ ଏକ୍ସପ୍ରେସ୍‌, ଲେବୁଲ କ୍ରସିଂରେ ଫସିଥିଲା ଟ୍ରାକ୍ଟର

ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।

Train Tragedy, Fraud Woman
Train Tragedy: ଅନୁକମ୍ପା ଟଙ୍କା ପାଇଁ ଅଜଣା ଶବକୁ ସ୍ୱାମୀ କରିଥିଲେ, ଏବେ ସତ ସ୍ୱାମୀ ଥାନାରେ ଏତଲା ଦେଲେ

ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।

Odisha Train Train Tragedy
Train Tragedy: ତାଙ୍କ ଆଖି ଆଗରେ ଚାଲିଗଲା ଅନେକଙ୍କ ପ୍ରାଣବାୟୁ, ହେଲେ ଅଳ୍ପକେ ବର୍ତ୍ତିଗଲେ ମାନିକଲାଲ..

ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।

Odisha Train Tragedy
Train Tragedy: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।

Train Accident
ଛାତିଥରା ଅନୁଭୂତି ବଖାଣିଲେ NDRF, ଓଡ୍ରାଫ୍ ଏବଂ ଓଫଡ୍ରା ଯବାନ

ବାହାନଗା ରେଳ ଦୁର୍ଘଟଣା ପରେ ସବୁଠୁ ବଡ଼ ଆହ୍ବାନ ଥିଲା ଅବିଳମ୍ବେ ମୃତାହତଙ୍କ ଉଦ୍ଧାର କାର୍ଯ୍ୟ। ଆଉ ଏ କାମରେ NDRF, ଓଡ୍ରାଫ୍ ଓ ଓଫଡ୍ରାର ଯବାନ ନେଇଥିଲେ ମୁଖ୍ୟ ଭୂମିକା।

Train Accident
ମୃତଦେହ ଚିହ୍ନଟକୁ ନେଇ ଦ୍ବନ୍ଦ୍ବ

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୪ ଦିନ ବିତିଲାଣି । ହେଲେ ମୃତଦେହ ଚିହ୍ନଟ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଅନେକ ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ସଂପର୍କୀୟ । କେଉଁ ମୃତଦେହ କାହାର ? କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ?

Train Tragedy
ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ

ଲୋମଟାଙ୍କୁରା ବାହାନଗା ରେଳ ଦୁର୍ଘଟଣାର ୫ ଦିନ ପରେ ଏଯାଏଁ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ତାର କାରଣ, ସେଗୁଡିକ ଏତେ ମାତ୍ରାରେ କ୍ଷତବିକ୍ଷତ ହୋଇଛି, ଚିହ୍ନିବା ଅବସ୍ଥାରେ ହିଁ ନାହିଁ ।

Train Mishap
ଟ୍ରେନ୍ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ରକୁ ନେଇ ବଢ଼ିଲା ସନ୍ଦେହ

ବାହାନଗା ଟ୍ରେନ୍ ଟ୍ରାଜେଡି ପଛରେ ହୋଇଛି କି ଗଭୀର ଷଡ଼ଯନ୍ତ୍ର ? ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ସନ୍ଦେହ କରୁଛି କି ରେଳ ମନ୍ତ୍ରାଳୟ ? ଯେଉଁଥି ପାଇଁ ରେଲୱେ ସେଫ୍ଟି କମିଶନଙ୍କ ବ୍ୟତୀତ ସିବିଆଇକୁ ବି ଦିଆଯାଇଛି ତଦନ୍ତ ଭାର ।

Train Mishap
ବାହାନଗା ଟ୍ରେନ୍ ଟ୍ରାଜେଡି: ମାମଲା ରୁଜୁ କଲା CBI

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ତଦନ୍ତ ପାଇଁ ମାମଲା ରୁଜୁ କରି GRPଠାରୁ ତଦନ୍ତ ଭାର ବି ହାତକୁ ନେଇଛି ।

Bahanaga Train Tragedy
ମାଆ କୋଳ ଖାଲି କରିଦେଲା କରମଣ୍ଡଳ ଟ୍ରାଜେଡି

ସ୍ତ୍ରୀ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର । ହସିଲା ସଂସାର ଉଜାଡି ଦେଲା କାଳରୂପୀ କରମଣ୍ଡଳ ।

Train Accident
Train Tragedy: ଚାରିଆଡ଼େ କାନ୍ଦ ବୋବାଳି, କାହାକୁ ବଞ୍ଚାଇବେ.. ଯବାନ ବଖାଣିଲେ ଅନୁଭୂତି

ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।

Train Accident
Train Tragedy: ୪ ଦିନ ପରେ ବି ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ, ଗୋଟିଏ ଶବକୁ ଏକାଧିକ ଦାବିଦାର

ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।

Train Tragedy
Train Tragedy: ୪୦ ମୃତଦେହ ଏମିତି ଥିଲା, ଯାହାର ଶରୀରରେ ନା ଥିଲା କ୍ଷତ ଚିହ୍ନ ନା ରକ୍ତର ଦାଗ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।

Train Tragedy
Train Tragedy: ଖୋଜି ଖୋଜି ନୟାନ୍ତ, ତଥାପି ପାଉ ନାହାନ୍ତି ! ବଞ୍ଚିଛନ୍ତି କି ମରିଛନ୍ତି ଜଣା ନାହିଁ...

ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ । ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ନୟାନ୍ତ ପ୍ରିୟ ପରିଜନ । ଜାଣି ପାରୁନାହାନ୍ତି ନିଖୋଜ ଥିବା ମଣିଷଟି ବଞ୍ଚିଛି କି ନାହିଁ ।

Train Mishap
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ହୋଇଛି କି ଷଡ଼ଯନ୍ତ୍ର?

ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।

Train Mishap
ଟ୍ରାଜେଡି ସ୍ପଟରେ ଘନ ଘନ କ୍ଲୁ ଖୋଜିଲା, ତାପରେ ଏଫଆଇଆର ରୁଜୁ କଲା CBI

ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

Train Accident
ବାହାନଗା ଟ୍ରେନ ଦୁର୍ଘଟଣା: ଏକାଧିକ ଯାତ୍ରୀଙ୍କ ଜୀବନ ନେଇଛି ବିଦ୍ୟୁତ ଆଘାତ !

ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍

Odisha Train Tragedy
ବାହାନଗା ରେଳ ଦୁର୍ଘଟଣା : ୨୭୫ ନୁହେଁ, ମୃତ୍ୟୁ ସଂଖ୍ୟା ୨୮୮

ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

CBI
ଓଡ଼ିଶା ଟ୍ରେନ ଟ୍ରାଜେଡି: ମାମଲା ରୁଜୁ କଲା CBI

ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

train accident
ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି : ମମତା

କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Odisha Train Accident
କି କରୁଣ ଦୃଶ୍ୟ ! ଛାତିକୁ ପଥର କରି ମୃତକଙ୍କ ଫଟୋ ସହ ପୁଅର ଫଟୋ ମିଳାଉଛି ବାପା

‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’

CBI Team Reaches At The train Accident Spot In Bahanaga
ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ ଆରମ୍ଭ କଲା ସିବିଆଇ

ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା