ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟି ଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍ ଟ୍ରେନ୍ ହୋଇଥାଆନ୍ତା...
Published By: Rajalaxmi Sahoo
Last updated: 22 July 2023, 01:02 PM IST
ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l