ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା
ରାସ୍ତାରେ ଛକିଥିଲା ଯମ । ପରିବାର ସହ କାର୍ରେ ଯାଉଥିବା ବେଳେ ସରିଗଲା ତେଲ । ରାସ୍ତା କଡ଼ରେ ଛିଡା ହୋଇ ଫୋନ୍ରେ କଥା ହେଉଥିବା ବେଳେ ଚଢିଗଲା ଆମ୍ବୁଲାନ୍ସ...ଚାହୁଁଚାହୁଁ ଚାଲିଗଲା ଜୀବନ
୮ ମହଲାର ବାଲ୍କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି।
ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।
ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ ।
ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ ପ୍ରଶ୍ନ ଉଠିଲାଣି।
ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।
ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ
କରମଣ୍ଡଳ ନେଇଗଲା ବାପାଙ୍କ ଜୀବନ । ବାହାଘରର ୧୦ ଦିନ ପରେ ବାପା ଚାଲିଗଲେ...ହେଲେ ଏବେ ବି ଝିଅ ଭାବୁଛି ବାପା ଚେନ୍ନାଇରେ ଥିବା ପରି ମନେ ହେଉଛି...ଭଉଣୀ କହୁଛି ଭାଇ ଆସିବ ରାକ୍ଷୀ ପୁନେଇକୁ
ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ।
ଟ୍ରେନ୍ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍ପି ଥାନା ଅଞ୍ଚଳରେ ଟ୍ରେନ୍ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।
ରାତି ପ୍ରାୟ ୯ଟା ୧୦ ମିନିଟ ସମୟରେ ହଠାତ୍ ଚେକ୍ ଇନ୍ କାଉଣ୍ଟର ପାଖ ଅଂଚଳରେ ନିଆଁ ଲାଗିଯାଇଥିଲା।
ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ ।
ପହିଲି ରଜରେ ଗାଁରୁ ସହର ଚାରିଆଡ଼େ ହସଖୁସିର ଆସର ଜମିଥିବା ବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ମା’ର କୋଳଶୂନ୍ୟ କରିଦେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ । ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ନିମପୁର ଗାଁ ନିକଟରେ ।
ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’
ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଲା ଅଘଟଣ
ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭୟଙ୍କର ଦୁର୍ଘଟଣା... ତେଲ ନେଉ ଯାଉଥିବା ବେଳେ ଓଲଟିପଡ଼ିଲା ଟ୍ୟାଙ୍କର୍, ଏଥିରେ ଚାରି ଜଣଙ୍କର ଜୀବନ ଚାଲିଯାଇଛି ।
ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର
ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜଣେ ଆହତଙ୍କ କଟକ SCB ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।