ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।
ଗୁଡ଼ାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।
ଲୁପ୍ ଲାଇନରେ ଛିଡା ହୋଇଥିବା ମାଲ୍ବାହୀ ଗାଡ଼ିକୁ ଆଉ ଏକ ମାଲ୍ବାହୀ ଗାଡ଼ି ଧକ୍କା ଦେଇଛି। ବାଙ୍କୁଡ଼ା ଓଣ୍ଡାଗ୍ରାମ୍ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଛି।
ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ମନ୍ଦିରରେ ପହଞ୍ଚିବା ପୂର୍ବରୁ ଜୀବନ ନେଇଗଲା ଯମ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକେ ବାଗେଶ୍ୱର ତହସିଲ୍ର କପକୋଟ୍, ଶାମା ଓ ଭନାର୍ର ବୋଲି କୁହାଯାଉଛି ।
ହୋଟେଲ୍ରେ ଚାଲିଥିଲା ସେଲିବ୍ରେସନ୍। ହଠାତ୍ ହେଲା ଭୟଙ୍କର ଗ୍ୟାସ୍ ବିସ୍ଫୋରଣ। ବୁଧବାର ରାତି ୮ଟା ୪୦ରେ ରାଜଧାନୀ ୟିନ୍ଚୁଆନ୍ରେ ଥିବା ବାର୍ବିକିୟୁ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା।
ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା PCR ।
ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ ।
ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବାସହ ୭୦ଜଣ ଅହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଡାଲୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଭୁବନେଶ୍ୱରରେ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭବାନୀ ମଲ୍ ନିକଟରେ ଥିବା ଏହି ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ନିୟନ୍ତ୍ରଣ ହରାଇ ବିମାନବନ୍ଦରର ପିଲର୍ରେ ପିଟି ହେଲା ବସ୍। ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି।
ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।
ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।
ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା
ରାସ୍ତାରେ ଛକିଥିଲା ଯମ । ପରିବାର ସହ କାର୍ରେ ଯାଉଥିବା ବେଳେ ସରିଗଲା ତେଲ । ରାସ୍ତା କଡ଼ରେ ଛିଡା ହୋଇ ଫୋନ୍ରେ କଥା ହେଉଥିବା ବେଳେ ଚଢିଗଲା ଆମ୍ବୁଲାନ୍ସ...ଚାହୁଁଚାହୁଁ ଚାଲିଗଲା ଜୀବନ
୮ ମହଲାର ବାଲ୍କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି।
ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।
ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ ।
ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ ପ୍ରଶ୍ନ ଉଠିଲାଣି।
ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।
ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ
କରମଣ୍ଡଳ ନେଇଗଲା ବାପାଙ୍କ ଜୀବନ । ବାହାଘରର ୧୦ ଦିନ ପରେ ବାପା ଚାଲିଗଲେ...ହେଲେ ଏବେ ବି ଝିଅ ଭାବୁଛି ବାପା ଚେନ୍ନାଇରେ ଥିବା ପରି ମନେ ହେଉଛି...ଭଉଣୀ କହୁଛି ଭାଇ ଆସିବ ରାକ୍ଷୀ ପୁନେଇକୁ