• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Wayanad Landslide
ବୁଲିବାକୁ ଯାଇଥିଲେ, ଭୂସ୍ଖଳନ ହେଲା; ଦୁଇ ଓଡ଼ିଆ ନିଖୋଜ

କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ । କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି ।

  • Tuesday, 30 July 2024
Wayanad Landslides
ୱାୟନାଡ଼ରେ ପ୍ରକୃତିର ତାଣ୍ତବ, ମୃତ୍ୟୁ ମୁଖରୁ ଜୀବନ ଫେରାଇବା ପାଇଁ ଚାଲିଛି ଅପରେସନ୍

କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ । ୱାୟନାଡ଼ର ମେପାଡ଼ି ପାହାଡ଼ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୯୩ କୁ ବୃଦ୍ଧି ପାଇଛି ।

Train Accident
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଜେଡି: ମୃତ ଦୁଇଜଣ ହେଲେ ଓଡ଼ିଆ

ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।

Massive landslides hit Kerala
କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...

ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି । ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି  । 

Train Accident
ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା; ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍  ଲାଇନଚ୍ୟୁତ... 

ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। 

 Delhi coaching centre
Video: IAS କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ...

କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

road accident
କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍; ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ । 

Kaudia
ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ

ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବା ବେଳେ ବୁଡ଼ି କାଉଡିଆଙ୍କ ମୃତ୍ୟୁ ହୋଇଛି।

IAS coaching centre
ଦିଲ୍ଲୀ ରାଜେନ୍ଦ୍ରନଗର ଛାତ୍ର ମୃତ୍ୟୁ ଘଟଣାରେ ଦାୟୀ କିଏ ?

 ରାଜେନ୍ଦ୍ରନଗର ସ୍ଥିତ ରାଓ ଆଇଏଏସ୍ କୋଟିଂ ଏକାଡେମୀର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ପରେ ଏବେ କାରଣ ଖୋଜୁଛି ପୋଲିସ ।

Road Accident
ଖାତକୁ ଖସିପଡ଼ିଲା ଗାଡ଼ି, ଗୋଟିଏ ପରିବାରର ୮ ମୃତ

ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାର ୮ ଜଣଙ୍କର ଦୁଃଖଦ ମୃତ୍ୟୁ...

Nepal Plane Crash
ପୁଣି ନେପାଳରେ ବିମାନ ଟ୍ରାଜେଡି, ଦୁର୍ଘଟଣାରେ ଚାଲିଗଲା ୧୮ ଜଣଙ୍କ ଜୀବନ

ମାତ୍ର କେଇ ସେକେଣ୍ଡ୍ ଭିତରେ ସବୁ ଶେଷ... ନେପାଳରେ ଜଳିଲା ପୁଣି ଗୋଟିଏ ବିମାନର ଚିତା...ଉଡ଼ାଣ ଭରିବା ମାତ୍ରେ ଖାଇରେ ଖସି ଅଗ୍ନିପିଣ୍ଡୁଳା ପାଲଟିଗଲା...।

Plane crashes
ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା; ୧୮ ମୃତ, ବଞ୍ଚିଗଲେ ପାଇଲଟ୍...

ନେପାଳ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବଞ୍ଚିଗଲେ ପାଇଲଟ୍ । ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

Wall Collapses
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୨ଜୀବନ

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। କାନ୍ଥ ପଡ଼ି୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଅନ୍ୟଜଣେ ବୃଦ୍ଧ ରହିଛନ୍ତି।

accident
ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୪୦ରୁ ଅଧିକ ଆହତ

ଘରୋଇ ବସ୍‌ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ।ତେବେ ବିଳମ୍ୱିତ ରାତିରେ ବାମଣ୍ଡା ନିକଟରେ ସୁନାଖାଇ ପୋଲ ତଳକୁ ଖସିପଡିଥିଲା।

Gonda train accident
କେମିତି ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଟ୍ରେନ୍ ? ତଦନ୍ତ କରୁଛି ରେଲୱେ ସେଫଟି କମିଶନର...

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।

Train Accident
ଓଲଟି ପଡ଼ିଛି ଅନେକ ବଗି, ପୁଣି ବଡ଼ ଟ୍ରେନ ଦୁର୍ଘଟଣା; ଲାଇନ୍‌ଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସ

ପୁଣି ବଡ଼ ରେଳ ଦୁର୍ଘଟଣା । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି ।

nursing home fire
ନର୍ସିଂହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ଏସି, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରୁ ହଠାତ୍ ଧୂଆଁ ବାହାରିଥିଲା। ସେତେବେଳେ ଡ୍ୟୁଟି ରୁମ୍‌ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀକୁ ଖବର ଦେଇଥିଲେ।

Accident
ଠିଆ ହୋଇଥିଲେ ଯାତ୍ରୀ, ହଠାତ୍ ମାଡିଗଲା ଟ୍ରକ୍; ଚାଲିଗଲା ୬ଜୀବନ

ବସ୍‌ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Cuttack Pvt Hospital Fire
କେମିତି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?

ଘରୋଇ ନର୍ସିଂହୋମ୍  ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ ? 

Nursing Home
କଟକ ଘରୋଇ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ ଘଟଣା, ୧୧ ଦିନର ଶିଶୁ ମୃତ

କଟକ ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Fire Mishap
ଟଳିଲା ଅଘଟଣ, ବଞ୍ଚିଲା ଅନେକ ଜୀବନ

ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ ।

Fire Mishap
ଟଳିଲା ଅଘଟଣ, ବଞ୍ଚିଲା ଅନେକ ଜୀବନ; କାରଣ କ'ଣ, ଉଠିଲା ଅନେକ ପ୍ରଶ୍ନ

ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ ।

Mohan Majhi
କଟକ ତ୍ରିଶା ହସ୍ପିଟାଲରେ କେମିତି ଲାଗିଲା ନିଆଁ ? ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରେ ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Fire Mishap
ନର୍ସିଂହୋମ୍‌ରେ ଭୟାଭୟ ଅଗ୍ନିକାଣ୍ତ; ଆଇସିୟୁରେ ଲାଗିଲା ନିଆଁ, ଉଦ୍ଧାର ଜାରି

କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ ଲାଗିଛି ।

Accident
ବିଚ୍ ରାସ୍ତାରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରୁ ଫେରାର ଡ୍ରାଇଭର

ବିଚ୍ ରାସ୍ତା ଉପରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ରାତିରେ ପାରାଦୀପ ଦୋଛକିରେ ହୋମଗାର୍ଡ ରାଜନ୍ ପ୍ରଧାନ ଡ୍ୟୁଟି କରୁଥିବା ବେଳେ କୌଣସି ଟ୍ରକ୍ ଧକ୍କା ଦେଇଥିଲା ।