• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Accident
ହାଇଟେକ ବିସ୍ଫୋରଣରେ ବଡ଼ ଟ୍ବିଷ୍ଟ୍, ମୃତ ବ୍ୟକ୍ତି ଦିଲ୍ଲୀପ ନୁହେଁ ତ ଆଉ କିଏ?

ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବର ପାଣ୍ଡରା ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା ।

Accident
ଡ୍ୟାମରେ ଖସିଗଲା ବାନ୍ଧବୀଙ୍କ ପୋଷା କୁକୁର, ଡେଇଁ ପଡ଼ିଲେ ପୁରୁଷ ବନ୍ଧୁ; ଆଉ ତା’ପରେ ..

ସାଙ୍ଗର କୁକୁରକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଲେ । କୁକୁର ତ ଆରାମରେ ପହଁରି ପହଁରି ଆସିଗଲା । କିନ୍ତୁ ରହିଗଲେ ଯୁବକ ଜଣକ । ପାଣି ଭିତରେ ସଲୀଳ ସମାଧି ନେଲେ ।

Bus Accident
ହାଇୱା ଓ ଟ୍ରକ୍‌ ମଝିରେ ଚାପି ହୋଇଗଲା ପିକନିକ୍‌ ବସ୍‌; ୪୦ ଆହତ

ପିକନିକ୍‌ ବସ୍‌ ଦୁର୍ଘଟଣାଗସ୍ତ ହୋଇ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍‌ ଧକ୍କା ଦେବା ପରେ ବସ୍‌କୁ ପିଟିଲା ଆଉ ଏକ ଟ୍ରକ୍‌ ।

Truck Accident
ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ୍, ଦୁର୍ଘଟଣା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।

Minor boy killed
ମା’ ପାଇଁ ଔଷଧ ଆଣିବାକୁ ଯାଇଥିଲା ପୁଅ; ରାସ୍ତାରେ ମାଡ଼ିଗଲା ବସ୍‌

ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳକର ଘର ଆମ୍ବେଦକରନଗରରେ ।

Fuel Tanker Catches Fire
ଓଭରବ୍ରିଜ୍‌ ଉପରେ ଓଲଟିପଡ଼ିଲା ଟ୍ୟାଙ୍କର; ଲାଗିଗଲା ନିଆଁ, ଅଟକି ରହିଲା ଶହଶହ ଗାଡ଼ି

ଟ୍ରାଫିକ୍‌ ପୋଲିସ ଉପସ୍ଥିତ ରହି ଗାଡ଼ି ଗୁଡ଼ିକୁ ଅଟକାଇବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ମୃତାହତଙ୍କ ସୂଚନା ମିଳିପାରିନାହିଁ ।

Plant Blast
KJS ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Accident
ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୧୪ ଯାତ୍ରୀଙ୍କ ଜୀବନ

୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

Blast In Hi Tech Hospital
ହାଇଟେକ୍ ମେଡିକାଲରେ ବିସ୍ଫୋରଣ, ଆଉ ଜଣଙ୍କ ମୃତ୍ୟୁ

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ।

Accident
ଦେଖାଗଲାନି ରାସ୍ତା ! ପିଟି ହୋଇଗଲେ ବସ୍-ଟ୍ରକ୍, ଲିଭିଗଲା ୩ ଜୀବନ ଦୀପ

ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।

Flight Crash
ଉଡ଼ିବା ବେଳେ ଘସି ହେଲା ଫ୍ଲାଇଟ୍‌, ଜଳିଗଲା ପୂରା ବିମାନ.. ଅଳ୍ପକେ ବର୍ତ୍ତିଲେ ୩୬୦ ଯାତ୍ରୀ

ଜଳନ୍ତା ବିମାନରେ ନିଆଁକୁ ଆୟତ୍ତ କରାଯାଇଛି। ସେପଟେ ତଟରକ୍ଷୀ ବାହିନୀ ବିମାନର କୌଣସି କ୍ଷତି ହୋଇନଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Bus Accident
ବସ୍ -ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪୦ ଆହତ

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Suicide
ସହି ପାରିଲେନି ସ୍ୱାମୀଙ୍କ ବିୟୋଗ, ଆତ୍ମହତ୍ୟା କରିଦେଲେ

ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ ।

Accident
ପିକନିକ କରିବାକୁ ଯାଉଥିଲେ, କିନ୍ତୁ ଶବ ହୋଇ ଫେରିଲେ

ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ ।

Bus Accident
ବର୍ଷର ଶେଷ ସଂଧ୍ୟାରେ ବଡ଼ ଦୁର୍ଘଟଣା; ଓଲଟିଲା ପିକ୍‌ନିକ୍‌ ବସ୍‌, ୩୫ ଆହତ

ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ୍‌ ୬୦ଜଣ ଥିଲେ ।

Train Coach Accident
ପ୍ଲେନ୍ ପରେ ଟ୍ରେନ୍, ମଝି ରାସ୍ତାରେ ଫସିଗଲା ଟ୍ରେନ୍ ବଗି

ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ଚାଲାଣ କରାଯାଉଥିଲା । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଦୁର୍ଘଟଣା ଘଟିଛି।

Globe Factory, Firemishap
ମହାରାଷ୍ଟ୍ରର ଭୟଙ୍କର ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଜଳିଗଲେ

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

Accident
ସେଲଫି ସାଜିଲା କାଳ, ଅକାଳରେ ଚାଲିଗଲା ପତ୍ନୀଙ୍କ ଜୀବନ

ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ ।

Blast In Hi Tech Hospital
ଅକ୍ସିଜେନ୍‌ ସିଲିଣ୍ଡର ଫାଟି ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ

ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ସୂଚନା।

Boat Capsized
ପାତାଳୀ ନଦୀରେ ଡଙ୍ଗା ବୁଡ଼ି ଘଟଣା, ମିଳିଲା ୪ ନିଖୋଜଙ୍କ ମୃତଦେହ

ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା

Koraput
ତାନସିଂ ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ ଓ ୪ ନିଖୋଜ

ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।

Drowning Death
ନଦୀ ପାର୍‌ ବେଳେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, ୪ ନିଖୋଜ

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

Accident
୨ ପିକ୍‌ନିକ୍‌ ସ୍କୁଲ ବସ୍‌ ଦୁର୍ଘଟଣା; ୧୭ଜଣ ଆହତ

ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡ଼ିନାହିଁ । କୁହୁଡ଼ି ନା ଅନ୍ୟ କିଛି କାରଣରୁ ଏପରି ଘଟିଲା ତା’ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

13 killed as bus catches fire after accident in Madhya Pradesh
ଦୁର୍ଘଟଣା ପରେ ଜଳିଗଲା ବସ୍‌; ୧୩ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି ।

China Rocket
ଆକାଶରୁ ଖସି ପଡ଼ିଲା ଚାଇନା ରକେଟ୍, ଜଙ୍ଗଲରେ ହେଲା ବିରାଟ ବିସ୍ଫୋରଣ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେଲା। ଆଉ କୁହାଗଲା, ସେଇ ଭିଡିଓରେ ଆକାଶରୁ ଯାହା ଖସୁଛି ତାହା ଚୀନ୍‌ ପକ୍ଷରୁ ପ୍ରେରଣ କରାଯାଇଥିବା ବୁଷ୍ଟର ।

  • Wednesday, 27 December 2023