Advertisment

ଟିକଟ ଖଣ୍ଡେ ପାଇଁ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅସନ୍ତୋଷ ଝାଡିଲେ କ୍ରିକେଟ ପ୍ରେମୀ

ଟିକେଟ କାଉଣ୍ଟରରେ ଠେଲାପେଲା ଓ ଧସ୍ତାଧସ୍ତି। କାଉଁଣ୍ଟରରେ ଭିତରେ ଅଣନିଶ୍ୱାସୀ ଖେଳ ପ୍ରେମୀ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଲେ। ହେଲେ ଟିକେଟ ପାଇବା ଆଶା କ୍ଷୀଣ ବୋଲି କେତେକ ଲୋକ କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି

ଟିକେଟ କାଉଣ୍ଟରରେ ଠେଲା ପେଲା, ଧସ୍ତାଧସ୍ତି । କାଉଣ୍ଟରରେ ଭିତରେ ଅଣନିଶ୍ବାସୀ । ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ଅପେକ୍ଷା । ଯିଏ ଯେମିତି ପାରିଲା ଆଗକୁ ମାଡି ଚାଲିଲା । ଦୁଇଟି କାଉଣ୍ଟର କିନ୍ତୁ ଧାଡି ହୋଇଛି ୪ ଟା। କ୍ରିକେଟ ପ୍ରେମୀଙ୍କ ଭିତରେ ପ୍ରବଳ କ୍ଷୋଭ। 

Advertisment
Advertisment
Advertisment