• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Hardik pandya dating singer jasmine walia after split from natasa stankovic
ନତାଶାଙ୍କ ଠାରୁ ଅଲଗା ହେଉ ହେଉ ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଲଭ୍ ବାର୍ଡ ! କିଏ ଏହି ସୁନ୍ଦରୀ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ନିଶ୍ଚିତ ହେବାର ମାତ୍ର ୨୫ ଦିନ ପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମିକା ମିଳିଯିବା ଖବର ଆସିଛି।

Pramod Bhagat
ସସ୍‌ପେଣ୍ଡ ହେବାପରେ କ'ଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନ ।

Neeraj Chopra
ନୀରଜ ଓ ମନୁଙ୍କ ବିବାହ ଚର୍ଚ୍ଚା, ମୁହଁ ଖୋଲିଲେ ସୁଟରଙ୍କ ବାପା

ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି । ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି ।

Vinesh Phogat
ଭିନେଶ ଫୋଗଟଙ୍କୁ ମିଳିବ କି ରୌପ୍ୟ ପଦକ ? ଆଜି ଆସିବ ମେଡାଲ ରାୟ

କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ ।

Pramod Bhagat
ପ୍ରମୋଦ ଭଗତଙ୍କୁ ବଡ଼ ଝଟକା; ଦେଢ଼ ବର୍ଷ ପାଇଁ ସସପେଣ୍ଡ କଲା BWF

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ । ଦେଢ ବର୍ଷ ପାଇଁ ସସ୍‌ପେଣ୍ଡ କଲା ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ।

Neeraj Chopra
ହେବ କି ମନୁ-ନୀରଜଙ୍କ ବାହାଘର !

ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ ।

Arshad Nadeem
ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର 

ପ୍ୟାରିସ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମଙ୍କୁ ମିଳିଲା ମଇଁଷି ଉପହାର ।

Manu Bhaker , Neeraj Chopra
Video: ନୀରଜଙ୍କୁ ଭେଟିଲେ ମନୁଙ୍କ ମା’; ବିବାହ ପକ୍କା ? ଭାଇରାଲ ହେଉଛି ଭିଡ଼ିଓ... 

ସରିଲା ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। 

Sarabjot Singh
ସରକାରୀ ଚାକିରି ଅଫରକୁ ମନା କଲେ ଏହି ଖେଳାଳି, ପ୍ରଶଂସା କରୁଛି ସାରାଦେଶ

ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ପରେ ସରକାର ଯାଚିଲେ ବଡ଼ ଚାକିରି । ମନା କରିଦେଲେ ଯୁବ ସୁଟର ସରବଜୋତ ।

Paris Olympics
ଆଜି ସରିବ ପ୍ୟାରିସ୍ ଅଲିମ୍ପିକ୍ସ, ଭାରତର ଧ୍ୱଜା ଧରିବେ ମନୁ ଓ ଶ୍ରୀଜେଶ

ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି ।

Vinesh Phogat
ଭିନେଶ ଫୋଗଟଙ୍କୁ ମିଳିବ କି ରୌପ୍ୟ ପଦକ ? ୧୩ ଅଗଷ୍ଟରେ ହଟିବ ମେଡାଲ୍ ସସପେନ୍ସ

CAS ଭିନେଶଙ୍କ ଅବେଦନକୁ ଗ୍ରହଣ କରିଥିବା ବେଳେ ୧୧ରେ ଏହାର ରାୟ ପ୍ରକାଶ ପାଇବାର ଥିଲା । ତେବେ ଏହା ପୁଣି ଥରେ ୧୩ ତାରିଖକୁ ଘୁଂଚିଛି ।

Paris Olympics
ଭାରତକୁ ଷଷ୍ଠ ପଦକ ! ଫ୍ରି ଷ୍ଟାଇଲ୍ ରେସଲିଂରେ ଅମନ ସେରାୱତଙ୍କୁ ବ୍ରୋଞ୍ଜ

ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୫ ବ୍ରୋଞ୍ଜ, ଗୋଟିଏ ସିଲଭର । ଅମନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

  • Saturday, 10 August 2024
Arshad Nadeem
ଗାଁ ଲୋକେ ଚାନ୍ଦା କରି ଦେଇଥିଲେ ଟଙ୍କା, ଏବେ ଜିତିଲେ ଅଲିମ୍ପିକ୍ସ ଗୋଲ୍ଡ

ପ୍ୟାରିସ ଅଲିମ୍ପିକ୍ସରେ ଏବେ ଚର୍ଚ୍ଚାରେ ଏହି ପାକିସ୍ତାନୀ ଆଥଲେଟ୍ । ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସେ ଆଥଲେଟିକ୍ସରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି ।

Vinesh Phogat
ଭିନେଶ ପାଇବେ କି ରୌପ୍ୟ ପଦକ, କୋର୍ଟ କରିବେ ଫୈସଲା..!

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି। 

Neeraj Chopra
ଜାଭେଲିନ୍ ଥ୍ରୋରେ ନୀରଜଙ୍କୁ ରୌପ୍ୟ, ଭାରତର ପଦକ ସଂଖ୍ୟା ୫

ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକରେ ମେଡାଲ । ପାକିସ୍ତାନର ଅର୍ସଦ ନଦୀମ ଜିତିଲେ ସ୍ବର୍ଣ୍ଣପଦକ ।

Hockey India
Paris Olympics 2024: ହକିରେ ବ୍ରୋଞ୍ଜ୍‌ ମେଡାଲ ଜିତିଲା ଭାରତ

ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ ।

Neeraj Chopra
Paris Olympics 2024 : ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ

ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ । ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ପୁରୁଷ ହକି ଟିମ ପାଖରେ ରହିଛି ପଦକ ଜିତିବାର ସୁଯୋଗ ।

Vinesh Phogat
କୁସ୍ତିକୁ ଅଲ୍‌ବିଦା କହିଲେ ଭିନେଶ; ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ବଡ଼ ନିଷ୍ପତ୍ତି

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି।

Vinesh Phogat
ଫାଇନାଲ୍ ପୂର୍ବରୁ ଗତକାଲି ତାଙ୍କର ୨ କେଜି ଓଜନ ବଢ଼ିଥିଲା

ଏହାକୁ କମ୍ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଭିନେଶ। ନେଇଥିଲେ କଠୋରରୁ କଠୋର ପଦକ୍ଷେପ।

  • Wednesday, 07 August 2024
Vinesh Phogat
ସ୍ୱର୍ଣ୍ଣ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ଥିଲା

ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ଫାଇନାଲକୁ ଯାଇଥିବା ରେସଲର ଭିନେଶ ଫୋଗଟ୍ ।

  • Wednesday, 07 August 2024
Vinesh Phogat
୨ କେଜି ଓଜନ ବଢ଼ିଥିଲା, କମାଇବା ପାଇଁ କେତେ କ’ଣ କରିଥିଲେ...!

ଭିନେଶ ସାଧାରଣତଃ ଦିନକୁ ଦେଢ଼ କେଜି ଖାଦ୍ୟ ଖାଉଥିବା ବେଳେ, ତାହା ଦୈନିକ ଅଭ୍ୟାସ ପାଇଁ ଯଥେଷ୍ଟ ହୋଇଥାଏ। ସେ ୩ ବାଉଟ୍ ଖେଳିବାକୁ ଥିବାରୁ ଡିହାଇଡ୍ରେସନ ରୋକିବାକୁ ଅଳ୍ପ ପରିମାଣର ପାଣି ପିଇବାକୁ ଦିଆଯାଇଥିଲା।

Vinesh Phogat
ଫାଇନାଲ୍ ପୂର୍ବରୁ ଭିନେଶ ଫୋଗଟଙ୍କୁ ଝଟକା ! ମାତ୍ର ୧୦୦ ଗ୍ରାମ୍ ପାଇଁ ଡିସକ୍ବାଲିଫାଏଡ୍

ପୁନର୍ବିଚାର ପାଇଁ UWWରେ IOAର ଅପିଲ୍ । ସଂସଦରେ ବି ଉଠିଲା ଭିନେଶ ଅଯୋଗ୍ୟ ପ୍ରସଙ୍ଗ ।

Rishabh Pant
Paris Olympics 2024: ନୀରଜ ଚୋପ୍ରାଙ୍କ ପାଇଁ କ୍ରିକେଟର ପନ୍ତଙ୍କ ବଡ଼ ଘୋଷଣା

ନୀରଜ ଚୋପ୍ରାଙ୍କ ପାଇଁ ବଡ଼ ଅଫର ଘୋଷଣା କଲେ କ୍ରିକେଟର ରିଷଭ ପନ୍ତ । ଗୋଲ୍ଡ ଜିତିଲେ ଲକି ବିଜେତାଙ୍କୁ ମିଳିବ ।

Know about life journey of vinesh phogat
Vinesh Phogat: ଭିନେଶ ଫୋଗଟ୍‌ ଭଲ ପାଠ ପଢୁଥିଲେ ମଧ୍ୟ କାହିଁକି ହେଲେନି ଡାକ୍ତର କି ଇଂଜିନିୟର୍

ସ୍ୱର୍ଣ୍ଣ ପଦକ ଆଣିବା ଆଶାରେ ଭିନେଶ ଫୋଗଟଙ୍କ ଉପରେ ସମଗ୍ର ଦେଶର ଆଖି ଥିଲା, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ। ଏହି ଆଶା ଏବେ ମଉଳି ଯାଇଥିଲେ ମଧ୍ୟ ସେ କିନ୍ତୁ ଭାରତ ପାଇଁ ନିଶ୍ଚିତ ଗୌରବ। ତେବେ ଆସନ୍ତୁ ଏହାରି ଭିତରେ ଭିନେଶ ଫୋଗଟ୍ କିପରି ଜଣେ ରେସଲର୍‌ ହୋଇଗଲେ ସେ ବିଷୟରେ ଜାଣିନେବା।

Vinesh Phogat
ତୁମେ ଚାମ୍ପିଅନ୍ସଙ୍କ ଭିତରେ ଚାମ୍ପିଅନ, ଭିନେଶ ଫୋଗଟଙ୍କୁ ମୋଦିଙ୍କ ସାନ୍ତ୍ୱନା

ଭିନେଶ ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ୍ତ୍ୱନା ।