ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍ରେ ବିକ୍ରି ହେବ ।
ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର।
ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ରାଜ୍ୟ ଜୁନିଅର ପୁରୁଷ ହକିରେ ବାଜିମାତ କଲା ସୁନ୍ଦରଗଡ। ଦେଓଗଡକୁ ୦-୧ରେ ହରାଇ ଚମ୍ପିଅନ୍ସ ହେଲା ସୁନ୍ଦରଗଡ। ଏହି ମ୍ୟାଚ୍ ଭୁବନେଶ୍ୱରସ୍ଥ କିଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା।
ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ।
ଲିଜେଣ୍ତସ୍ କ୍ରିକେଟ୍ର ୧୪ତମ ମ୍ୟାଚ୍ ଇଣ୍ତିଆ ଲିଜେଣ୍ତସ୍ ଓ ଇଂଲଣ୍ତ ଲିଜେଣ୍ତସ୍ ମଧ୍ୟରେ ଦେହରାଡୁନ୍ରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଲିଟିଲ୍ ମାଷ୍ଟର ସଚିନ ତେନ୍ଦୁଲକର୍ ନିଜର ପୁରୁଣା ଅନ୍ଦାଜରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ଟି ହାରିଯିବା ପରେ ଏବେ ଟିମ୍ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।
ମ୍ୟାଚ୍ ମଝିରେ କାହିଁକି ଦୀନେଶ କାର୍ତ୍ତିକଙ୍କ ବେକକୁ ଧରିଲେ ହିଟ୍ମ୍ୟାନ୍ ରୋହିତ ?
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା।
ଆଜି ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ ।
T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।
ବିସିସିଆଇ ପକ୍ଷରୁ ପୋଷ୍ଟ ହେଲା ଭାରତୀୟ ଦଳ ନୂଆ ଜର୍ସି ।
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।
ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?
ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।
କ୍ରିକେଟ୍ର ସବୁ ଫର୍ମାଟ୍ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍ ଉଥପ୍ପା ଅବସର ଘୋଷଣା କରିଛନ୍ତି। ରବିନ୍ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍ ଖେଳି ୯୩୪ ରନ୍ କରିଛନ୍ତି।
କିଙ୍ଗ୍ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ ବର୍ତ୍ତମାନ କୋହଲିଙ୍କର ୫୦ ମିଲିୟନ ଫଲୋଅର୍ସ ରହିଛନ୍ତି ।
ଚଳିତ ମାସରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା।
ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।
କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।
ICC ଟି-୨୦ ବିଶ୍ୱକପ ପାଇଁ ଦଳ ଭାରତୀୟ ଦଳ ଘୋଷଣା କଲା BCCI ।
ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ।
ଓଭର୍ ଆରମ୍ଭ ନହେଉଣୁ ପାକିସ୍ତାନ୍କୁ ମିଳିଥିଲା ୯ରନ୍।
ଆରମ୍ଭରୁ ହିଁ ପାକିସ୍ତାନ୍ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା।