Advertisment

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡକୁ ମିଳିଲା ବଡ ଆଶ୍ୱସ୍ତି: ଗାଙ୍ଗୁଲି-ଶାହା ଆରମ୍ଭ କରିବେ ଦ୍ୱିତୀୟ ଇନିଂସ

ଚଳିତ ମାସରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
BCCI President Sourav Ganguly

Ganguly, Jay Shah set for 2nd innings

ବିସିସିଆଇ ସଭାପତି ଓ ସଂପାଦକ ଭାବେ ଦ୍ୱିତୀୟ ଇନିଂସ ଜାରି ରଖିବେ। ସୌରଭ ଗାଙ୍ଗୁଲି ଓ ଜୟ ଶାହା ବିସିସିଆଇର ସମ୍ବିଧାନ ସଂଶୋଧନକୁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ୍ ଦେଇଛନ୍ତି। ଚଳିତ ମାସରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ, ଆଉ ତିନି ବର୍ଷ ଉଭୟ ସେମାନଙ୍କ ପଦ ବଜାୟ ରଖିବେ। ତିନି ବର୍ଷ କୁଲିଂ ଅଫ୍ ପିରିୟଡ୍ ରହିବ। ଏହାପୂର୍ବରୁ ଜଷ୍ଟିସ ଆର୍. ଏମ୍  ଲୋଧାଙ୍କ ନେତୃତ୍ୱରେ ଗଠିତ କମିଟି ବିସିସିଆଇରେ ସଂସ୍କାର ନେଇ ସୁପାରିଶ କରିଥିଲା। ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ  

Advertisment
Sourav Ganguly BCCI President Jay Shah Set For 2nd Innings Ganguly BCCI President Sourav Ganguly
Advertisment
Advertisment