• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Irfan Pathan
ବାରବାଟୀରେ ଆକ୍ସନ୍‌ ମୋଡ୍‌ରେ ଲିଜେଣ୍ଡସ୍‌, ମଇଦାନ ପ୍ରସ୍ତୁତ

୨୭ରେ ଗୁଜୁରାଟ ଜାଏଣ୍ଟକୁ ଭେଟିବ ଭିଲୱାରା କିଙ୍ଗ୍ସ । ୨୯ରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା  ।

IND v AUS T20
ଅଷ୍ଟ୍ରେଲିଆ ନିରାଶ, ସିରିଜ୍ ଜିତିଲା ଭାରତ

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।

Legends Cricket League
ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ୍, ମଇଦାନକୁ ଓହ୍ଲାଇବେ ଇରଫାନ୍‌-ୟୁସୁଫ୍

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ ।

Social Media War Between Athlete Dutee Chand And Her Sister Saraswati Chand
ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି, ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ବର୍ଷିଲେ...

କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।

End of the age of Roger Federer
ଟେନିସ୍‌କୁ ମିଳିବନି ଆଉ ଜଣେ ରୋଜର୍ ଫେଡ଼ରର୍

ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍‌ରେ ରୋଜର୍ ଫେଡ଼ରର୍ ଯୁଗର ଅବସାନ ଘଟିଛି। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା କରିଥିବେ ୪୧ ବର୍ଷ ବୟସରେ ପହଞ୍ଚିଥିବା ଏହି ମହାନ ଖେଳାଳି ଅଥବା ତାଙ୍କର ଅଜସ୍ର ପ୍ରଶଂସକ।

Barabati Stadium
ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଚାଲିଛି ବାରବାଟୀରେ ଟିକେଟ୍ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ ।

Roger Federer, Rafa Nadal, Virat Kohli
ଫେଡରର୍‌ଙ୍କ ପ୍ରତି ନାଡାଲ୍‌ଙ୍କ ଭଲପାଇବା ଦେଖି ଭାବବିହ୍ୱଳ ହେଲେ କୋହଲି

ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର।

IND vs AUS 2nd T-20
କର ବା ମର ମ୍ୟାଚ୍‌ରେ ଜିତିଲା ଭାରତ, ହାରିଲା ଅଷ୍ଟ୍ରେଲିଆ

ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

Sundergarh is the champion after losing to Deogarh 0-1
ଦେଓଗଡକୁ ୦-୧ରେ ହରାଇ ସୁନ୍ଦରଗଡ ଚମ୍ପିୟାନ

ରାଜ୍ୟ ଜୁନିଅର ପୁରୁଷ ହକିରେ ବାଜିମାତ କଲା ସୁନ୍ଦରଗଡ। ଦେଓଗଡକୁ ୦-୧ରେ ହରାଇ ଚମ୍ପିଅନ୍ସ ହେଲା ସୁନ୍ଦରଗଡ। ଏହି ମ୍ୟାଚ୍ ଭୁବନେଶ୍ୱରସ୍ଥ କିଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା।

Dilip Tirkey
ଓଡ଼ିଆ ପୁଅ ହକି ଇଣ୍ଡିଆର ନୂଆ ମୁଖିଆ

ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ।

Sachin Tendulkar
ଲିଜେଣ୍ତସ୍‌ କ୍ରିକେଟ୍‌ରେ ସଚିନ୍‌ଙ୍କ ଜଲୱା; ଫ୍ୟାନ୍ସ କହିଲେ ‘ଆମେ ୧୯୯୮ ମସିହାରେ ଅଛୁ’

ଲିଜେଣ୍ତସ୍‌ କ୍ରିକେଟ୍‌ର ୧୪ତମ ମ୍ୟାଚ୍‌ ଇଣ୍ତିଆ ଲିଜେଣ୍ତସ୍‌ ଓ ଇଂଲଣ୍ତ ଲିଜେଣ୍ତସ୍‌ ମଧ୍ୟରେ ଦେହରାଡୁନ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଲିଟିଲ୍‌ ମାଷ୍ଟର ସଚିନ ତେନ୍ଦୁଲକର୍‌ ନିଜର ପୁରୁଣା ଅନ୍ଦାଜରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।

IND vs AUS
ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ ଦେଖାଇବ ଭାରତ; ମଇଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ..

ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ପ୍ରଥମ ମ୍ୟାଚ୍‌ଟି ହାରିଯିବା ପରେ ଏବେ ଟିମ୍‌ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍‌ ଜିତିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

Rohit Sharma's aggressive gesture
ଦିନେଶ୍‌ କାର୍ତ୍ତିକଙ୍କୁ କାହିଁକି ଗୋଡ଼ାଇଲେ ରୋହିତ ଶର୍ମା ? ଦେଖନ୍ତୁ ମଜାଦାର ଭିଡିଓ..

ମ୍ୟାଚ୍‌ ମଝିରେ କାହିଁକି ଦୀନେଶ କାର୍ତ୍ତିକଙ୍କ ବେକକୁ ଧରିଲେ ହିଟ୍‌ମ୍ୟାନ୍ ରୋହିତ ?

IND vs AUS
ମୋହାଲି ଟି-ଟେଣ୍ଟିରେ ହାରିଲା ଭାରତ, ଜିତିଲା ଅଷ୍ଟ୍ରେଲିଆ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା।

IND vs AUS
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ଆଜି ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ ।

India Cricket Team
ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌

T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।

Team India New Jersey
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନୂଆ ଜର୍ସିରେ ଓହ୍ଲାଇବ ଟିମ୍‌ ଇଣ୍ତିଆ

ବିସିସିଆଇ ପକ୍ଷରୁ ପୋଷ୍ଟ ହେଲା ଭାରତୀୟ ଦଳ ନୂଆ ଜର୍ସି ।

Cyclist Swasti Singh
ସ୍ୱସ୍ତି ସିଂହ ଏକଲବ୍ୟ ପୁରସ୍କାର ବିଜେତା

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।

Hockey India
ହକି ଇଣ୍ଡିଆର ନୂଆ ମୁଖିଆ ହେବେ ଦିଲ୍ଲୀପ ତିର୍କୀ !

ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।

Why Mohammad Shami Ignored In T20 World Cup Team
ଟି-୨୦ ବିଶ୍ୱକପ୍ ଟିମ୍‌ରେ ମହମ୍ମଦ ଶାମୀଙ୍କୁ ଅଣଦେଖା କାହିଁକି

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍‌ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?

Mark Boucher
ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌

ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।

Robin Uthappa Retires From All Forms Of Indian Cricket
କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ରବିନ୍‌ ଉଥପ୍ପାଙ୍କ ସନ୍ୟାସ

କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍‌ ଉଥପ୍ପା ଅବସର ଘୋଷଣା କରିଛନ୍ତି। ରବିନ୍‌ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍‌ ଖେଳି ୯୩୪ ରନ୍‌ କରିଛନ୍ତି।

Virat Kohli
ପୁଣି ରେକର୍ଡ କଲେ ବିରାଟ; ରେସ୍‌ରେ ପଛରେ ପଡ଼ିଲେ ‘ଗଡ୍‌ ଅଫ୍‌ କ୍ରିକେଟ୍‌’

କିଙ୍ଗ୍‌ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ ବର୍ତ୍ତମାନ କୋହଲିଙ୍କର ୫୦ ମିଲିୟନ ଫଲୋଅର୍ସ ରହିଛନ୍ତି ।

Mitchell Starc, Mitchell Marsh, Marcus Stoinis
ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବେନି ଏହି ତିନି ଖେଳାଳି..

ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।