• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

IND vs PAK
ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌; ଟସ୍‌ ଜିତି ଭାରତର ବୋଲିଂ

ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ ।

IND vs PAK
ମେଲବର୍ଣ୍ଣରେ ହାଇଭୋଲଟେଜ୍‌ ମ୍ୟାଚ୍‌; ପାକିସ୍ତାନକୁ ମାତ୍‌ ଦେଇ ବିଜୟ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ତିଆ

ମେଲବର୍ଣ୍ଣରେ ଆଜି ମହାମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍‌ବଷ୍ଟର ମ୍ୟାଚ୍‌ ।

Can Team India win the World Cup crown after a decade and a half?
ଦେଢ଼ ଦଶନ୍ଧି ପରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ

କେତେକ ପୂର୍ବତନ କ୍ରିକେଟର୍ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍‌ରେ ଟିମ୍ କ’ଣ ଭାରତର କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଆଶାକୁ ପୂରଣ କରିପାରିବ?

AUS vs NZ
ଉଦ୍‌ଘାଟନୀ ମ୍ୟାଚ୍‌ରେ ହାରିଲା କଙ୍ଗାରୁ ଟିମ୍‌

ଅଷ୍ଟ୍ରେଲିଆକୁ ୮୯ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଛି ।

Rohit Sharma On Asia Cup 2023
ଏସିଆ କପ୍‌ ବିବାଦକୁ ନେଇ ରୋହିତ ଶର୍ମା ଦେଲେ ବଡ଼ ବୟାନ- କହିଲେ...

ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। 

Super 12
ସୁପର ୧୨ ଷ୍ଟାର୍ଟ; ଦ୍ୱିତୀୟ ଦିନରେ ଭାରତ-ପାକ୍‌ ଲଢ଼େଇ

ଆଜିଠୁ T20 ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟ । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ।

OCA Election
OCA ନିର୍ବାଚନ: ପ୍ରଣବ ସଭାପତି, ସଞ୍ଜୟ ସମ୍ପାଦକ

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ।

  • Friday, 21 October 2022
West Indies
ଦୁଇଥର ବିଶ୍ୱକପ୍‌ ବିଜେତା ପ୍ରଥମ ରାଉଣ୍ତରୁ ଆଉଟ୍‌; ସୁପର୍‌ ୧୨ରେ ଆୟର୍ଲ୍ୟାଣ୍ତ

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟିଛି। ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଟିମ୍‌ ଆଜି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଛି।

  • Friday, 21 October 2022
asia cup
ତେଜିଲା ଭାରତ-ପାକ୍‌ କ୍ରିକେଟ୍ ବିବାଦ ! ଜୟ ଶାହାଙ୍କ ବୟାନ୍‌ ପରେ ରକ୍ତଚାଉଳ ଚୋବାଉଛି ପିସିବି

ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଛି ପିସିବି । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

Aruna Mishra
୪୩ ବର୍ଷରେ ୪୨ କିମି ଦଉଡ଼ି ଚର୍ଚ୍ଚାରେ ଓଡ଼ିଆ ଝିଅ, ୨ଥର ଜିତିଛନ୍ତି ମୁମ୍ବାଇ ହାଫ୍ ମାରାଥନ୍

ମୁମ୍ବାଇରେ ରହୁଥିବା ଓଡ଼ିଆ ଝିଅ ଅରୁଣାଙ୍କ ପାଇଁ ବୟସ କେବଳ ଏକ ସଂଖ୍ଯା। ପିଲାବେଳେ କେବେ ଦୌଡ଼କୁଦ କରିନଥିବା ଅରୁଣା, ୪୩ ବର୍ଷ ବୟସରେ ୪୨ କିଲୋମିଟର ମାରାଥନ୍ ଦଉଡ଼ି ସଫଳତା ପାଇଛନ୍ତି। ମୁମ୍ବାଇ ହାଫ୍ ମାରାଥନରେ ସେ ଥରେ ଦ୍ୱିତୀୟ ଓ ଥରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

happy birthday virender sehwag
ବୀରୁଙ୍କୁ କାହିଁକି ‘ସୁଲ୍‌ତାନ୍‌ ଅଫ୍‌ ମୁଲତାନ’ ବୋଲି ଡାକନ୍ତି ସାଥୀ ଖେଳାଳୀ

ସେ ଆସିଲେ ପଡିଆ ଥରି ଉଠେ। ବ୍ୟାଟବଲରେ ମାଡ଼ିଆସେ ଝଡ। ଦର୍ଶକଙ୍କ ଛାତିରେ ସୃଷ୍ଟି ହୁଏ କମ୍ପନ। ସେ ଆସିଲେ ବର୍ଷାହୁଏ ଛକା ଚଉକା। ସେ ହେଉଛନ୍ତି ଟିମ୍‌ ଇଣ୍ଡିଆ ଶାନ୍‌ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଜଣେ ଦମଦାର ଓପନର । ଆଜି ତାଙ୍କ ଜନ୍ମଦିନରେ ‘ନଜଫଗଡର ନବାବ’ଙ୍କୁ ଅନେକ ଅନେକ ଶୁଭେଚ୍ଛା।

Roger Binny
ରୋଜର୍ ବିନ୍ନି BCCIର ନୂଆ ଅଧ୍ୟକ୍ଷ; ପଦ ବଜାୟ ରଖିଲେ ସମ୍ପାଦକ ଜୟ ଶାହ

ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

BJD eyes Odisha Cricket Association, Bobby Das in President race
OCA ଉପରେ ବିଜେଡ଼ିର ଆଖି ! ସର୍ବେସର୍ବା ହେବେ କି ବବି ଦାସ ?

ରାଜ୍ୟ ରାଜନୀତିରେ ଦବ୍‌ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। OCA ଉପରେ ସିଧାସଳଖ କବ୍‌ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

FIFA U-17 Women's WC
ଭାରତ ପାଇଁ ସମ୍ଭାବନା ଆଣିଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍

ଭାରତରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତିର ବିକାଶ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।

India Champion
ଶ୍ରୀଲଙ୍କାକୁ ମାତ୍‌ ଦେଇ ୭ମ ଟାଇଟଲ୍‌ ହାସଲ କଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ମହିଳା ଏସିଆ କପ୍‌ କ୍ରିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଟିମ୍‌ ଇଣ୍ତିଆ ଚାମ୍ପିୟନ । ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍‌ କରି ଟିମ୍‌ ପାଇଁ ବିଜୟୀ ଇନିଂସ ଖେଳିଲେ ।

Know The Discussion Between Cricketers Ahead Of India Vs Pakistan Match
ଭାରତ ଓ ପାକିସ୍ତାନ କ୍ରିକେଟର ଭେଟ ହେଲେ, ପରସ୍ପର ମଧ୍ୟରେ କ’ଣ କଥା ହୋଇଥାନ୍ତି ? ଜାଣନ୍ତୁ...

ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।

Mohammed Shami
ICC T20 World Cup 2022: ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିବେ ସାମି

ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

IND vs PAK
BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

FiFA world Cup
ସାରା ବିଶ୍ୱକୁ ମାଡ଼ି ଆସିଥିଲା ସଙ୍କଟ ! ୯୨ ବର୍ଷର ଇତିହାସରେ ୨ଥର ବନ୍ଦ ହୋଇଥିଲା ଫିଫା ବିଶ୍ୱକପ୍

ଯଦି ଆପଣ କେବେ ପଡ଼ିଆରେ ଲାଇଭ୍‌ ଫୁଟ୍‌ବଲ ମ୍ୟାଚ୍‌ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।

football politics
ଫୁଟବଲ୍ ଫର୍ ସ୍କୁଲ ବନାମ ଫୁଟବଲ୍ ଫର ଅଲ୍ : ଗୋଟିଏ ଯୋଜନାକୁ ଭିନ୍ନ ନାଁ ଦେଇ ଶ୍ରେୟ ପ୍ରତିଯୋଗିତା

କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍

ICC Men's T-20 WorldCup
ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୨: ଟିମ୍‌ ପାଇଁ ଗେମ୍‌ ଚେଞ୍ଜର ହେବେ ଏହି ୫ ବ୍ୟାଟ୍ସମ୍ୟାନ୍‌

ଏଥର କିଛି ଏମିତି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି ଯାହାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ତେବେ ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ୫ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ..

OCA Election
୨୮ ତାରିଖରେ ହେବ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ନିର୍ବାଚନ

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ।

FIFA U-17 Women's WC
ଆଜିଠୁ ମହିଳା ବିଶ୍ୱକପ ଫୁଟବଲ୍; ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ

ରାଜଧାନୀ ଭୁବନେଶ୍ୱରରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍‌ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର ।

FIFA U-17 Women’s World Cup: Kalinga Stadium In Bhubaneswar To Host Match From Tomorrow
ଭୁବନେଶ୍ୱରରେ ଫୁଟବଲ୍ ଫିଭର, କାଲିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଫୁଟବଲ୍ ମହାକୁମ୍ଭ

ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନର୍‌ରେ ଝଲସୁଛି ରାସ୍ତାଘାଟ। ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ।

Shreyas Iyer
ଶ୍ରେୟସ୍‌ଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ୭ ୱିକେଟରେ ପରାସ୍ତ

ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ।