ଭାରତ ଜିତିବା ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବାଂଲାଦେଶ ଖେଳାଳି ଫେକ୍ ପିଲ୍ଡିଂ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବାଂଲାଦେଶ ଖେଳାଳି ନୁରୁଲ୍ ହସନ୍ ଏହି ପ୍ରସଙ୍ଗ ଉଠାଇଛନ୍ତି।
ଭାରତର ବିଜୟ ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍ଡ୍ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି।
ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶକୁ ୧୮୫ ରନ୍ର ଟାର୍ଗେଟ ଦେଇଛି ।
ଏଡିଲେଡ୍ରେ ହେବାକୁ ଥିବା ଭାରତ- ବାଲାଂଦେଶ(IND vs BAN)ଏହି ମ୍ୟାଚ୍ରେ ବର୍ଷା ଭିଲେନ୍ ସାଜିପାରେ। ମଙ୍ଗଳବାର ଦିନ ଏଠାରେ ବର୍ଷା ହୋଇଥିବାରୁ ବୁଧବାର ଦିନ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିଛି।
ପର୍ଥ ଟି-୨୦ ବେଳେ ବିରାଟଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଠି ହୋଟେଲ୍ର ଜଣେ ବ୍ୟକ୍ତି ଖୁଲମଖୁଲା ବିରାଟଙ୍କ ରୁମ୍ରେ ବୁଲିବା ସହ ବିରାଟଙ୍କ ବ୍ୟବହୃତ ସାମଗ୍ରୀକୁ ଦେଖାଇଥିଲେ ।
୨୦୦୩ ବିଶ୍ୱକପ୍ ଫାଇନାଲରେ ନେତୃତ୍ୱ ନେଇଥିଲେ ଗାଙ୍ଗୁଲି।
ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ।
ବିରାଟ କୋହଲି ଯେଉଁ ହୋଟେଲ୍ରେ ଅଛନ୍ତି, ସେଠାରେ ତାଙ୍କ ସହ ଏମିତି କିଛି ଘଟିଛି ଯାହାକୁ ନେଇ ଲୋକମାନେ ନିନ୍ଦା କରିଛନ୍ତି। ବିରାଟଙ୍କ ବିନା ଅନୁମତିରେ ହୋଟେଲ୍ର ଷ୍ଟାଫ ତାଙ୍କ ରୁମ୍ରେ ପ୍ରବେଶ କରି ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି।
୨୦ ଓଭରରେ ଭାରତ ୮ ଓ୍ୱିକେଟ ହରାଇ କରିଥିଲା ୧୩୩ ରନ୍।
ଟି-୨୦ ବିଶ୍ୱକପ୍(T20 World Cup 2022)ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍।
ଗୋଟିଏ ସମୟ ଥିଲା, ବିରାଟ ଭଲ ଫର୍ମରେ ନ ଥିଲେ ଏବଂ ତିନି ବର୍ଷରୁ ଅଧିକ ଦିନ ଧରି ତାଙ୍କ ବ୍ୟାଟ୍ରୁ ଶତକ ବାହାରି ନ ଥିଲା। ସେତେବେଳେ ସେ ନିଜେ ବି ବୁଝିପାରୁ ନ ଥିଲେ ଯେ ତାଙ୍କ ସହିତ କ’ଣ ଘଟୁଛି। ଖରାପ ପ୍ରଦର୍ଶନ ସ୍ଥଳେ ତାଙ୍କୁ କଡ଼ା ସମାଲୋଚନା ବି କରାଯାଉଥିଲା। ହେଲେ ଏବେ….
ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ଜିମ୍ବାୱେ ୧ ରନରେ ହରାଇ ଇତିହାସ ସୃଷ୍ଟି କରିଛି।
ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ମାତ୍ ଦେଇଥିବା ଟିମ ଇଣ୍ଡିଆ ଆଜି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।
ମ୍ୟାଚ୍ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍ ଫି’ ପାଇବେ ମହିଳା କ୍ରିକେଟର।
ଯଦି ନେଦରଲାଣ୍ଡ ସହ ଭାରତର ମୁକାବିଲା ରଦ୍ଦ ହୋଇଯିବ, ତା’ହେଲେ ଟିମ୍ ଇଣ୍ଡିଆକୁ ନେଦରଲାଣ୍ଡ ସହ ପଏଣ୍ଟ ଶେଆର କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟକର ହେବ କି ?
ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍ ୧୦କୁ ଫେରିଛନ୍ତି।
ଟି-୨୦ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ହେଲେ ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍ ପାଇଁ ଟିମ୍ ଇଣ୍ଡିଆ ମନା କରିଦେଇଛି। ପ୍ରାକ୍ଟିସ୍ ପାଇଁ ଭାରତୀୟ କ୍ରିକେଟ ଟିମ୍କୁ ସିଡ୍ନୀର ଉପନଗର ବ୍ଲାକ୍ଟାଉନ୍ ସ୍ଥିତ ଗ୍ରାଉଣ୍ଡ୍ ଦିଆଯାଇଥିଲା। BCCI ସୂତ୍ର ଅନୁସାରେ, ହୋଟେଲ୍ ଠାରୁ ପ୍ରାକ୍ଟିସ୍ ଗ୍ରାଉଣ୍ଡ୍ ୪୨ କି.ମି. ଦୂର।
ମଙ୍ଗଳବାର ଦିନ ପ୍ରାକ୍ଟିସ୍ ସେସନ୍ ସରିବା ପରେ ଟିମ୍ ଇଣ୍ଡିଆକୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ଭଲ ନଥିଲା। ଟିମ୍କୁ କେବଳ ସ୍ୟାଣ୍ଡ୍ୱିଚ୍ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଚାଲି ଥିବାବେଳେ ଜଣେ ପାକିସ୍ତାନୀ ଫ୍ୟାନ୍ ଓଲଟା ପତାକା ଉଡ଼ାଉଛନ୍ତି।
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍ର ସେମିଫାଇନାଲ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି।
ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍ ହୋଇଯାଇଥିଲେ। ଏହି ସମୟରେ ସେ ତାଙ୍କର ସ୍ୱର୍ଗତ ବାପାଙ୍କୁ ମନେ ପକାଇଥିଲେ।
ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।
ମେଲବର୍ଣ୍ଣରେ ବିଜୟରୁ T-20 ବିଶ୍ୱକପ୍ ଅଭିଯାନ ଆରମ୍ଭ
କେଏଲ୍ ରାହୁଲ ଆରମ୍ଭରୁ ୮ ଟି ବଲ୍ ଖେଳି ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍ ହୋଇଥିଲେ ।