• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Footballer

Some unkhown facts related with Football player Pele
ପେଲେଙ୍କ ପିଲାଦିନ; ବାପା ଥିଲେ ଝାଡୁଦାର୍, ନିଜେ ଚା’ ଷ୍ଟଲ୍‌ରେ କରୁଥିଲେ କାମ

୮୨ ବର୍ଷ ବୟସରେ ଏ ଦୁନିଆକୁ ବିଦାୟ ଦେଇଛନ୍ତି ପେଲେ। ବ୍ରାଜିଲ୍‌ର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍‌ ପେଲେ ଦେଶକୁ ୩ ଫିଫା ବିଶ୍ୱକପ ଜିତେଇଥିଲେ। ଆଜି ବି ତାଙ୍କୁ ଏହି ପ୍ରସଙ୍ଗରେ ଶୀର୍ଷରେ ରଖାଯାଇଛି। ପେଲେ ଫୁଟବଲରେ ତାଙ୍କ କ୍ୟାରିୟର ଏମିତି ସେମିତିରେ କରି ନଥିଲେ। ସେ ଏହା ପଛରେ କଠିନ ପରିଶ୍ରମ କରିଥିଲେ।

Maradona
‘କୋମଳମତି ବୟସରେ ମୋ ସହ ଦୁଷ୍କର୍ମ କରିଥିଲେ ମାରାଡୋନା’

ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍‌ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍‌ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।