ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବା ସେଦିନ ଏଠିକି ଯେ କୌଣସି ଲୋକ ଯାଇପାରିବେ।
Published By: Chandan Shishu
Last updated: 10 January 2023, 06:19 PM IST
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ସମ୍ମୁଖ ଭାଗ
ଭୁବନେଶ୍ୱର ହକି ଷ୍ଟାଡିୟମର ପୂର୍ବ ଓ ପଶ୍ଚିମ ଷ୍ଟାଣ୍ଡ୍
ରଂଗରେ ରଙ୍ଗିନ କଳିଙ୍ଗ ଷ୍ଟାଡ଼ିୟମ, ଓଡ଼ିଶାକୁ କରୁଛି ସ୍ୱାଗତ
ଷ୍ଟାଡ଼ିୟମ ପରିସରରେ ବିରାଟ ହକି ଟ୍ରଫି, ଦର୍ଶକଙ୍କ ପାଇଁ ସେଲ୍ଫି ପଏଣ୍ଟ
ହକି ପାଇଁ ଷ୍ଟାଡ଼ିୟମରେ ରହିଛି ଓଡ଼ିଶାର ପ୍ରତୀକ କୋଣାର୍କ ଚକ୍ର
ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରରେ ତିଆରି ହୋଇଛି ଓଲି ଲ୍ୟାଣ୍ଡ୍