ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଡାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲି ଦେଖୁଛନ୍ତି ଦର୍ଶକ। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ। ଦର୍ଶକ ମାନେ ମ୍ୟାଚ୍ ଦିନରେ ହକି ଦେଖିବା ସହ ମନୋରଂଜନର ଭରପୁର ମଜା ନେଇପାରିବେ। ମ୍ୟାଚ୍ ବେଳେ ଟିକେଟ୍ ଲାଗୁ ହୋଇଥିବା ବେଳେ ଅନ୍ୟ ସମୟରେ ବିନା ଟିକେଟ୍ରେ ଓଲି ଲ୍ୟାଣ୍ଡ ମଜା ଉଠାଇପାରିବେ ଦର୍ଶକ।
Published By: Chandan Shishu
Last updated: 13 January 2023, 11:35 AM IST
ଓଲି ଲ୍ୟାଣ୍ଡର ମଜା ନେଲେ ଦର୍ଶକ
ଦର୍ଶକଙ୍କ ସେଲ୍ଫି ପଏଣ୍ଟ
ଖୁବ୍ ସୁନ୍ଦର ଦିଶୁଛି ଓଲି ଲ୍ୟାଣ୍ଡର ମେଗା ଷ୍ଟାଚ୍ୟୁ
ଓଲି ଲ୍ୟାଣ୍ଡରେ ଶୋଭା ପାଉଛି ଓଡ଼ିଶାର ପ୍ରତୀକ କୋଣାର୍କ ଚକ୍ର
ଓଲି ଲ୍ୟାଣ୍ଡ୍ରେ ଓଲି ସହ ସେଲ୍ଫି ନେଉଛନ୍ତି ଦର୍ଶକ
ଗାଲରେ ତ୍ରିରଙ୍ଗା ଚିହ୍ନ କରି ଭାରତୀୟ ହକି ଖେଳାଳିଙ୍କୁ ଚିଅର ଅପ୍ କରୁଛି ଛୋଟ ଝିଅ