ମେଟ୍ରୋ ଟ୍ରେନ୍ରେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଦେଶୀ ଭର୍ସନ ଯାତ୍ରା ଭିଡିଓ ଭାଇରାଲ୍ ଘଟଣା ପରଠୁ ଦିଲ୍ଲୀ ମେଟ୍ରୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏଭଳି ଅଜବ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଆପଣ ବି ପ୍ରେମ କରିଥିବେ ଆଉ ପ୍ରେମିକାକୁ ପ୍ରେମଭରା ଚିଠିଟିଏ ଲେଖିଥିବେ । କିନ୍ତୁ ଏମିତି ଚିଠିଟିଏ ଆଗରୁ କେବେ ଦେଖିନଥିବେ।
ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି, କନିଆଁକୁ ଖୁସି କରିବାକୁ ଯାଇ ବର ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ସିଏ ପୁଣି ଟ୍ରେଣ୍ଡିଂ ଗୀତରେ ।
ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ।
କାଲିଫର୍ଣ୍ଣିଆରେ ରହୁଥିଲେ ସତ କିନ୍ତୁ ଫ୍ଲୋରିଡାରେ ସ୍ୱାମୀଙ୍କ ଶ୍ରାଦ୍ଧ କରିବାକୁ ଯୋଜନା କରିଥିଲେ ।
ମାଆ ଚଲାଉଥିଲେ ଗାଡ଼ି, ଝିଅକୁ ଦେଇଥିଲେ ମୋବାଇଲ । ଝିଅ ଖେଳୁ ଖେଳୁ ଆମାଜନ୍ରୁ ଏମିତି କିଛି ଅର୍ଡର କଲା ଯେ, ମାଆଙ୍କର ଉଡ଼ିଗଲା ହୋସ୍ ।
ଆଇସ୍କ୍ରିମ୍ ଖାଇ ସାରି ଟିସୁରେ ନୁହେଁ, ୫୦୦ ଟଙ୍କିଆ ନୋଟରେ ପୋଛନ୍ତୁ ହାତ ! ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି
ନା ଜୀବନ ପ୍ରତି ଲୋଭ, ନା କାହାକୁ ଭୟ...୨ ଯୁବତୀଙ୍କୁ ବାଇକ୍ରେ ବସାଇ ବିଚ୍ ରାସ୍ତାରେ ଜଣେ ଯୁବକ ବିପଦପୂର୍ଣ୍ଣ ବାଇକ୍ ଷ୍ଟଣ୍ଟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
କଥାଟି ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗୁଥିବ । ଜଣେ କର୍ମଚାରୀଙ୍କ ଠାରୁ ୯ଲକ୍ଷ ଟଙ୍କା ଜରିମାନା ଆଦାୟକରିବା ନିଶ୍ଚୟ ଆପଣ ଅସମ୍ଭବ କଥା ଭାବୁଥିବେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ ।
ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ହାଡ ପୁରୁଷଙ୍କ ତୁଳନାରେ ଦୁର୍ବଳ ନୁହେଁ। ଏହା ପଛରେ ସେ ଯୁକ୍ତି ମଧ୍ୟ ଦେଇଛନ୍ତି। ତେବେ ଏହି ଅଜବ ଦାବି ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି।
ବିବାହରେ ବେଳେବେଳେ ମଜା ସଜା ପାଲଟିଯାଏ । ଖୁସିବାସି ଦିନରେ ଘଟିଯାଏ ଅଘଟଣ । ତାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗେ ।
ଡ୍ୟାନ୍ସ କରୁଥିବା ବେଳେ କଂକ୍ରିଟ୍ ଚଟାଣ ଭୁଶୁଡ଼ି ପଡ଼ିବା ଯୋଗୁ ଛାତ୍ରଛାତ୍ରୀମାନେ ଗାତ ଭିତରକୁ ଗଳି ପଡ଼ିଥିଲେ। ପେରୁର ଏକ ସ୍କୁଲ୍ରେ ଏହି ଅଭାବନୀୟ ଘଟଣା ଘଟିଛି।
ଯୁବକ ଜଣକ ଏମିତି ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ, ଯିଏକି ମାତ୍ର କିଛି ଦିନ ପାଇଁ ତାଙ୍କ ସ୍ତ୍ରୀ ଥିଲେ। ହେଲେ ଯୁବକ ଜଣକ ସବୁଦିନ ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ନିଜର ସ୍ତ୍ରୀ କରିବାକୁ ମନେ ମନେ ଭାବି ନେଇଥିଲେ।
ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ ।
ଭାଇଚାରାର ଦେଶ ଭାରତ। ଏଠି ସବୁ ଧର୍ମ ଓ ବର୍ଣ୍ଣକୁ ସମାନ ଅଧିକାର ଓ ସମ୍ମାନ ଦିଆଯାଏ। ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରନ୍ତି। ବର୍ତ୍ତମାନ ଜଣେ ମୁସ୍ଲିମ୍ ମହିଳା ରମଜାନ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଉଥିବା ନଜର ଆସିଛନ୍ତି। ଏହା ଭାଇରାଲ୍ ହେବାରେ ଲାଗିଛି।
ଏପ୍ରିଲ ଫୁଲ୍ ନୁହେଁ ପ୍ରଥମେ ଏହାକୁ ଏପ୍ରିଲ ହୋଲି ବୋଲି କୁହାଯାଉଥିଲା ଏବଂ ଏହାକୁ ପାଳନ ମଧ୍ୟ କରାଯାଉଥିଲା ।
ଜେଣେ ବ୍ୟକ୍ତି ଅଫିସ୍ରୁ ଏତ ଥର ବ୍ରେକ୍ ନେଇଛନ୍ତି ଯେ, ଅଫିସ୍ କର୍ତ୍ତୃପକ୍ଷ ଦେଖି ତାଟକା ।
ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍ ଡ୍ରାଇଭର୍ଙ୍କ କାହାଣୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍ନୀ ଦାନ କରି ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍ ଡ୍ରାଇଭର୍ ।
ଭିଡିଓ ଗେମ୍ ହାତରେ ପଡିଲେ ଦିନରାତି ଜଣାପଡୁ ନଥିଲା। ସବୁକିଛି ଭୁଲି ପୁଅ ବସିଯାଉଥିଲା ଏଇ ନିଶାରେ। ସାବାଡ୍ କରିବା ପାଇଁ ବାପା ନେଲେ ଏମିତି ପଦକ୍ଷେପ। ଖେଳିବା ତ ଛାଡ ପୁଅ ବିଳମ୍ବିତ ରାତିଯାଏ ଅନିଦ୍ରା ବି ହୋଇପାରୁନି।
ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରଣ୍ଡ୍ ଗିଫ୍ଟ କରିଛନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ହଠାତ୍ ଯାଇ ୱେଡିଂ ଭେନ୍ୟୁରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲ୍ଟେଜ୍ ଡ୍ରାମା।
ଲେଖା ଅଛି ୧୦୦% ଭେଜ୍ ବଟର ଚିକେନ୍ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍ ହେଲା କେମିତି ?
ବାହାଘରକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀଙ୍କ ବାହାଘର ହେଉଛି । ସାଧାରଣତଃ ଯେପରି ବିବାହ ହୋଇଥାଏ ସେହିପରି ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି ।