ସବୁବେଳେ ଖବରରେ ରହୁଥିବା ଉର୍ଫି ଜାଭେଦଙ୍କ ଲାଷ୍ଟ୍ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ତାଙ୍କର କୌଣସି ଅଜବ ଗଜବ ଫ୍ୟାସନ ନୁହେଁ ବରଂ ତାଙ୍କୁ ଗିରଫ କରାଯାଉଥିବା ଦେଖିବାକୁ ମିଳିଛି।
ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଅସୁସ୍ଥ ବୃଦ୍ଧ ଶ୍ୱଶୁର ଶୋଇବାକୁ ଚାହୁଁଥିଲେ । ଯାହାକୁ ନେଇ ବୋହୂ ରାଗି ଯାଇଥିଲେ । ପରେ ସେହି କଥାକୁ ନେଇ ଶ୍ୱଶୁରଙ୍କୁ ଜାଳିଦେବାକୁ ରାଗରେ ଉଦ୍ୟମ କରିଥିବା ଜଣାପଡ଼ିଛି ।
ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି..
ଲୋକପ୍ରିୟତା ଦୃଷ୍ଟିରୁ ଭାରତୀୟ ଷ୍ଟ୍ରିଟ୍ ଫୁଡରେ ଏହାର ବହୁଳ ବ୍ୟବହୃତ ହୁଏ । ତେବେ ଆପଣମାନେ ଜାଣନ୍ତି କି ଆମ ସମସ୍ତଙ୍କର ଅତି ପ୍ରିୟ ଏହି ବ୍ଲାକ ସଲ୍ଟ କେମିତି ତିଆରି ହୁଏ ।
ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି।
ପ୍ରାୟ ୨ ସପ୍ତାହ ଧରି ମତ୍ସଜୀବୀଙ୍କ କୌଣସି ପତ୍ତା ମିଳିପାରିନଥିଲା । ଶେଷରେ ୧୪ ଦିନ ପରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ସେତେଦିନ ଯାଏ ସେମିତି ସେ ଡଙ୍ଗାରେ ଗଭୀର ସମୁଦ୍ରରେ ଥିଲେ ।
କଙ୍ଗନା ରାଣାୱତଙ୍କ ‘ତେଜସ୍’ ପ୍ରେକ୍ଷାଳୟକୁ ଆସିବାର ୨ ଦିନ ହୋଇଗଲା। ଫିଲ୍ମ ଭଲ ଚାଲୁନି। ଏହା ଦେଖି କଙ୍ଗନା ଭାଙ୍ଗିପଡିଛନ୍ତି। ଦର୍ଶକଙ୍କ ପାଖରେ ନେହୁରା ହୋଇ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।
ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଧରି ଖୋଜାଖୋଜି ପରେ ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ତାହା ଦେଖିବାକୁ ମିଳିଛି।
ଆକାଶରୁ ବିଡ଼ା ବିଡ଼ା ନୋଟର ବର୍ଷା । ନକଲି ନୁହେଁ, ପୁଣି ସବୁଗୁଡ଼ା ଅସଲି । ହେଲିକପ୍ଟରରୁ ଉଡ଼ୁଛି ଟଙ୍କା । ସେ ବି ୧୦୦ କି ୨୦୦ ନୁହେଁ, ୧୦ ଲକ୍ଷ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ବିଶ୍ବାସ ନହେଲେ ବି କଥାଟି ସତ ।
ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏପରି କାଣ୍ଡ ଭିଆଇଛନ୍ତି ଲୋକେ । ସୂଚନା ଅନୁସାରେ ବିଜୟପୁରାରେ ବାରମ୍ବାର ବିଦ୍ୟୁତ୍ କାଟ୍ କରାଯାଉଥିଲା । ଯାହାଫଳରେ ଚାଷୀମାନେ ଚାଷ କାମ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
କୁହାଯାଏ ଯେ ପ୍ରେମର କଥା କେବେ ଶେଷ ହୁଏ ନାହିଁ। ବେଳେବେଳେ କିନ୍ତୁ ଦୀର୍ଘ ଦିନ ପ୍ରେମ ହେତୁ ଏହା ପଛରେ ଥିବା ବିଲ୍ ମୁଣ୍ଡବ୍ୟଥାର କାରଣ ହୋଇଯାଏ। ନିକଟରେ ସୋସିଆଲ ମିଡିଆରେ ଜଣେ ପ୍ରେମୀ ପାଗଳ ନିଜର ଯନ୍ତ୍ରଣାକୁ ପ୍ରକାଶ କରି ଭାଇରାଲ ହେଉଛନ୍ତି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ରାସ୍ତାକଡ଼ର ଦୋକାନରେ ଓମଲେଟ୍ ତିଆରି ଚାଲିଛି । ତିଆରି କରୁଥିବା ଦୋକାନୀ ପୂର୍ବରୁ ଏକ ପାତ୍ରରେ କିଛି ଅଣ୍ଡା ଭାଙ୍ଗି ରଖିଛନ୍ତି ।
ଅଭିନେତ୍ରୀ କାଜୋଲଙ୍କ ସହ ଘଟିଲା ଏମିତି ଅଘଟଣ। ଦୁର୍ଗା ପୂଜା ସମୟରେ କାଜୋଲଙ୍କ ସହ ଏମିତି କିଛି ଘଟିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଦେଖନ୍ତୁ….
ମିଟିଂରେ ବସିଛନ୍ତି, ପୁଣି ବିନା ସାର୍ଟରେ । ଆଉ ତା ଉପରେ ମାଲିସ ମଧ୍ୟ ନେଉଛନ୍ତି । କମ୍ପାନୀ ପରିଚାଳନା ବୈଠକରେ ବସିବା ବେଳେ ଏପରି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଏୟାର ଏସିଆ ସିଇଓ ।
ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।
ମେଟ୍ରୋ ସିଟିରେ ଟ୍ରାଫିକ ଜାମ ପ୍ରବଳ । କ୍ୟାବ କି ଓଲା ବୁକ୍ କଲେ କ୍ୟାନସେଲ ହୋଇ ଯାଉଛି କି ? ଆମେ କହିବୁ ଆପଣଙ୍କୁ ଘରେ ପହଞ୍ଚିବାର ଅଭିନବ ଉପାୟ ।
୨୦ ମିନିଟ୍ ପରେ ଲିଫ୍ଟଟି ହଠାତ୍ ଖୋଲିବା ପରେ ଝିଅଟି ବାହାରକୁ ଆସିଥିଲା ।
ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ । ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ।
ଆଜିକାଲି ଉର୍ଫି ତାଙ୍କ ପୋଷାକ ପାଇଁ ନୁହେଁ, ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଖବର ହେଉଛି ଯେ ଉର୍ଫି ଲୁଚିଛପି ଏନ୍ଗେଜ୍ମେଣ୍ଟ୍ କରିନେଇଛନ୍ତି। ତେବେ କିଏ ସେହି ପୁରୁଷ ଜାଣିବା ପାଇଁ ଲୋକଙ୍କ ମନରେ ବଢୁଛି ଉତ୍କଣ୍ଠା।
ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…
ରେଲୱେ ଟ୍ରାକ୍ରେ ଇନଷ୍ଟାଗ୍ରାମ ରିଲ୍ କରୁଥିବାବେଳେ ଜଣେ ନାବାଳକରୁ ଟ୍ରେନ୍ ଧକ୍କା ଦେଇଛି । ନାବାଳକଙ୍କୁ ଟ୍ରେନ୍ ଧକ୍କା ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଅଡି କାର୍ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।
ଏହା ଦେଖିବା ପରେ ସେଠାରେ କିଛି ଲୋକ ପିଲାଟିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଘଟଣାସ୍ଥଳରେ ଏକ ଅଟୋରିକ୍ସା ମଧ୍ୟ ଅଟକି ରହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ପରେ ପରେ କିଛି ବ୍ୟକ୍ତି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।
ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।
ଲୋକପ୍ରିୟ ଡାଏରୀ ବ୍ରାଣ୍ଡ୍ ଅମୁଲ ଏହାର ଆଇକନିକ୍ ଏବଂ ଆକର୍ଷଣୀୟ ଡୁଡଲ୍ସ ପାଇଁ ମଧ୍ୟ ଜଣାଶୁଣା। ବର୍ତ୍ତମାନ ପୁଣି ଥରେ କମ୍ପାନୀ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାର ଉତ୍ସବ ପାଳନ କରୁଥିବା ବେଳେ ଏକ ସ୍ୱତନ୍ତ୍ର ଡୁଡଲ୍ ଶେୟାର କରିଛି।