• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Newlywed bride & her ‘devar’ hit each other with sticks as part of ritual, netizens fumed
ଭାଇରାଲ ହେଉଛି ଭିଡିଓ; ଭାଉଜକୁ ବାଡ଼ିରେ ପିଟୁଛି ଦିଅର

ଭିଡିଓରେ ଜଣେ ନବବିବାହିତା ଭାଉଜ ତାଙ୍କ ଦିଅକୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଖାଲି ନୂଆ ଭାଉଜ ନୁହଁନ୍ତି ଦିଅର ମଧ୍ୟ ଭାଉଜଙ୍କୁ ମାଡ଼ ମାରୁଛନ୍ତି ।

Dog Wear Helmet
ହେଲମେଟ୍‌ କେତେ ଜରୁରୀ ? ମଣିଷ ମାନୁନାହାନ୍ତି କିନ୍ତୁ କୁକୁର ମାନୁଛି

ବାଇକ୍‌ ଚଳାଇବା ବେଳେ ମୁଣ୍ତରେ ହେଲମେଟ୍‌ ପିନ୍ଧିବା ନିହାତି ଆବଶ୍ୟକ । ତେବେ ଏହି ନିୟମକୁ ମଣିଷ ଅଣଦେଖା କରୁଥିବା ବେଳେ ପଶୁଟିଏ କିନ୍ତୁ ଅକ୍ଷର ଅକ୍ଷରେ ପାଳନ କରୁଛି । ଜାଣନ୍ତୁ..

Doctor dance on ilu ilu song in operation theater
Viral Video: ଅପରେସନ୍ ଥିଏଟର୍‌ରେ ନାଚିଲେ ଡାକ୍ତର ସାହେବ; ଲୋକେ କହିଲେ ସାଲ୍ୟୁଟ୍

ଜଣେ ଡାକ୍ତର ଅପରେସନ୍ ଥିଏଟର ଭିତରେ ‘ଇଲୁ ଇଲୁ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଏବେ ଜୋର୍‌ଦାର୍ ଭାଇରାଲ୍ ହେବାରେ ଲାଗିଛି। ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।

Petrol pump assistant refuses Rs 2000 note, pumps out fuel from bike
୨୦୦୦ ଟଙ୍କିଆ ଦେଖି ସ୍କୁଟିରୁ ପେଟ୍ରୋଲ୍‌ କାଢ଼ିନେଲେ କର୍ମଚାରୀ; ଭାଇରାଲ ହେଲା ଭିଡିଓ

ପେଟ୍ରୋଲ ପମ୍ପର କର୍ମଚାରୀମାନେ ଯୁବକଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିଲେ । ଏସବୁକୁ ଦେଖିବା ପରେ ଯୁବକ ଜଣକ କର୍ମଚାରୀମାନେ ଗାଡ଼ିରୁ ପେଟ୍ରୋଲ ବାହାର କରୁଥିବା ବେଳର ଏକ ଭିଡିଓ କରିଥିଲେ ।

The horse thought that it was tied in a rope but the reality is different
Viral Video: ଘୋଡାଟି ଭାବୁଛି ସେ ଦଉଡିରେ ବନ୍ଧା ହୋଇଛି; ବାସ୍ତବତା କିନ୍ତୁ ଭିନ୍ନ

ଜଣେ ଯୁବତୀ ସହ ଏକ ଘୋଡାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘୋଡାଟି ଭାବୁଛି ଯେ ଝିଅଟି ଏକ ଦଉଡିରେ ତାକୁ ବାନ୍ଧି ଦେଉଛି ଆଉ ତାକୁ ଟାଣି ଆଗକୁ ନେଉଛି। ବାସ୍ତବ ଚିତ୍ର କିନ୍ତୁ ଅଲଗା। ଦେଖନ୍ତୁ ଭିଡିଓ…

Bride in gym before marriage
Viral Video: ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ ଯାଇ ଝାଳ ବୁହାଇଲେ କନ୍ୟା

ବର୍ତ୍ତମାନ ଗୋଟିଏ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ କନ୍ୟା ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖାଯାଏ। ସେ ଡମ୍ବଲ ଉଠାଉଛନ୍ତି ଆଉ ଝାଳ ବୁହାଉଛନ୍ତି। ଏହା ଦେଖି ଲୋକେ କହିଲେ…

mother love
ଅଳିଆ ଗାଡ଼ିରେ କୋଟିଏ ଟଙ୍କାର ସମ୍ପତ୍ତି ! କୁନି ପୁଅକୁ ଟାଣିଟାଣି ନେଉଛି ମା’

ସେ ମା' ତା’ ପିଲାର ଟିକିଏ ହସ.. ଯେମିତି ତାପାଇଁ କୋଟିଏ ଟଙ୍କାର ସମ୍ପତ୍ତି । ତା’ ପିଲାର ଖୁସି ପାଇଁ ସେ ସବୁକିଛି କରିପାରିବ । ଏଠି ସିନା ମା’ ଗରିବ.... ହେଲେ ମମତା ତ ନୁହେଁ ନା ।

Tatoo Trend
ଏମିତି ବି ହୁଏ ପ୍ରେମ !! ମଥାରେ ସିନ୍ଦୂର, କପାଳରେ ସ୍ୱାମୀ ନାଁରେ ଟାଟୁ

ସ୍ୱାମୀଙ୍କ ପାଇଁ ଥିବା ଭଲପାଇବାକୁ ଟାଟୁ କରି ଦର୍ଶାଇଲେ ସ୍ତ୍ରୀ । ହାତ କି ଗୋଡ଼ ନୁହେଁ ବରଂ ନିଜ ମୁଣ୍ତରେ ସ୍ୱାମୀଙ୍କ ନାଁର ଟାଟୁ କଲେ ମହିଳା ।

Pandit ji singing song in wedding
Viral Video: ବିବାହ ବେଦୀରେ ପଣ୍ଡିତଙ୍କ ନୂଆ ମନ୍ତ୍ର; 'ତୁମ୍‌ହେଁ ଅପନା ବନାନେ କି କସମ ଖାଇ ହୈ…'

ଏବେ ଇଣ୍ଟର୍‌ନେଟ୍‌ରେ ଏପରି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ ପଣ୍ଡିତ ବିବାହ ସମୟରେ ସିନେମା ଗୀତ ଗାଉଥିବା ଦେଖାଯାଏ। ମାର୍କେଟ୍‌କୁ ନୂଆ ପଣ୍ଡିତ ଆସିଛନ୍ତି ବୋଲି କୁହାଯାଉଛି।

woman delivers on road for unable to pay bribe
ହଜାରେ ଟଙ୍କା ଲାଞ୍ଚ ଦେଇ ନପାରିବାରୁ ରାସ୍ତାରେ ପ୍ରସବ

ମଣିଷ କେଇଟା ଟଙ୍କା ପାଇଁ କିଭଳି ମାନବିକତା ଭୁଲିଯାଏ, ତାର ଜ୍ୱଳନ୍ତ ଉଦାହରଣ ଏଠି ଦେଖିବାକୁ ମିଳିଛି। 

 Five Thousand Challan
ରାସ୍ତାରେ ରିଲ୍ସ ବନାଉଥିଲେ କନ୍ୟା; ମୋଟା ଅଙ୍କର କଟିଲା ଚାଲାଣ

କନ୍ୟା ଜଣକ ରାସ୍ତାରେ କାରର ବୋନେଟରେ ବସି ରିଲ୍‌ ତିଆରି କରିବାକୁ ନେଇ ତାଙ୍କ ନାଁରେ ଚାଲାଣ କଟିଛି । କନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

girl stuck in railing video goes viral
ଷ୍ଟାଇଲ୍‌ ମାରିବା ଚକ୍କରରେ ରେଲିଂ ଭିତରେ ଫଶିଗଲା ‘ପାପା କି ପରୀ’ଙ୍କ ମୁଣ୍ଡ, ତା’ପରେ...

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ରେଲିଂ ଭିତରେ ପଶି ଆରପଟକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପରେ ତାଙ୍କର ଏହି ଷ୍ଟାଇଲ୍‌ ନିଜ ଉପରେ ହିଁ ଭାରି ପଡ଼ିଛି।

Man paints chicken green
କୁକୁଡା ଦେହରେ କଲର ମାରି କରିଦେଲେ ଶୁଆ !

କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍‌ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ

Baggage Fees
ଲଗେଜ୍‌ ଫି’ରୁ ବର୍ତ୍ତିବା ପାଇଁ ପିନ୍ଧି ଦେଲେ ସବୁ ଡ୍ରେସ୍ ! ଶେଷରେ ଧରାପଡ଼ିଗଲେ...

ବିମାନ କର୍ମଚାରୀ ତାଙ୍କ ଉଦେଶ୍ୟ ଜାଣିପାରିଲେ । ଯଦି ସେ ଧରା ପଡ଼ିନଥାନ୍ତେ ତେବେ ତାଙ୍କୁ ଲଗେଜ ପରିବହନ ବାବଦକୁ କମ୍‌ ଦେୟ ଦେବାକୁ ପଡ଼ିଥାନ୍ତା ।

Man And Woman Take 'Bath' While Riding A Scooter
ଚଳନ୍ତା ସ୍କୁଟିରେ ଏକାଠି ବସି ଗାଧୋଇଲେ ପ୍ରେମୀଯୁଗଳ, ଗୁରୁତର ସହ ନେଲା ପୋଲିସ୍

ଆପଣ ଭାବିବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ରହିଛି ! ଆଜ୍ଞା...ଏମାନେ ଚଳନ୍ତା ସ୍କୁଟିରେ ହିଁ ଏଭଳି କାର୍ଯ୍ୟ କରିଛନ୍ତି।

  • Friday, 19 May 2023
Street dog boards the Borivali local in Mumbai every day
ଟ୍ରେନ୍‌ରେ ସବୁଦିନ ଯାତ୍ରା କରୁଛି ବୁଲା କୁକୁର, ଭାଇରାଲ ହେଉଛି ଭିଡିଓ

ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍‌ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି। 

Viral Video
ଭାଇରାଲ ହେଉଛି କୁନିପୁଅର ଭିଡିଓ, ବର୍ଷା-ପବନରେ ମା’ଙ୍କୁ କରୁଛି ସାହାଯ୍ୟ

ବର୍ଷା-ପବନକୁ ଖାତିର ନକରି ସବୁକିଛି ସଜାଡ଼ି ନେବାକୁ ଚେଷ୍ଟା କରୁଛନ୍ତି ମହିଳା । ଆଉ ତାରି ଭିତରେ ଜଣେ କୁନିପୁଅ ମା’କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ବର୍ଷା ଉଡ଼ାଇ ନେଉଥିବା ପାଲକୁ ଜାବୁଡ଼ି ଧରୁଛି କୁନିପୁଅ ।

Mother-Daughter Cabin Crew
ଚଳନ୍ତା ବିମାନରେ ଏୟାରହୋଷ୍ଟେସ୍‌ କହିଲେ...ମାଆ ମୋ’ ପ୍ରେରଣା

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳିଛି କି, ବିମାନ ଭିତରେ ମାଆଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ଝିଅ । ଖାଲି ଅଭିନନ୍ଦନ ଜଣାଇଥିଲେ ତାହା ନୁହେଁ ମାଆଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ । ବାସ୍‌ ଏତିକି ଶୁଣିବା ପରେ ବିମାନରେ ଥିବା ସବୁ ଯାତ୍ରୀମାନେ ତାଙ୍କୁ ପ୍ରଶଂସା ବି କରିଥିଲେ

Girl Working On Laptop While Being Stuck In Traffic Is Viral In Bengaluru
ଟ୍ରାଫିକରେ ଫସିଗଲେ ଯୁବତୀ: ସ୍କୁଟି ପଛରେ ବସି ଅଫିସ୍‌ କାମ କଲେ, ଫଟୋ ଭାଇରାଲ୍‌...

ଟ୍ରାଫିକ ଜାମ୍‌ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍‌ଟପ୍‌ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍‌ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି।

New Rule In Home
Viral Video: ପ୍ରତ୍ୟେକ ଘରେ ରହିବା ଦରକାର ଏମିତି ନିୟମ

ଏହି ମୋବାଇଲ ଅଭ୍ୟାସ କେତେ ଯେ, ଖରାପ ତାହା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି । ତଥାପି କିଏ ମାନୁଛି ?

Social Media, Viral Video
Viral Video: ଜୀବନ ଦର୍ଶନର ସୁନ୍ଦର ଭିଡିଓ ଛାଡ଼ିଲେ ହର୍ଷ ଗୋଏଙ୍କା

ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍‌ ଶିଳ୍ପପତି ହର୍ସ ଗୋଏଙ୍କା ।

Kind-hearted farmer cares for calf born with just two limbs
Viral Video: ଦୁଇଟି ଗୋଡ ଥିବା ବାଛୁରୀକୁ ଜନ୍ମ ଦେଇ ପର କରିଦେଲା ଗାଈ; ଯତ୍ନ ନେଉଛନ୍ତି ଗରିବ କୃଷକ

ବାଛୁରୀକୁ ଜନ୍ମ ଦେଇ ଛୁଆକୁ ଅଣଦେଖା କରିଥିଲା ଗାଈ। ତାକୁ ଖାଇବାକୁ ଦେଇ ନଥିଲା। କାରଣ ଏହି ବାଛୁରୀ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲା। ଏହାର କେବଳ ଦୁଇଟି ପଛ ଗୋଡ ଥିଲା। ମା ଗାଈର ତା’ ଛୁଆ ପ୍ରତି ଏଭଳି ଆଚରଣ ଦେଖି ଜଣେ କୃଷକ ସାଜିଛନ୍ତି ଭରସା।

Tea Seller
IAS ପାଇଲେନି, ଶେଷରେ ଚା’ ଦୋକାନ ଖୋଲିଲେ; ଏବେ ୧୫୦ କୋଟିର ମାଲିକ

ଭାରତରେ ଚା’ର ଚାହିଦା ବହୁତ ଅଧିକ । ଚା’ ବେପାରରୁ ଲୋକେ ଅଧିକ ଲାଭବାନ ମଧ୍ୟ ହେଉଛନ୍ତି । ତେଣୁ ଏବେ ପ୍ରାୟ ଯୁବପିଢ଼ି ଚା’ ବେପାର କରିବାକୁ ଆଗ୍ରହ ଦେଖାଉଛନ୍ତି ।

Elderly man sells lemonsoda
ମୋର କେହି ନାହାନ୍ତି...ନିଜେ ଖଟିଲେ ସଂସାର ଚାଲିବ

ବାବୁ ମୋର କେହି ନାହାନ୍ତି । ୮୦ ବର୍ଷ ହେଲାଣି କିନ୍ତୁ ମୁଁ କାମ କରୁଛି...ନିଜେ ନଖଟିଲେ ଖାଇବି କଣ?

Viral Video
ଇଏ ବି ମାଆ! ହେଲମେଟ୍ ପିନ୍ଧିନଥିଲେ ବୋଲି ପୁଅ-ବୋହୂଙ୍କୁ ମାରିଲା ଚାପୁଡ଼ା

ଏଭଳି ମାଆଙ୍କୁ ସାଲ୍ୟୁଟ୍‌, ଯିଏ କି ନିଜ ପୁଅ-ବୋହୂଙ୍କୁ ହେଲମେଟ୍‌ ପିନ୍ଧିଥିବାରୁ ବିଚ୍‌ ରାସ୍ତାରେ ପିଟୁଛନ୍ତି ।