ନିଆଁ ସହ ଖେଳି ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଆଉ ମନୋରଞ୍ଜନ ଯୋଗାଇଥାନ୍ତି ।
ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍କହଲ୍-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।
ଶାଫାଙ୍କ ମାତା ପିତା UAEରେ ରୁହନ୍ତି । ଶାଫାଙ୍କ ମାଆ ହିଁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଚଳାଇଥାନ୍ତି ।
ଅଧିକାଂଶଙ୍କ ମତ ଛୋଟ ଛୁଆକୁ ନେଇ ଏଭଳି ବିପଦଜ୍ଜନକ ଆଡ୍ଭେଞ୍ଚର କରିବା ଉଚିତ୍ ନଥିଲା । ଏହି ଦୁର୍ଘଟଣା ଗତ ୨୫ ତାରିଖରେ ଘଟିଛି ।
ସୋସିଆଲ ମିଡିଆରେ ଏକ ବ୍ୟାଗ୍ ଭାଇରାଲ୍ ହେବାରେ ଲାଗିଛି। ଏହି ବ୍ୟାଗ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ବ୍ୟାଗ୍ଟି ଲୁଣର ଏକ ଛୋଟ ଦାନା ଠାରୁ ବି ଛୋଟ। ଏହି ବ୍ୟାଗ୍ ଏତେ ଛୋଟ ଯେ ଏହାକୁ ମାଇକ୍ରୋସ୍କୋପ୍ ବିନା ଦେଖି ହେବନାହିଁ।
ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟ୍ୱିଟର । ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା।
ଜୋମାଟୋ ଡେଲିଭରି ବୟଙ୍କ ନିଆରା ବର୍ଥ ଡେ’ ସେଲିବ୍ରେସନ। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିଥିବା ସମସ୍ତ ଗ୍ରାହକଙ୍କୁ ଚକୋଲେଟ୍ ଦେଇ ଜନ୍ମଦିନ ପାଳିଲେ ଡେଲିଭରି ବୟ।
ପାର୍କିଂକୁ ନେଇ ଏମିତି କିଛି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣରେ ସଚେତନତା ସୃଷ୍ଟି କରିବା ସହ ଯୁଜର୍ସଙ୍କୁ ବି ଆକୃଷ୍ଟ କରିଛି।
ହାଇସ୍ପିଡ୍ରେ ଗାଡ଼ି ଚଳାଉଥିଲେ, ରାସ୍ତାରେ ଘୋଷାଡ଼ି ହୋଇପଡ଼ିଲେ ।
ଯେତେବେଳେ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲା ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କର ମୁଣ୍ଡ କିଛି କାମ କରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ବର ଓ ତାଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ।
ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।
ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।
ଗରିବର ପଖାଳ କଂସା ସାଙ୍ଗକୁ ଗୋଟେ ଟମାଟୋ ପୋଡା ଭରସା ସାଜିଥିବା ବେଳେ ଏବେ ଏହାର ଆକାଶଛୁଆଁ ଦର ଲୋକଙ୍କୁ ନିରାଶ କରିଛି। ମଧ୍ୟବୀତ୍ତଙ୍କ ତରକାରୀକୁ ସ୍ୱାଦହୀନ କରିଦେଇଛି। ଦେଖନ୍ତୁ ଏହି ମଜ୍ଜାଳିଆ ମୀମ୍ସ।
ଅନୁପମ ଖେର ଧର୍ମେନ୍ଦ୍ରଙ୍କ ଏକ ଭାବପୂର୍ଣ୍ଣ ଭିଡିଓ କରିଛନ୍ତି। ଏହି ଭିଡିଓରେ ଧର୍ମେନ୍ଦ୍ର ତାଙ୍କ ଦ୍ୱାରା ଲିଖିତ ଏକ କବିତା ପାଠ କରୁଥିବା ଦେଖିବାକୁ ମିଳେ। ଏହି କବିତା ଶୁଣିଲେ ଆପଣଙ୍କ ପିଲାଦିନ, ଆପଣଙ୍କ ଘର ଏବଂ ଆପଣଙ୍କ ମାଆ ବହୁତ ମନେପଡିବେ।
ଜଣେ ବ୍ୟକ୍ତି ସେହିଭଳି ସ୍ଥାନକୁ ଯିବା କ’ଣ ଦରକାର, ଯେଉଁଠି ଆମେ ଜାଣୁଛନ୍ତି ଯେ ସେଠାରେ ବିପଦ ନିଶ୍ଚୟ । ଏବେ ଆପଣ ସେହି ଭିଡିଓ ବିଷୟରେ ଭାବୁଥିବେ ? କ’ଣ ରହିଛି ସେହି ଭିଡିଓରେ ?
ଭିଡିଓରେ ଖୁବ୍ ଲାଇକ୍ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।
ଇନ୍ଦୋର ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଛି। ଏହାକୁ ଖାତିର ନକରି ଏକ ପ୍ରେମୀ ଯୋଡି ଭିଜି ଭିଜି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ଖାଲି ମଣିଷ ନୁହେଁ ବରଂ କୁକୁର ବି କଲା ଯୋଗ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...ତାଜୁବ ହେଲେ ୟୁଜର୍ସ
ଆଜିକାଲି ଜଣେ ପୋଲିସ୍ ବାବୁ ସୋସିଆଲ୍ ମିଡିଆରେ ବେଶ୍ ନାଁ କମେଇଛନ୍ତି। ଆପଣ ଭାବୁଥିବେ ସେ ତାଙ୍କ ପୋଲିସଗିରିରେ ଏହି ନାଁ କମେଇଛନ୍ତି। କିନ୍ତୁ ନା… ସେ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି। ଦେଖନ୍ତୁ ତାଙ୍କ ଜବରଦସ୍ତ ନାଚ…
ପିଙ୍କ୍ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଲୋକଙ୍କ ହ୍ୱାଟ୍ସଆପ୍କୁ ଆସୁଛି ମେସେଜ୍ । ଆଉ ଏହି ହ୍ୱାଟ୍ସଆପ୍ ମେସେଜ୍ ଲିଙ୍କ୍ରେ କ୍ଲିକ୍ କରି ପିଙ୍କ୍ ହ୍ୱାଟ୍ସଆପ୍ ଡାଉନ୍ଲୋଡ୍ କରିବା ପରେ ହାକ୍ ହେଉଛି ମୋବାଇଲ।
ଭିଡିଓଟି ଜନସାଧାରଣଙ୍କ ଆକ୍ରୋଶର କାରଣ ପାଲଟିଛି । ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ତଦନ୍ତ ଆରମ୍ଭ କରିବାକୁ କହିଛି । ପରିବହନ ପାଇଁ ଏହି ପଶୁମାନଙ୍କ ଉପରେ ଏପରି ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।
ଅନ୍ତରୀକ୍ଷରେ ରୋଷେଇ କରିବା ଏକ ବିରଳ ଘଟଣା। ମହାକାଶଚାରୀମାନେ ସାଧାରଣତଃ ସେମାନଙ୍କର ମିଶନ ସମୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏବଂ ପ୍ୟାକେଟ୍ ଖାଦ୍ୟ ଉପରେ ନିର୍ଭର କରନ୍ତି। ଏବେ ବୈଜ୍ଞାନିକମାନେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ରେ ଆଳୁ ଚିପ୍ସ ଛାଣିବାରେ ସଫଳ ହୋଇଛନ୍ତି।
ଗତକାଲି ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିଛି ସାରା ବିଶ୍ୱ । ଏହି ଅବସରରେ ଅନେକ ଲୋକ ଯୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ପଶୁ ଯୋଗ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।
ଆମେ ଯେଉଁ କଥା କହୁଛୁ ତାହା ଏହାଠାରୁ ଟିକେ ଭିନ୍ନ । କାହାଣୀ ସମାନ, ଢ଼ଙ୍ଗ ବି ସମାନ । ହେଲେ କଲ୍ ରିସିଭ କରିଥିବା ବ୍ୟକ୍ତ କିନ୍ତୁ ଏଥର କୌଣସି ଯୁବକ ନୁହଁନ୍ତି। ସେ ଜଣେ ୭୨ ବର୍ଷିୟ ବୃଦ୍ଧ ।